Breaking News
-
ଶେଷରେ ବିରୋଧୀଙ୍କ ମନ ଜିଣିଲା ବିଜେଡ଼ି…
– ପ୍ରସାଦ ରାଓ – ଭୁବନେଶ୍ୱର,୧୫ ଡ଼ିସେମ୍ବର: ଶେଷରେ ବିରୋଧୀଙ୍କ ମନ ଜିଣିବାକୁ ସକ୍ଷମ ହୋଇଛି ବିଜୁ ଜନତା ଦଳ (ବିଜେଡ଼ି) । ଗୁରୁବାର ଦିନ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବଶେନକୁ ଅନିର୍ଦ୍ଦିଷ୍ଟକାଳ ... -
ପୁରୀ ଶ୍ରୀମନ୍ଦିର ଉପରେ ଶକ୍ତିଶାଳୀ କ୍ୟାମେରା ସଂଯୁକ୍ତ ‘ଦ୍ରୋନ୍’ ଉଡାଇ ଚାରି ରୁଷିୟ ପର୍ଯ୍ୟଟକ ଅଟକ !
ପୁରୀରୁ ସ୍ମିତାଲି ସ୍ମୃତି ସ୍ନିଗ୍ଧା, ୧୪ଡ଼ିସେମ୍ବର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଶକ୍ତିଶାଳୀ କ୍ୟାମେରା ସଂଯୁକ୍ତ ଏକ ‘ଦ୍ରୋନ୍’ ଉଡାଇ ଚାରି ଜଣ ରୁଷିୟ ପର୍ଯ୍ୟଟକ ସିଂହଦ୍ୱାର ଥାନା ପୁଲିସ ଦ୍ୱାରା ... -
ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକରେ ଭରତର ଚିତ୍ତାକର୍ଷକ ବିଜୟ, ୧୪୧ ରନ୍ ରେ ଶ୍ରୀଲଙ୍କା ହାରିଲା
ମୋହାଲି, ୧୪ ଡ଼ିସେମ୍ବର: ମୋହାଲିଠାରେ ବୁଧବାର ଅନୁଷ୍ଠିତ ଭାରତ-ଶ୍ରୀ ଲଙ୍କା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ରେ ଭାରତ ୧୪୧ ରନ୍ ରେ ଶ୍ରୀଲଙ୍କା ଟିମ୍ କୁ ପରାଜିତ କରି ତିନିଟିକିଆ ସିରିଜ୍ ... -
ଗୁଜରାଟ ନିର୍ବାଚନ ପ୍ରଚାର ଶେଷ, ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅହମ୍ମଦାବାଦ, ୧୩ ଡ଼ିସେମ୍ବର: ଗୁଜରାଟ ବିଧାନସଭା ପାଇଁ ଦ୍ୱିତୀୟ ଓ ଶେଷ ପର୍ଯ୍ୟାୟ ଭୋଟ ୧୪ ତାରିଖ ଦିନ ହେବାକୁ ଯାଉଛି । ୨୪ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେବାକୁ ନିୟମ ... -
ମହାନଦୀ ଟି୍ବ୍ୟୁନାଲ ଗଠନ ପାଇଁ ପୁଣିଥରେ ମୋଦୀଙ୍କୁ ଚିଠି ଲେଖିିଲେ ନବୀନ
ଭୁବନେଶ୍ୱର, ୧୩ ଡ଼ିସେମ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ପୁଣି ଥରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଛତିଶଗଡ଼ ସହ ମହାନଦୀ ଜଳ ବିବାଦର ସମାଧାନ ପାଇଁ ... -
ମା’ନଦୀ ପାଇଁ ଆବେଗ…
– ପ୍ରସାଦ ରାଓ – ନୂଆଦିଲ୍ଲୀ, ୧୨ ଡ଼ିସେମ୍ବର: ଆଜିର ସମାଜରେ ଜନ୍ମ କରିଥିବା ମା’ ପ୍ରତି ସହାନୁଭୂତି ରଖୁ ନ ଥିବା ମଣିଷ ମହାନଦୀକୁ ନେଇ ଉଦବିଗ୍ନ ହେବ, ସେ ଆଶା ... -
ଶେଷରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ଗଲେ
ଭାରତୀୟ କ୍ରିକେଟ୍ ଟିମ୍ ର କ୍ୟାପଟେନ୍ ବିରାଟ କୋହଲୀ ଓ ବଲିଉଡ୍ ନାୟିକା ଅନୁଷ୍କା ଶର୍ମାଙ୍କ ପ୍ରେମ୍ କାହାଣୀ ଉଭୟ ଭାରତୀୟ କ୍ରିକେଟ୍ ଓ ଫିଲ୍ମ ଜଗତରେ ବେଶ୍ ଚର୍ଚ୍ଚାରେ ଥିଲା । ... -
ରାହୁଲ ହେଲେ ଏଆଇସିସି ସଭାପତି, ୧୬ରେ ଦାୟିତ୍ୱ ନେବେ
ନୂଆଦିଲ୍ଲୀ, ୧୧ ଡ଼ିସେମ୍ବର: ଦେଶର ୧୩୨ ବର୍ଷ ପୁରୁଣା କଂଗ୍ରେସ ଦଳରେ ନେତୃତ୍ୱ ପରିବର୍ତନ ହୋଇଛି । ଏଆଇସିସି ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ସୋମବାର ଦିନ ଦଳର ସଭାପତି ଭାବେ ଘୋଷଣା କରାଯାଇଛି ... -
ପୂର୍ବତନ ଆସିକା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ପୋଲାଇ ଗିରଫ, ରବି ନାହାକକୁ ହତ୍ୟା ପାଇଁ ସୁପାରୀ ଦେଇଥିଲେ
ଭୁବନେଶ୍ୱର, ୧୧ ଡ଼ିସେମ୍ବର (ମୋଅନୁଭବ ମିଡ଼ିଆ): ମଦ ବେପାରକୁ ନେଇ ଶତୃତା । ଶତୃତାକୁ ନେଇ ନଭେମ୍ବର ୬ ତାରିଖ ରାତିରେ ଆସିକାର କରଂଜେଇ ମନ୍ଦିର ନିକଟରେ ଘଟିଥିଲା ପ୍ରତାପ ପୋଲାଇ ହତ୍ୟାକାଣ୍ଡ ... -
ହକି ବିଶ୍ୱ ଲିଗ୍ ଫାଇନାଲ: ଆର୍ଜେଂଟିନାକୁ ହରାଇ ଅଷ୍ଟ୍ରେଲିଆ ଟାଇଟଲ୍ ବିଜେତା
ଭୁବନେଶ୍ୱର, ୧୧ ଡ଼ିସେମ୍ବର (ମୋଅନୁଭବ ମିଡ଼ିଆ): କଳିଙ୍ଗ ଷ୍ଟାଡ଼ିୟମରେ ଚାଲି ଥିବା ହକି ବିଶ୍ୱ ଲିଗ୍ ଫାଇନାଲ୍ -୨୦୧୭ରେ ରବିବାର ଦିନ ଆର୍ଜେଂଟିନାକୁ ୨-୧ ଗୋଲ୍ରେ ହରାଇ ଅଷ୍ଟ୍ରେଲିଆ ଟାଇଟଲ୍ ବିଜୟୀ ହୋଇଛି ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS