Blog
-
୨୦୦୨ ଗୁଜରାଟ ଦଙ୍ଗା: ଏସଆଇଟି ତଦନ୍ତ ଥିଲା ଉପର ଠାଉରିଆ ?
ନୂଆଦିଲ୍ଲୀ ନଭେମ୍ବର ୧୦ ୨୦୦୨ରେ ଘଟି ଥିବା ଗୁଜରାଟ ଦଙ୍ଗାକୁ ନେଇ ଏସଆଇଟି ତଦନ୍ତ ଥିଲା ଉପର ଠାଉରିଆ । ତଦନ୍ତକାରୀ ଦଳ ଦଙ୍ଗା ପଛରେ କେଉଁମାନଙ୍କ ହାତ ଅଛି ତାହାର ଯଥେଷ୍ଟ ପ୍ରମାଣ ପାଇ ... -
ଦିଲ୍ଲୀରେ ବିଜେପି ଜାତୀୟ କାର୍ଯ୍ୟକାରୀଣୀ ବୈଠକ
ନୂଆଦିଲ୍ଲୀ ନଭେମ୍ବର ୦୭ ଆଜି ଦିଲ୍ଲୀର ଏନଡିଏମସି କନ୍ଭେନସନ୍ ସେଂଟରରେ ଚାଲିଛି ବିଜେପିର ଜାତୀୟ କାର୍ଯ୍ୟକାରୀଣୀ ବୈଠକ । ବିଜେପି ରାଷ୍ଟ୍ରୀୟ ସଭାପତି ଡକ୍ଟର ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ... -
ଗୁଲଜାରଙ୍କ ପ୍ରତି ଶିକ୍ଷା ମନ୍ତ୍ରଣାଳୟ ଏତେ ଉଦାସୀନ କାହିଁକି ?
ପ୍ରୟାଗରାଜ ନଭେମ୍ବର ୦୭ ଭାରତୀୟ ଚଳଚ୍ଚିତ୍ର ଜଗତରେ ଅତି ପରିଚିତ ନାମ ହେଉଛନ୍ତି ପ୍ରଖ୍ୟାତ କବି, ଲେଖକ, ଲିରିସିଷ୍ଟ୍, ସ୍କ୍ରିନ୍ ପ୍ଲେ ରାଇଟର୍ ତଥା ଚଳଚ୍ଚିତ୍ର ନିର୍ଦେଶକ ଗୁଲଜାର । ୧୯୩୬ ମସିହା ଅଗଷ୍ଟ ୧୮ ... -
ସମୀର ୱାଂଖଡେଙ୍କୁ ବମ୍ବେ ହାଇକୋର୍ଟର ସୁରକ୍ଷା
ପ୍ରସାଦ ରାଓ ମୁମ୍ବାଇ ଅକ୍ଟୋବର ୨୮ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁତ୍ର ଆର୍ଯ୍ୟନ ଖାନଙ୍କୁ ଗିରଫ କରି ମହାରାଷ୍ଟ୍ର ସରକାରଙ୍କ କୋପ ଦୃଷ୍ଟିରେ ଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଆଂଚଳିକ ... -
ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣୀ ସରିନି, କାଲି ମଧ୍ୟ ଶୁଣାଣୀ ହେବ
ପ୍ରସାଦ ରାଓ ମୁମ୍ବାଇ ଅକ୍ଟୋବର ୨୭ ୟୁପିର ଲକ୍ଷ୍ମୀପୁର ଖେରି ଘଟଣା ଭଳି ମୁମ୍ବାଇ-ଗୋଆ କ୍ରୁଜରୁ ବଲିଉଡ଼ ଅଭିନେତା ଶାହାରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଖାନ ଗିରଫ ଘଟଣା ୨୦୨୧ ଅକ୍ଟୋବରର ସବୁଠାରୁ ବଡ଼ ବିବାଦୀୟ ... -
ଭାରତରେ ନିରାଶା, ପାକିସ୍ତାନରେ ଉତ୍ସବ !
ପ୍ରସାଦ ରାଓ ଅକ୍ଟୋବର ୨୫ ରବିବାର ରାତିରେ ଦୁବାଇରେ ଅନୁଷ୍ଠିତ ଭାରତ-ପାକିସ୍ତାନ ଆଇସିସି ୨୦-୨୦ ପୁରୁଷ ବିଶ୍ୱକପ୍ ମ୍ୟାଚରେ ଭାରତର ପରାଜୟ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଥିବା ବେଳେ ପାକିସ୍ତାନରେ ଉତ୍ସବର ମାହୋଲ ଦେଖିବାକୁ ... -
କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଡ଼େଙ୍ଗୁ !
ଲକ୍ଷ୍ନୌ ଅକ୍ଟୋବର ୨୪ ଗତ ଅକ୍ଟୋବର ୩ ତାରିଖ ଦିନ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଘଟି ଥିବା ଚାଷୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ... -
ପ୍ରଦୀପ ମାଝୀ କହିଲେ – ସେ ବିଜେଡ଼ିକୁ ଯାଉଛନ୍ତି
ପ୍ରସାଦ ରାଓ ଭୁବନେଶ୍ୱର ଅକ୍ଟୋବର ୨୪ ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅତିଶୀଘ୍ର ନିଜ ସମର୍ଥକଙ୍କ ସହ ବିଜେଡ଼ିରେ ଯୋଗ ଦେଉଥିବା ଆଜି ଘୋଷଣା କରିଛନ୍ତି । ଗତ ୨୨ ତାରିଖ ... -
ମୁଖ୍ୟମନ୍ତ୍ରୀ ନୀରବ କାହିଁକି ?
ପ୍ରସାଦ ରାଓ ଭୁବନେଶ୍ୱର ଅକ୍ଟୋବର ୨୩ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନୃଶଂସ ହତ୍ୟା ଘଟଣା ଗଲା କିଛି ଦିନ ହେଲା ଓଡ଼ିଶା ରାଜନୀତିକୁ ଅଶାନ୍ତ କରି ଥିବା ... -
‘ହିନ୍ଦି ଫିଲ୍ମ ଇଂଡଷ୍ଟ୍ରୀ ‘ହାଇ ପ୍ରୋଫାଇଲ୍’, ତେଣୁ ତାହାର ମୂଲ୍ୟ ଦେବାକୁ ପଡୁଛି’
ପ୍ରସାଦ ରାଓ ଅକ୍ଟୋବର ୨୦ ହିନ୍ଦି ଫିଲ୍ମ ଇଂଡଷ୍ଟ୍ରୀ ‘ହାଇ ପ୍ରୋଫାଇଲ୍’ । ତେଣୁ, ତାହାର ମୂଲ୍ୟ ଦେବାକୁ ପଡୁଛି ବୋଲି ପ୍ରଖ୍ୟାତ ଲେଖକ ତଥା ଲିରିସିଷ୍ଟ୍ ଜାଭେଦ୍ ଅଖତାରଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS