Latest News
-
ବଲିଉଡ଼ରେ ଠିଆ ହେବାକୁ ଗୋଧୀ ଚମଡ଼ା ଦରକାର
ମୁମ୍ବାଇ: ବଲିଉଡ଼ରେ ତିଷ୍ଠିବା ପାଇଁ ମୋଟା ଚମଡ଼ା ଥିବା ଆବଶ୍ୟକ । ଏହା କହିଛନ୍ତି ଜାତୀୟ ପୁରସ୍କାରପାପ୍ତ ବଲିଉଡ଼ ଅଭିନେତା ମନୋଜ ବାଜପେୟୀ । ନିକଟରେ, ‘ଆକ୍ଟଫେଷ୍ଟ୍’ରେ ଯୋଗ ଦେଇ ଥିବା ବେଳେ ... -
ପୁଲୱାମାକୁ ନେଇ ଦୁବିଧାରେ ପ୍ରଧାନମନ୍ତ୍ରୀ !
– ପ୍ରସାଦ ରାଓ – ନୂଆଦିଲ୍ଲୀ, ୧୭/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏବେ ଦୁବିଧାରେ । ଗୋଟିଏ ପଟେ ପୁଲୱାମା ଘଟଣାକୁ ନେଇ ଦେଶବ୍ୟାପୀ ଜନ ଆକ୍ରୋଶ ଓ ଅନ୍ୟ ପଟେ ... -
ଭାଲେଂଟାଇନ୍ ଡେ’ରେ ଚକୋଲେଟ୍ ଦେବା ପରଂପରା ଭାଙ୍ଗିଲା
ଟୋକିଓ: ଫେବୃୟାରୀ ୧୪ ତାରିଖ ଭାଲେଂଟାଇନ୍ ଡେ’ । ଭାରତରେ ଗୋଲାପରେ ଦେଇ ପ୍ରେମ ନିବେଦନ କରାଯାଉ ଥିବା ବେଳେ ଜାପାନରେ ବିଭିନ୍ନ ବ୍ୟବସାୟିକ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନେ ସେମାନଙ୍କ ... -
ଟୁଇଟରରେ ପ୍ରିୟଙ୍କା
ନୂଆଦିଲ୍ଲୀ: ଟୁଇଟରରେ ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନୂଆ ଆକାଉଂଟ ଅକ୍ଟ୍ରକ୍ସସଚ୍ଚବଦ୍ଭଳବଶବଦ୍ଭୟଷସକୁ ନେଇ ସମର୍ଥକ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ଫେବୃୟାରୀ ୧୧ ତାରିଖ ରାତିରେ ଟୁଇଟରର ... -
ଆମେ କାହା ପିଠି ଥାପୁଡାଇବା, କାହାକୁ ଦୋଷ ଦେବା !
– ପ୍ରସାଦ ରାଓ – ଭୁବନେଶ୍ୱର : ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଆବଶ୍ୟକତାରୁ ଅଧିକ ଜନମତ ପାଇ କ୍ଷମତାକୁ ଆସିବା ଦେଖି ଯେଉଁମାନେ ଖୁସି ହୋଇ ଥିଲେ ଚାରି ବର୍ଷ ପରେ ... -
ମୁଖ୍ୟମନ୍ତ୍ରୀ ଖୁସି ତ ସମସ୍ତେ ଖୁସି !
– ପ୍ରସାଦ ରାଓ- ଭୁବନେଶ୍ୱର,୦୬ ଫେବୃୟାରୀ: ମୁଖ୍ୟମନ୍ତ୍ରୀ ଖୁସି ତ ସମସ୍ତେ ଖୁସି । ନିର୍ବାଚନ ପୂର୍ବରୁ ଏଭଳି ଏକ ବାତାବରଣ ସୃଷ୍ଟି ହୋଇଛି ଓଡ଼ିଶାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ... -
ସରକାର ବଦଳୁଛି, ଦେଶରେ ଦାରିଦ୍ର୍ୟର ଚିତ୍ର ବଦଳୁନି
– ପ୍ରସାଦ ରାଓ – ଭୁବନେଶ୍ୱର, ୨୩ ଜାନୁୟାରୀ: ସ୍ୱାଧୀନର ୭୨ ବର୍ଷ ବିତିଲାଣି । କିନ୍ତୁ, ଦେଶରୁ ଦାରିଦ୍ର୍ୟ ହଟିନି । ସରକାର ବଦଳୁଛନ୍ତି, ଶାସକ ବଦଳୁଛନ୍ତି । ବିକାଶକୁ ତ୍ୱାରାନ୍ୱିତ ... -
ଓଡ଼ିଶାରେ ଭୋଟ ପ୍ରସ୍ତୁତି, ଚୂଡାନ୍ତ ଭୋଟର ତାଲିକାରେ ୪ ଲକ୍ଷ ୧୧ ହଜାର ନୂଆ ଭୋଟର
ଭୁବନେଶ୍ୱର, ୨୨ ଜାନୁୟାରୀ ( ମୋଅନୁଭବ.କମ୍): ୨୦୧୯ ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଛି, ଏହା ସ୍ପଷ୍ଟ ହେଲାଣି ନିର୍ବାଚନ କମିସନଙ୍କ ତତ୍ପରତାରୁ । ସେମାବାର ରାଜ୍ୟର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ... -
ବିଜେପି ପାଇଁ ସଂଜୀବନୀ ହୋଇଛନ୍ତି ଶ୍ରୀକାନ୍ତ !
– ପ୍ରସାଦ ରାଓ – ଭୁବନେଶ୍ୱର,୨୧ ଜାନୁୟାରୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କଂଗ୍ରେସରୁ ବହିଷ୍କୃତ ହେବା ପରେ ରାଜ୍ୟ କଂଗ୍ରେସ ନେତୃତ୍ୱକୁ ବିଜେପିର ସମାଲୋଚନା ଏବଂ ଶ୍ରାକାନ୍ତଙ୍କୁ ସୁରକ୍ଷା ଦେବାର ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS