Breaking News
-
‘ଦେଶଦ୍ରୋହ’ ଆଇନ ହେଉଛି ଏକ ‘ଉପନିବେଶବାଦୀ’ ଆଇନ, ପୁଲିସ ତାହାର ଅପବ୍ୟବହାର କରୁଛି- ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ ଜୁଲାଇ ୧୫ ଆଇପିସିର ୧୨୪ ଏ ଧାରା ବା ଦେଶଦ୍ରୋହ ଆଇନ ହେଉଛି ଏକ ‘ଉପନିବେଶବାଦୀ’ ଆଇନ । ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଦମନ କରିବା ସକାଶେ ପୁଲିସ ଏହି ... -
ପେଟ୍ରୋଲ, ଡ଼ିଜେଲ ଓ ରୋଷେଇ ଗ୍ୟାସର ମୂଲ୍ୟ ପ୍ରତିବାଦରେ ‘ଓଡ଼ିଶା ବନ୍ଦ’
ଭୁବନେଶ୍ୱର ଜୁଲାଇ ୧୫ ଦେଶରେ ପେଟ୍ରୋଲ, ଡ଼ିଜେଲ ଓ ରୋଷେଇ ଗ୍ୟାସ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଏବଂ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ଭିନ୍ନ ... -
ଜାରି ହେଲା ଜୁଲାଇ ଗାଇଡ଼ଲାଇନ : ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆଂଶିକ ‘ତାଲାବନ୍ଦ’
ପ୍ରସାଦ ରାଓ ଜୁଲାଇ ୧୫ ଞ୍ଚ ‘କାଟାଗୋରୀ-ଏ’୨୦ ଜିଲ୍ଲାରେ ରାତି ୮ଟା ଯାଏଁ ଦୋକାନ, ବଜାର ଖୋଲିବ ଞ୍ଚ ‘କାଟାଗୋରୀ-ବି’ ୧୦ ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ, ବଜାର ଖୋଲିବ ଞ୍ଚ ... -
୨୦୨୪ ପାଇଁ ପ୍ରଶାନ୍ତ କିଶୋରଙ୍କ ରଣନୀତି ଉପରେ ଦେଶର ଭବିଷ୍ୟତ ରାଜନୀତି ନିର୍ଭର କରୁଛି
ପ୍ରସାଦ ରାଓ ଜୁଲାଇ ୧୪ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜେପିର ସମସ୍ତ କୂଟନୀତିକୁ ପ୍ରତିହତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଖିଳ ଭାରତ ତୃଣମୂଳ କଂଗ୍ରେସ ପାର୍ଟି (ଏଆଇଟିଏମସି)ର ବିପୁଳ ବିଜୟ ... -
ସ୍ମୃତି, ଅଶ୍ୱିନୀ, ଜ୍ୟୋତିରାଦିତ୍ୟ ଓ ଭୂପିନ୍ଦର ଯାଦବଙ୍କୁ ମିଳିଲା ନୂଆ ଦାୟିତ୍ୱ
ପ୍ରସାଦ ରାଓ ଜୁଲାଇ ୧୩ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଥିବା ଶ୍ରୀମତୀ ସ୍ମୃତି ଇରାନୀ, ଭୂପିନ୍ଦର ଯାଦବ, ଜ୍ୟୋତିରାଦିତ୍ୟ ... -
ସେପ୍ଟେମ୍ବରରୁ ସେରମ୍ ଇନିଷ୍ଟିଚ୍ୟୁଟରୁ ‘ସ୍ପୁଟନିକ-ଭି’ ଉତ୍ପାଦନ, ପର୍ଯ୍ୟଟନ ସ୍ଥଳରେ ଭିଡ଼କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ବେଗ
ପ୍ରସାଦ ରାଓ ଜୁଲାଇ ୧୩ ମହାରାଷ୍ଟ୍ରର ପୁଣେ ଭିତ୍ତିକ ଟିକା ଉତ୍ପାଦନକାରୀ କଂପାନୀ ‘ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ’(ଏସଆଇଆଇ)ରୁ ଆସନ୍ତା ସେପ୍ଟେମ୍ବରରୁ ‘ସ୍ପୁଟନିକ-ଭି’ ଟିକା ଉତ୍ପାଦନ ଆରମ୍ଭ ହେବ ବୋଲି ଏହି ଟିକା ... -
ତିନି ଠାକୁର ମା’ ଗୁଣ୍ଡିଚାଙ୍କ ମନ୍ଦିରରେ ପହଂଚିଲେ
ପୁରୀ ଜୁଲାଇ ୧୨ ପୁରୀ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆଜି ଶୃଂଖଳିତ ଭାବେ ସମାପିତ ହୋଇଛି । ସକାଳେ ସହଳ ସହଳ ତିନି ଠାକୁରଙ୍କ ପହଣ୍ଡି ଓ ଅନ୍ୟ ସମସ୍ତ ଔପଚାରିକତା ... -
ଅଶ୍ୱିନୀଙ୍କୁ ରବି ଶଙ୍କର ପ୍ରସାଦଙ୍କ ପ୍ରଶଂସା
ନୂଆଦିଲ୍ଲୀ ଜୁଲାଇ ୧୨ ଦେଶର ସୂଚନା ଓ ପ୍ରଯୁକ୍ତ (ଆଇଟି) ବିଭାଗ ମନ୍ତ୍ରୀ ଭାବେ ନୂଆରେ ଦାୟିତ୍ୱ ନେଇ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ବିଦାୟୀ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରବିବାର ... -
ୟୁପି, ରାଜସ୍ଥାନରେ ବଜ୍ରପାତରେ ୬୦ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ ଜୁଲାଇ ୧୨ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ରବିବାର ଦିନ ପ୍ରବଳ ବର୍ଷା ଓ ବଜ୍ରପାତରେ ୬୦ ଜଣଙ୍କ ମୃତ୍ୟୁ ଘଟିିଛି । ମୃତକଙ୍କ ମଧ୍ୟରୁ ୧୨ ଜଣ ରାଜସ୍ଥାନ ଜୟପୁରର ... -
ୟୁରୋପରେ କଂଗ୍ରେସ ସଭାପତି ନିଯୁକ୍ତ ହେଲେଣି, ଦେଶରେ କେବେ ?
ପ୍ରସାଦ ରାଓ ଜୁଲାଇ ୧୧ ଦେଶ ଭିତରେ ନ ହେଲେ ୟୁରୋପୀୟ ରାଷ୍ଟ୍ରରେ କଂଗ୍ରେସ ତାହାର ସଂଗଠନକୁ ସୁଦୃଢ କରିବା ପ୍ରକ୍ରିୟା ଜାରି ରଖିଥିବା ସୂଚନା ମିଳିଛି । ଭାରତୀୟ ଜାତୀୟ କଂଗ୍ରେସର ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS