Breaking News
-
ଚାଷୀଙ୍କ ସମସ୍ୟା ଓ ଧାନର ସହାୟକ ମୂଲ୍ୟ ଉପରେ ଆଲୋଚନା ଦାବିରେ ହାଙ୍ଗାମା ପରେ ଗୃହ କମିଟି ବୈଠକ
ଭୁବନେଶ୍ୱର,୩୦ନଭେମ୍ବର: ଚାଷୀ ଆତ୍ମହତ୍ୟା ଓ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବା ବିଷୟକୁ ନେଇ ବୁଧବାର ଦ୍ୱିତୀୟ ଦିନ ପାଇଁ ରାଜ୍ୟ ବିଧାନ ସଭାର ଶୀତକାଳୀନ ଅଧିବେଶନରେ ହାଙ୍ଗାମା ହୋଇ ଅଚଳାବସ୍ଥା ... -
କଟକ ବଡ଼ ମେଡ଼ିକାଲରେ କ୍ଲୋରିନ୍ ଗ୍ୟାସ୍ ଲିକ୍,୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ଜଣ ହସପିଟାଲରେ ଚିକିତ୍ସାଧୀନ
କଟକ,୩୦ନଭେମ୍ବର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସପିଟାଲ ପରିସରରେ ବୁଧବାର ଦିନ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇ ୪୭ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ପ୍ରାଥମିକ ... -
ତଥାପି, ସିବଆଇ ପ୍ରତି ସାଧାରଣ ଜନତାରେ ଭରସା ତୁଟିନି…
– ପ୍ରସାଦ ରାଓ – ଭୁବନେଶ୍ୱର, ୨୯ ନଭେମ୍ବର: ଠିକ୍ ଚାରି ବର୍ଷ ତଳେ ଘଟିଥିବା ଏକ ଜଘନ୍ୟ ହତ୍ୟା ଘଟଣା ପୁନର୍ବାର ଚର୍ଚ୍ଚାକୁ ଆସିଛି । ହତ୍ୟାକାରୀଙ୍କୁ ଧରିବାରେ ତଦନ୍ତକାରୀ ସଂସ୍ଥାର ... -
Modi, Ivanka attend dinner at Falaknuma Palace
Prime Minister Narendra Modi and Ivanka Trump, United States President Donald Trump’s daughter and presidential adviser, attended a gala dinner at the Falaknuma Palace ... -
ନୂଆଦିଲ୍ଲୀରେ ଆନ୍ତଃରାଜ୍ୟ ପରିଷଦ ବୈଠକ: ନବୀନ ଉଠାଇଲେ ମହାନଦୀ, ପୋଲାଭରମ ଓ ଧାନର ଲାଭଜନକ ଦର ପ୍ରସଙ୍ଗ
ନୂଆଦିଲ୍ଲୀ, ୨୬ ନଭେମ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆନ୍ତଃରାଜ୍ୟ ପରିଷଦ ବୈଠକରେ ଯୋଗ ଦେଇ ମହାନଦୀ, ପୋଲାଭରମ ଓ ଚାଷୀଙ୍କୁ ଧାନର ଲାଭଜନକ ଦର ମିଳିବା ପ୍ରସଙ୍ଗ ... -
ହନୁମାନଙ୍କ ମନ୍ଦିର ଓ ମୁର୍ତୀ ମାଟିରେ ଲୋଟିଲା
ବ୍ରହ୍ମପୁର, ୨୫ ନଭେମ୍ବର: ବ୍ରହ୍ମପୁର ସହରର ମଧ୍ୟଭାଗରେ ଥିବା ଗୋଟିଏ ହନୁମାନ ମନ୍ଦିରକୁ ପ୍ରଶାସନ ମାଟିରେ ମିଶାଇ ଦେଇଛନ୍ତି । ଜବରଦଖଲ ଉଚ୍ଛେଦ ନା’ରେ ମନ୍ଦିରରେ ବୁଲ୍ଡୋଜର ଲଗାଇ ଦିଆଯାଇଛି । ବହୁ ... -
ନରେନ୍ଦ୍ର ସରୋରରେ ବୁଡ଼ି ତିନି ନାବାଳକଙ୍କ ମୃତ୍ୟୁ
କୋରାପୁଟ,୨୫ ନଭେମ୍ବର: କୋରାପୁଟର ନରେନ୍ଦ୍ର ସରୋବରରେ ବୁଡ଼ ତିନି ଜଣ ନାବାଳକ ପ୍ରାଣ ହରାଇଛନ୍ତି । ଶୁକ୍ରବାର ଅପରାହ୍ନରେ ସେମାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସେମାନେ ଏକ ସାମାଜିକ ଉତ୍ସବ ... -
ପୁରୀ ଭିଆଇପି ଅଂଚଳରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ଥିବା ‘ପାଜେରୋ’ଟି କାହାର !
ପୁରୀ,୨୪ ନଭେମ୍ବର(ସ୍ମିତାଲି ସ୍ମୃତି ସ୍ନିଗ୍ଧା): ପୁରୀ ସହରର ଭିଆଇପି ଅଂଚଳରେ ଥିବା ‘ଅନନ୍ୟା ରିସର୍ଟସ୍’ ନିକଟରେ ମାସେରୁ ଅଧିକ ସମୟ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଗୋଟିଏ ‘ପାଜେରୋ’ ଗାଡି । ... -
ଆନ୍ନା ଫୁଙ୍କିଲେ ଅହିଂସାର ମନ୍ତ୍ର, କହିଲେ ଦେଶ ପାଇଁ ଜେଲ ଯିବା ଗୌରବର ବିଷୟ
ଭୁବନେଶ୍ୱର, ୨୩ ନଭେମ୍ବର: ଦେଶରେ ଦୁର୍ନୀତି ବିରୋଧୀ ଆନେ୍ଦାଳନର ମୁଖ୍ୟ ପୁରୋଧା ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଓଡ଼ିଶା ଚାଷୀଙ୍କ କାନରେ ଅହିଂସାର ମନ୍ତ୍ର ଫୁଙ୍କିଛନ୍ତି । ଜାତିର ପିତା ମହାତ୍ମା ... -
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷି ବିରୋଧୀ – ଆନ୍ନା ହଜାରେ
ଭୁବନେଶ୍ୱର,୨୩ ନଭେମ୍ବର: ଗାନ୍ଧିବାଦୀ ନେତା ତଥା ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ଦିନ ଏଠାରେ ପହଂଚିବା ପରେ ଜାତୀୟ ସ୍ତରରେ ସେ ଚାଷିଙ୍କ ସମସ୍ୟାକୁ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS