Blog
-
ବାଇକ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
ବାଲିଗୁଡା, ୨୦ ଜାନୁୟାରୀ: ଶୁକ୍ରବାର ସନ୍ଧ୍ୟା ୫ଟା ୪୫ ମିନିଟରେ ମାରଖମ ନିକଟସ୍ଥ କୁମ୍ଭାରସାହିରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତିନି ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ... -
‘ଅଫିସ୍ ଅଫ୍ ପ୍ରଫିଟ୍’: ୨୦ ‘ଆପ୍’ ବିଧାୟକଙ୍କୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ କମିସନ
ନୂଆଦିଲ୍ଲୀ, ୧୯ ଜାନୁୟାରୀ: ବିଧାୟକ ଥାଇ ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନ୍ୟ ଲାଭଜନକ ପଦବୀରେ ନିଯୁକ୍ତି ପାଇଥିବା ୨୦ ଜଣ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକଙ୍କୁ ‘ଅଯୋଗ୍ୟ’ ଘୋଷଣା କରାଯିବା ସକାଶେ ନିର୍ବାଚନ କମିସନ୍ ... -
ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫେବୃୟାରୀରେ
ନୂଆଦିଲ୍ଲୀ, ୧୯ ଜାନୁୟାରୀ: ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ୍ ରାଜ୍ୟ ବିଧାନସଭା ନିର୍ବାଚନ ଫେବୃୟାରୀରେ ହେବ । ମୁଖ୍ୟ ନିର୍ବାଚନ କମିସନର ଏ.କେ. ଜୋତି ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ... -
ଖାଜା ସାହି ଗେଟା ବସ୍ତିରେ ଅଗ୍ନିକାଣ୍ଡ, ୨୧ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ
ବ୍ରହ୍ମପୁର, ୧୯ ଜାନୁୟାରୀ: ୧୮ ତାରିଖ ମଧ୍ୟାହ୍ନରେ ବ୍ରହ୍ମପୁର ଖାଜା ସାହି ନିକଟସ୍ଥ ଗେଟା ବସ୍ତିରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୨୧ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ଚାରିଟି ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ... -
‘ପଦ୍ମାବତ୍’ର ପ୍ରଦର୍ଶନ ନିଷିଦ୍ଧ କରିବା ଅଗଣତାନ୍ତ୍ରୀକ – ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ, ୧୯ ଜାନୁୟାରୀ: ସଂଜୟ ଲୀଳା ବଂଶାଳୀଙ୍କ ବହୁ ଚର୍ଚ୍ଚିତ ବଲିଉଡ୍ ବ୍ଲକ୍ ବଷ୍ଟର୍ ‘ପଦ୍ମାବତ୍’ର ରିଲିଜ୍ ଉପରେ ନିଷେଧାଦେଶ ଜାରି କରିଥିବା ଛଅଟି ବିଜେପି ଶାସିତ ରାଜ୍ୟ ସରକାରଙ୍କୁ ଗୁରୁବାର ପ୍ରକାଶ ପାଇଥିବା ମାନ୍ୟବର ... -
‘ଯାତ୍ରା’ର ଯାତ୍ରା ସଂକଟରେ: କଳାକାରଙ୍କୁ ନ ଜଣାଇ ପାର୍ଟି ବନ୍ଦ କରିବାକୁ ମାଲିକଙ୍କ ଧମକ କାହା ସ୍ୱାର୍ଥରେ ?
ଭୁବନେଶ୍ୱର,୧୯ ଜାନୁୟାରୀ: ସାଧାରଣତଃ ଡ଼ିସେମ୍ବର ମାସରେ ଏକ୍ସ-ମାସ୍ ଛୁଟି ସରିବା ପରେ ପରୀକ୍ଷା ଋତୁ ଆରମ୍ଭ ହୋଇଯାଏ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ପାଠ ପଢା ବାତାବରଣକୁ ... -
୨୦୧୭ରେ ଏକ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ଓଡ଼ିଶା
ଭୁବନେଶ୍ୱର, ୧୮ଜାନୁୟାରୀ: ୨୦୧୭ରେ ଏକ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ଓଡ଼ିଶା । ତେବେ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ନଭେମ୍ବର ପର୍ଯ୍ୟନ୍ତ ହିସାବ ସାରିଛି । ଡ଼ିସେମ୍ବର ମାସର ହିସାବ ଚାଲିଛି । ... -
ଚତୁଃ ରାଷ୍ଟ୍ରୀୟ ପୁରୁଷ ହକି, ଜାପାନକୁ ୬-୦ରେ ପରାଜିତ କଲା ଭାରତ
ତାଉରାଙ୍ଗା(ନ୍ୟୁଜିଲ୍ୟାଣ୍ଡ), ୧୮ ଜାନୁୟାରୀ: ଏଠାରେ ଆରମ୍ଭ ହୋଇଥିବା ଚତୁଃ ରାଷ୍ଟ୍ରୀୟ ପୁରୁଷ ହକି ଇନଭିଟେସନାଲ୍ ଟୁର୍ଣ୍ଣାମେଂଟରେ ବୁଧବାର ଭାରତ ଜାପାନକୁ ୬-୦ ଗୋଲରେ ପରାଜିତ କରି ପ୍ରଥମ ବିଜୟ ହାସଲ କରିଛି । ଭାରତର ରୁପିନ୍ଦର ... -
ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି, ୨୦୧୭ରେ ୧୦ ନିୟୁତ ଟପିଲା
ନୂଆଦିଲ୍ଲୀ, ୧୮ ଜାନୁୟାରୀ: ୨୦୧୭ରେ ଭାରତକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ନିୟୁତ ଟପିଛି । ୨୦୧୬ ତୁଳନାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ । ଗଲା ବର୍ଷ ଦେଶ ଏ ବାବଦରେ ୨୭ ...

















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS