Breaking News
-
ଜୟରାମ ଠାକୁର ହିମାଚଳ ମୁଖ୍ୟମନ୍ତ୍ରୀ
ସିମଲା, ୨୫ ଡ଼ିସେମ୍ବର: ହିମାଚଳ ପ୍ରଦେଶ ବିଧାନସଭାକୁ ପାଂଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ଭାବେ ୨୭ ତାରିଖ ଦିନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ... -
ଟି-୨୦ରେ ଭାରତର ସିରିଜ୍ ବିଜୟ, ରବିବାର ମୁମ୍ବାଇରେ ୫ ଓି୍ୱକେଟରେ ହାରିଲା ଶ୍ରୀଲଙ୍କା
ମୁମ୍ବାଇ, ୨୫ ଡ଼ିସେମ୍ବର: ରବିବାର ମୁମ୍ବାଇର ୱାଙ୍ଖେଡ଼ ଷ୍ଟାଡ଼ିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ତୃତୀୟ ଓ ଶେଷ ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚରେ ଭାରତୀୟ ଦଳ ୫ ୱିକେଟ୍ରେ ବିଜୟୀ ହୋଇ ୩-୦ରେ ... -
ଦାମଙ୍କୁ ଆଉ ଏକ ଝଟ୍କା, ଉପ ସଭାପତି ପଦ ଗଲା..
ଭୁବନେଶ୍ୱର,୨୪ ଡ଼ିସେମ୍ବର: ବିଜେଡ଼ିର ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ ମାନିଲା ନାହିଁ । ଶନିବାର ଦିନ ଡକ୍ଟର ରାଉତଙ୍କୁ ଦଳର ... -
ବିଜୟ ରୁପାନୀ ଗୁଜରାଟ ମୁଖ୍ୟମନ୍ତ୍ରୀ, ନିତୀନ ପଟେଲ ଉପ ମୁଖ୍ୟ ମନ୍ତ୍ରୀ
ଅହମ୍ମଦାବାଦ,୨୩ ଡ଼ିସେମ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ପୁଣିି ଥରେ ଗୁଜରାଟ ମୁଖ୍ୟମନ୍ତ୍ରୀ କରାଯାଇଛି । ଶୁକ୍ରବାର ଦିନ ଦଳ ପକ୍ଷରୁ ତାଙ୍କ ନାମ ଘୋଷଣା କରାଯାଇଥିଲା । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ରାଜ୍ୟ ... -
ଇନ୍ଦୋର ହୋଲକାର ଷ୍ଟାଡ଼ିୟମରେ ଭାରତର ଦ୍ୱିତୀୟ ଟି-୨୦ ବିଜୟ, ଶ୍ରୀଲଙ୍କା ୮୮ ରନ୍ ରେ ପରାଜିତ
ଇନ୍ଦୋର,୨୩ ଡ଼ିସେମ୍ବର: ଶୁକ୍ରବାର ଦିନ ଇନେ୍ଦାର ହୋଲକାର ଷ୍ଟାଡ଼ିୟମରେ ଅନୁଷ୍ଠିତ ଭାରତ – ଶ୍ରୀଲଙ୍କା ଦ୍ୱତୀୟ ଟି -୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୮୮ରନ୍ ରେ ପରାଜିତ କରି ତିନିଟିକିଆ ଶୃଙ୍ଖଳାକୁ ୨-୦ ... -
ବାରବାଟୀରେ ପ୍ରଥମ ଟି-୨୦ରେ ଭାରତର ବିଜୟ, ଶ୍ରୀଲଙ୍କା ୯୩ ରନ୍ ରେ ପରାଜିତ
କଟକ,୨୧ ଡ଼ିସେମ୍ବର: ବୁଧବାର ଦିନ କଟକ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ଭାରତ – ଶ୍ରୀଲଙ୍କା ପ୍ରଥମ ଟି -୨୦ ଶୃଙ୍ଖଳାରେ ଭାରତ ଶ୍ରୀଲଙ୍କାକୁ ୯୩ ରନ୍ ରେ ପରାଜିତ କରି ତିନିଟିକିଆ ଶୃଙ୍ଖଳାକୁ ... -
ବିଧାନସଭା ଭୋଟ ଫଳାଫଳ: ଗୁଜରାଟରେ ବିଜେପିର ଆସନ ସଂଖ୍ୟା କମିଛି କଂଗ୍ରେସର ବଢିଛି
– ପ୍ରସାଦ ରାଓ – ନୂଆଦିଲ୍ଲୀ,୧୯ ଡ଼ିସେମ୍ବର: ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପଳାଫଳ ବିଜେପି ସପକ୍ଷରେ ଯାଇ ଥିବାରୁ ଦଳ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ... -
ଗୁଜରାଟ ବିଧାନସଭା ଫଳାଫଳ : ବିଜେପି – କଂଗ୍ରେସ ମଧ୍ୟରେ କଂଟାର ଲଢେଇ, ସନ୍ଧ୍ୟା ସୁଦ୍ଧା ୯୯-୮୦ରେ ବିଜେପି ଆଗୁଆ
ଅହମ୍ମଦାବାଦ,୧୮ ଡ଼ିସେମ୍ବର: ବହୁ ପ୍ରତୀକ୍ଷିତ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ସୋମବାର ସାମନାକୁ ଆସିଛି । ୧୮୨ ଆସନ ବିଶିଷ୍ଟ ବିଧାନସଭା ପାଇଁ ହୋଇ ଥିବା ନିର୍ବାଚନରେ ଶାସକ ବିଜେପି ଓ କଂଗ୍ରେସ ... -
ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆ ଭାରତ ୮ ଉଇକେଟ୍ ରେ ଜିତିଲା, ୨-୧ରେ ଭାରତର ସିରିଜ୍ ବିଜୟ
ବିଶାଖାପାଟଣମ୍,୧୮ ଡ଼ିସେମ୍ବର: ରବିବାର ଦିନ ଏଠାରେ ଅନୁଷ୍ଠିତ ତୃତୀୟ ଓ ଶେଷ ଦିନିକିଆ ଅନ୍ତର୍ଜାତିକ କ୍ରିକେଟ୍ରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୮ ଉଇକେଟ୍ରେ ପରାଜିତ କରି ତିନିଟିକିଆ ଓଡ଼ିଆଇ ସିରିଜ ୨-୧ରେ ବିଜୟୀ ... -
କ୍ୟାବିନେଟ୍ ନିଷ୍ପତ୍ତି, ତ୍ରିପଲ ତଲାକ୍ ପାଇଁ ୩ ବର୍ଷ ଜେଲ୍
ଭୁବନେଶ୍ୱର,୧୫ ଡ଼ିସେମ୍ବର: ତ୍ରିପଲ୍ ତଲାକ୍ ଅସାମ୍ବିଧାନିକ ବୋଲି ଗତ ଅଗଷ୍ଟ ମାସରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ କୋର୍ଟ) ରାୟ ଦେଇ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିବା ବେଳେ କେନ୍ଦ୍ର କ୍ୟାବିନେଟ୍ ଏହାକୁ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS