Blog
-
ପେଗାସସ୍ ମାମଲାରେ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ, ଦଶ ଦିନ ପରେ ଶୁଣାଣୀ
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୧୭ ‘ପେଗାସସ୍’ ଗୁଇନ୍ଦାଗିରିର ସ୍ୱାଧୀନ ତଦନ୍ତ ନିର୍ଦେଶ ଦିଆଯିବା ଦାବିରେ ସୁପ୍ରିମ କୋର୍ଟରେ ଆଗତ ଏକାଧିକ ଜନସ୍ୱାର୍ଥ ମାମଲା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ... -
ପେଗାସସ୍ ମାମଲା: ବିସ୍ତୃତ ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୧୬ ଦେଶରେ ବ୍ୟକ୍ତିବିଶେଷଙ୍କ ଗୁଇନ୍ଦାଗିରି ପାଇଁ ଇସ୍ରାଏଲୀ ସ୍ପାଏୱେର୍ ‘ପେଗାସସ୍’ର ବ୍ୟବହାର ହୋଇଛି କି ନାହିଁ, ସରକାର ଏକ ବିସ୍ତୃତ ସତ୍ୟପାଠ ମାଧ୍ୟମରେ ସୁପ୍ରିମ କୋର୍ଟରେ ତାହାର ଉତ୍ତର ରଖିବାକୁ ... -
ବ୍ୟବସ୍ଥାକୁ ତର୍ଜମା କରିବା ସମୟ ଆସିଛି… !
ପ୍ରସାଦ ରାଓ ଅଗଷ୍ଟ ୧୪ ଆସନ୍ତା କାଲି ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଦେଶ ବ୍ରିଟିଶ ଶାସକଙ୍କ ହାତରୁ ମୁକ୍ତିପାଇ ସଗର୍ବେ ... -
ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ମାଡ଼ ମାମଲାରୁ କେଜରିୱାଲ, ସିସୋଦିଆ ଖଲାସ
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୧୧ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ୨୦୧୮ ଫେବୃୟାରୀ ୧୯ ଓ ୨୦ ତାରିଖ ମଧ୍ୟରାତ୍ରୀରେ ତତ୍କାଳୀନ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ... -
‘ପେଗାସସ୍’ ଗୁଇନ୍ଦାଗିରି ନେଇ ପିଆଇଏଲ: ଅଗଷ୍ଟ ୧୬ରେ ହେବ ଶୁଣାଣୀ
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୧୦ ଇସ୍ରାଏଲୀ ସଂସ୍ଥା ‘ଏନଏସଓ’ ଦ୍ୱାରା ପ୍ରସ୍ତୁତ ମିଲିଟାରୀ ଗ୍ରେଡ୍ ସ୍ପାଏୱେର ‘ପେଗାସସ୍’ର ବ୍ୟବହାର କରାଯାଇ ଦେଶର ୩୦୦ ରାଜନେତା, ସାମାଜିକ କାର୍ଯ୍ୟକର୍ତ୍ତା, ବିଭିନ୍ନ ସାମ୍ବିଧାନିକ ଅନୁଷ୍ଠାନର ଅଧିକାରୀ, ସାମ୍ବାଦିକ ... -
ହିନ୍ଦୁସ୍ତାନରେ ରହିବାକୁ ହେଲେ ‘ଜୟ ଶ୍ରୀରାମ’ କହିବାକୁ ପଡିବ !
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୦୯ ଦେଶରେ ସାଂପ୍ରଦାୟିକତାର ସ୍ୱର କେତେଦୂର ତୀକ୍ଷ୍ଣ ହେଲାଣି ତାହା ରବିବାର ଦିଲ୍ଲୀରେ ଅନୁଷ୍ଠିତ ଏକ ର୍ୟାଲିରୁ ସ୍ପଷ୍ଟ ହୋଉଛି । ରାଜଧାନୀର ହୃଦସ୍ଥଳ ‘ଯନ୍ତର ମନ୍ତର’ ଠାରେ ଏହି ... -
ସିଜେଆଇଙ୍କ କ୍ଷେଦୋକ୍ତି ପରେ ସିବିଆଇ ତତ୍ପର !
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୦୮ ଜୁଲାଇ ୨୮ ତାରିଖ ପ୍ରାତଃକାଳରେ ଝାଡ଼ଖଣ୍ଡ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ (୪୯)ଙ୍କୁ ଅଟୋ ଚକା ତଳେ ଦଳି ହତ୍ୟା କରାଯିବା ଘଟଣାରେ ସିବିଆଇ ତଦନ୍ତରେ ଅଗ୍ରଗତି ଘଟୁ ... -
ଜନସନ୍ ଏଣ୍ଡ୍ ଜନସନ୍ ଟିକାକୁ ଭାରତର ଅନୁମତି
ନୂଆଦିଲ୍ଲୀ ଅଗଷ୍ଟ ୦୭ ଆମେରିକାର ଫାର୍ମାସ୍ୟୁଟିକାଲ କଂପାନୀ ‘ଜନସନ୍ ଏଣ୍ଡ୍ ଜନସନ୍’ ପକ୍ଷରୁ ପ୍ରସ୍ତୁତ ସିଂଗିଲ ଡ଼ୋଜ୍ କୋଭିଡ଼ ଭ୍ୟାକ୍ସିନକୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଆଜି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ର ... -
ମୁମ୍ବାଇ ହାଇକୋର୍ଟରେ ଜାମିନ ଆବେଦନ ଖାରଜ ପରେ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଲା
ପ୍ରସାଦ ରାଓ ମୁମ୍ବାଇ ଅଗଷ୍ଟ ୦୭ ଅଶ୍ଲୀଳ ଭିଡ଼ିଓ ପ୍ରସ୍ତୁତ କରି ଆପ୍ ମାଧ୍ୟମରେ ତାହାର ବ୍ୟବସାୟ କରିବା ଅଭିଯୋଗରେ ଅଭିଯୁକ୍ତ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଆଜି ମୁମ୍ବାଇ ହାଇକୋର୍ଟରେ ଖାରଜ ହୋଇଯାଇଛି । ... -
ମହିଳା ହକିରେ ଭାରତର ପରାଜୟ ନେଇ ଅଧିନାୟିକା ରାନୀ ରାମପାଲ ଦୁଃଖି
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୦୬ ଟୋକିଓ ଅଲମ୍ପିକ୍ସ ମହିଳା ହକିରେ ବ୍ରୋଂଜ୍ ପଦକ ପାଇଁ ଗେଟ୍ ବ୍ରିଟେନ ସହ ଲଢୁଆ ଖେଳ ଖେଳି ୪-୩ ଗୋଲରେ ହାରି ଥିବା ଭାରତୀୟ ମହିଳା ହକି ଦଳ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS