Latest News
-
ତଥାପି, ସିବଆଇ ପ୍ରତି ସାଧାରଣ ଜନତାରେ ଭରସା ତୁଟିନି…
– ପ୍ରସାଦ ରାଓ – ଭୁବନେଶ୍ୱର, ୨୯ ନଭେମ୍ବର: ଠିକ୍ ଚାରି ବର୍ଷ ତଳେ ଘଟିଥିବା ଏକ ଜଘନ୍ୟ ହତ୍ୟା ଘଟଣା ପୁନର୍ବାର ଚର୍ଚ୍ଚାକୁ ଆସିଛି । ହତ୍ୟାକାରୀଙ୍କୁ ଧରିବାରେ ତଦନ୍ତକାରୀ ସଂସ୍ଥାର ... -
Modi, Ivanka attend dinner at Falaknuma Palace
Prime Minister Narendra Modi and Ivanka Trump, United States President Donald Trump’s daughter and presidential adviser, attended a gala dinner at the Falaknuma Palace ... -
‘ପଦ୍ମାବତୀ’କୁ ନେଇ ଅସୂୟା ରାଜନୀତି ଭାଜପା ପାଇଁ କେତେଦୂର ଶୁଭଙ୍କର ?
– ପ୍ରସାଦ ରାଓ – ଭୁବନେଶ୍ୱର, ୨୮ ନଭେମ୍ବର : ମୁକ୍ତି ଅପେକ୍ଷାରେ ଥିବା ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ନେଇ ଭାଜପାର ଉଗ୍ର ରାଜନୀତି ଦେଶବାସୀଙ୍କୁ ଚକିତ କରିଛି । ପୂର୍ବରୁ, ‘ଇନ୍ଦୁ ସରକାର’ ... -
ନୂଆଦିଲ୍ଲୀରେ ଆନ୍ତଃରାଜ୍ୟ ପରିଷଦ ବୈଠକ: ନବୀନ ଉଠାଇଲେ ମହାନଦୀ, ପୋଲାଭରମ ଓ ଧାନର ଲାଭଜନକ ଦର ପ୍ରସଙ୍ଗ
ନୂଆଦିଲ୍ଲୀ, ୨୬ ନଭେମ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆନ୍ତଃରାଜ୍ୟ ପରିଷଦ ବୈଠକରେ ଯୋଗ ଦେଇ ମହାନଦୀ, ପୋଲାଭରମ ଓ ଚାଷୀଙ୍କୁ ଧାନର ଲାଭଜନକ ଦର ମିଳିବା ପ୍ରସଙ୍ଗ ... -
– ରାଜଧାନୀଆଙ୍କ କଥା – ଅଣ୍ଡା ବେପାର ଛାଡିବେ ଛାଡିବେ ହେଲେଣି ମୁନୁ ପାତ୍ର
– ପ୍ରସାଦ ରାଓ – ଭୁବନେଶ୍ୱର, ୨୫ ନଭେମ୍ବର: ୧୫ ବର୍ଷ ହେଲା ଝାରପଡ଼ାରେ ସିଝା ଅଣ୍ଡା ବିକି ଜୀବିକା ନିର୍ବାହ କରୁଥିବା ମୁନୁ ପାତ୍ର ଅଣ୍ଡାର ଦର ବୃଦ୍ଧି ଦେଖି ଛାନିଆ ... -
ହନୁମାନଙ୍କ ମନ୍ଦିର ଓ ମୁର୍ତୀ ମାଟିରେ ଲୋଟିଲା
ବ୍ରହ୍ମପୁର, ୨୫ ନଭେମ୍ବର: ବ୍ରହ୍ମପୁର ସହରର ମଧ୍ୟଭାଗରେ ଥିବା ଗୋଟିଏ ହନୁମାନ ମନ୍ଦିରକୁ ପ୍ରଶାସନ ମାଟିରେ ମିଶାଇ ଦେଇଛନ୍ତି । ଜବରଦଖଲ ଉଚ୍ଛେଦ ନା’ରେ ମନ୍ଦିରରେ ବୁଲ୍ଡୋଜର ଲଗାଇ ଦିଆଯାଇଛି । ବହୁ ... -
ପୁରୀ ଭିଆଇପି ଅଂଚଳରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ଥିବା ‘ପାଜେରୋ’ଟି କାହାର !
ପୁରୀ,୨୪ ନଭେମ୍ବର(ସ୍ମିତାଲି ସ୍ମୃତି ସ୍ନିଗ୍ଧା): ପୁରୀ ସହରର ଭିଆଇପି ଅଂଚଳରେ ଥିବା ‘ଅନନ୍ୟା ରିସର୍ଟସ୍’ ନିକଟରେ ମାସେରୁ ଅଧିକ ସମୟ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଗୋଟିଏ ‘ପାଜେରୋ’ ଗାଡି । ... -
ଆନ୍ନା ଫୁଙ୍କିଲେ ଅହିଂସାର ମନ୍ତ୍ର, କହିଲେ ଦେଶ ପାଇଁ ଜେଲ ଯିବା ଗୌରବର ବିଷୟ
ଭୁବନେଶ୍ୱର, ୨୩ ନଭେମ୍ବର: ଦେଶରେ ଦୁର୍ନୀତି ବିରୋଧୀ ଆନେ୍ଦାଳନର ମୁଖ୍ୟ ପୁରୋଧା ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଓଡ଼ିଶା ଚାଷୀଙ୍କ କାନରେ ଅହିଂସାର ମନ୍ତ୍ର ଫୁଙ୍କିଛନ୍ତି । ଜାତିର ପିତା ମହାତ୍ମା ... -
ସିଡ଼ବ୍ଲୁସି ବୈଠକ: ନିର୍ବାଚନ ତାରିଖ ଘୋଷଣା, ରାହୁଲ ସଭାପତି ହେବା ଥୟ
ନୂଆଦିଲ୍ଲୀ, ୨୧ ନଭେମ୍ବର: ସୋମବାର ଦିନ ଏଠାରେ କଂଗ୍ରେସ ୱାର୍କିଂ କମିଟି (ସିଡ଼ବ୍ଲୁସି) ବୈଠକ ବସି ଦଳର ନୂତନ ସଭାପତି ନିର୍ବାଚନ ଘୋଷଣା କରାଯାଇଛି । ସଭାପତି ନିର୍ବାଚନ ପାଇଁ ଡ଼ିସେମ୍ବର ୧୬ ... -
ଗୁଜୁରାଟ ରାଜନୀତି: ସେକ୍ସ୍ ସିଡ଼ି ହାର୍ଦ୍ଦିକଙ୍କୁ ଦୁର୍ବଳ ନୁହଁ, ଅଧିକ ଶକ୍ତିଶାଳୀ କରିଛି !
– ପ୍ରସାଦ ରାଓ – ଭୁବନେଶ୍ୱର,୨୧ ନଭେମ୍ବର: ଗୁଜରାଟରେ ପଟିଦାର ଆନେ୍ଦାଳନ ନେତା ହାର୍ଦ୍ଦିକ ପଟେଲଙ୍କୁ ନିନ୍ଦିତ କରିବା ସକାଶେ ଭାଇରାଲ ହୋଇଥିବା ସେକ୍ସ ସିଡ଼ି ବାସ୍ତବରେ ତାଙ୍କ ସ୍ଥିତିକୁ ଦୁର୍ବଳ କରିଛି ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS