Latest News
-
୨୦୨୪ ନିର୍ବାଚନ ପଲିଟିକ୍ସ.. ବିରୋଧୀ ମେଂଟରେ ମୋଦୀଙ୍କ ବିକଳ୍ପ କିଏ ?
ପ୍ରସାଦ ରାଓ ନୂଆଦିଲ୍ଲୀ/ଏପ୍ରିଲ ୦୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଜେପିର ଏକମାତ୍ର ଶୀର୍ଷ ନେତା । ଦଳ ତାଙ୍କ ନେତୃତ୍ୱରେ ସବୁ ନିର୍ବାଚନ ଲଢୁଛି । କିଛି ହାରୁଛି, କିଛି ଜିତୁଛି ... -
ଛଅ ମାସ ଜେଲରେ ରହିବା ପରେ ସଂଜୟ ସିଂହଙ୍କୁ ଜାମିନ ମିଳିଲା
ପ୍ରସାଦ ରାଓ ନୂଆଦିଲ୍ଲୀ/ଏପ୍ରିଲ ୦୨ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିର କାର୍ଯ୍ୟକାରିତାରେ ଦୁର୍ନୀତି ମାମଲାରେ ୨୦୨୩ ଅକ୍ଟୋବରରେ ଗିରଫ ହୋଇ ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ତଥା ଦଳର ରାଜ୍ୟସଭା ... -
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏପ୍ରିଲ ୧୫ ଯାଏଁ ତିହାର ଜେଲରେ ରହିବେ
ପ୍ରସାଦ ରାଓ ନୂଆଦିଲ୍ଲୀ/ଏପ୍ରିଲ ୦୧ ଦିଲ୍ଲୀ ସରକାରଙ୍କ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଇଡି ହାଜତରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ରିମାଣ୍ଡ ସମୟ ଆଜି ସରିବା ପରେ ରାଉଜ୍ ଏଭିନ୍ୟୁ ... -
ବିଜେଡ଼ିରୁ ଆଉ ଏକ ଇସ୍ତଫା, ସନ୍ଧ୍ୟାବତୀ ଛାଡିଲେ ଦଳ
ପ୍ରସାଦ ରାଓ ଭୁବନେଶ୍ୱର/ଏପ୍ରିଲ ୦୧ ଆସନ୍ତା ମେ’ ମାସରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଶାସକ ବିଜୁ ଜନତା ଦଳ (ବିଜେଡ଼ି)ରୁ ନେତାଙ୍କ ଇସ୍ତଫା ରାଜ୍ୟବାସୀଙ୍କ ପାଇଁ ରୋଚକ ଖବର ହେବାରେ ... -
ରାମଲିଳା ମଇଦାନରୁ ବିରୋଧୀ ମେଂଟ ନେତାଙ୍କ ଆହ୍ୱାନ, ଗଣତନ୍ତ୍ରକୁ ବଂଚାଇବା ପାଇଁ ବିଜେପିକୁ ପରାସ୍ତ କର ..
ପ୍ରସାଦ ରାଓ ନୂଆଦିଲ୍ଲୀ/୩୧ ମାର୍ଚ୍ଚ ଏପ୍ରିଲ ୧୯ରୁ ଦେଶରେ ସାଧାରଣ ନିର୍ବାଚନର ମହାପର୍ବ ଆରମ୍ଭ ହେଉଥିବା ବେଳେ ମୋଦୀ ସରକାରଙ୍କୁ କ୍ଷମତାଚ୍ୟୁତ କରି ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ପାଇଁ ହଲପ ଖାଇଥିବା ... -
ନିର୍ବାଚନ ପୂର୍ବରୁ ଷ୍ଟାର୍ ପ୍ରଚାରକମାନେ ଛାଡୁଛନ୍ତି ବିଜେଡ଼ି – ଦଳ ପାଇଁ କେତେ ଶୁଭଂକର ?
ପ୍ରସାଦ ରାଓ ଭୁବନେଶ୍ୱର/୩୦ ମାର୍ଚ୍ଚ କୌଣସି ନା କୌଣସି କାରଣରୁ ବିଜେଡ଼ିରେ ଅସନ୍ତୋଷ କୁହୁଳୁ ଥିଲେ ମଧ୍ୟ ଚପି ରହିଥିଲା । ବିଧାନସଭା ନିର୍ବାଚନ ପାଖକୁ ଆସୁଥିବା ସମୟରେ ସେଥିରେ ବିସ୍ଫୋରଣ ଘଟିଛି ... -
ମୁଖତାର ଆନସାରୀଙ୍କ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ
ପ୍ରସାଦ ରାଓ ନୂଆଦିଲ୍ଲୀ/୨୯ ମାର୍ଚ୍ଚ ୟୁପିର ବାହୁବଳୀ ନେତା ମୁକ୍ତାର ଆନସାରୀଙ୍କ ବାନ୍ଦା ଜେଲରେ ଗତକାଲି ହୃଦଘାତ ହେବା ଏବଂ ରାତିରେ ବାନ୍ଦା ମେଡିକାଲ କଲେଜ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିବା ଏକ ... -
ଚର୍ଚ୍ଚାରେ ସୁନିତା କେଜରୀୱାଲ !
ପ୍ରସାଦ ରାଓ ନୂଆଦିଲ୍ଲୀ/୨୯ ମାର୍ଚ୍ଚ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ଅରବିନ୍ଦ କେଜରୀୱାଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ ଯିବା ପରେ ଏହି ... -
ଭାରତରେ ଶିକ୍ଷିତ ବେକାର ସମସ୍ୟା ଉଦବେଗଜନକ – ଆଇଏଲଓ
ପ୍ରସାଦ ରାଓ ନୂଆଦିଲ୍ଲୀ/୨୮ ମାର୍ଚ୍ଚ ଭାରତରେ ବେକାର ସମସ୍ୟା ଉଦବେଗର ବିଷୟ ବୋଲି ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଦେଶରେ ଅନ୍ୟୁନ ୮୩ ପ୍ରତିଶତ ଯୁବକ, ... -
କଂଗନାଙ୍କୁ ନେଇ ରାଜନୈତିକ ଝଡ଼ !
ପ୍ରସାଦ ରାଓ ନୂଆଦିଲ୍ଲୀ/୨୬ ମାର୍ଚ୍ଚ ବଲିଉଡ୍ ଅଭିନେତ୍ରୀ କଂଗନା ରଣାୱତଙ୍କ ନେଇ ରାଜନୈତିକ ଝଡ଼ ସୃଷ୍ଟି ହେବା କିଛି ନୂଆ କଥା ନୁହେଁ । ଅତୀତରେ ନିଜକୁ କଟ୍ଟର ମୋଦୀ ଭକ୍ତ ଓ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS