Editor’s story
-
ନୀତି ଆୟୋଗ ବୈଠକ ବର୍ଜନ କଲେ ଆଠ ଜଣ ମୁଖ୍ୟମନ୍ତ୍ରୀ
ପ୍ରସାଦ ରାଓ ନୂଆଦିଲ୍ଲୀ ମେ’ ୨୭ ଆଜି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ବିକାଶ ଭାରତ-୨୦୪୭: ରୋଲ୍ ଅଫ୍ ଟିମ୍ ଇଂଡିଆ’ ଶୀର୍ଷକ ନୀତି ଆୟୋଗର ଅଷ୍ଟମ ଗଭର୍ଣ୍ଣିଂ କାଉନସିଲ୍ ... -
ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବାକୁ ସ୍ଲିପ୍ ବା ପରିଚୟପତ୍ରର ଆବଶ୍ୟକତା ନାହିଁ: ଏସବିଆଇ
ପ୍ରସାଦ ରାଓ ମେ’ ୨୧ କେନ୍ଦ୍ର ସରକାର ଆଉ ଦୁଇ ହଜାର ଟଙ୍କିଆ ନୋଟ ଛାପିବେ ନାହିଁ । ବଜାରରେ ଥିବା ସମସ୍ତ ଦୁଇ ହଜାର ଟଙ୍କିଆ ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ... -
ଦିଲ୍ଲୀରେ ଏଲଜିଙ୍କ କ୍ଷମତାକୁ ନେଇ ପୁଣି ଥରେ ଟକାରି ଟକରି ଆରମ୍ଭ !
ପ୍ରସାଦ ରାଓ ମେ’ ୨୦ ପୁଲିସ, ଆଇନ ଶୃଙ୍ଖଳା ଓ ଜମିଜମା ପରିଚାଳନା ବ୍ୟବସ୍ଥା ବ୍ୟତୀତ ଦିଲ୍ଲୀର ଅନ୍ୟ ସମସ୍ତ ପ୍ରଶାସନିକ ବ୍ୟବସ୍ଥା ରାଜ୍ୟର ନିର୍ବାଚିତ ସରକାରଙ୍କ ଦ୍ୱାରା ପରିଚାଳିତ ହେବ । ... -
କର୍ଣ୍ଣାଟକ: ସିଦ୍ଧରାମାୟା ସରକାର ଶପଥ ନେଲେ, ଦୁର୍ନୀତିମୁକ୍ତ ସରକାର ଦେବାକୁ ରାହୁଲଙ୍କ ଘୋଷଣା
ପ୍ରସାଦ ରାଓ ମେ’ ୨୦ ଆଜି ବେଂଗାଲୁରୁର କାନ୍ତେରାଭା ଷ୍ଟାଡିୟମରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା, ଉପ ମୁଖ୍ୟମନ୍ତ୍ରୀ ଡି.କେ.ଶିବ କୁମାରଙ୍କ ସହ ଆଠ ଜଣ ମନ୍ତ୍ରୀ ... -
ବିଦା ହେଲେ କିରଣ ରିଜ୍ଜୁ, ମେଘୱାଲ ହେଲେ ଆଇନ ମନ୍ତ୍ରୀ
ପ୍ରସାଦ ରାଓ ମେ’ ୧୮ ଅରୁଣାଚଳ ପ୍ରଦେଶରୁ ତିନି ଥର ଲୋକସଭାକୁ ନିର୍ବାଚିତ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ଆଜି ଆଇନ ମନ୍ତ୍ରଣାଳୟରୁ ହଟାଇ ଦିଆଯାଇ ଭୂ-ବିଜ୍ଞାନ ... -
ବିଚାର ବିଭାଗୀୟ ଅଧିକାରୀଙ୍କ ପଦୋନ୍ନତି ଉପରେ ରୋକ୍, ଜୁଲାଇରେ ଶୁଣାଣୀ କରିବାକୁ ସୁପ୍ରିମ କୋର୍ଟ ରାଜି
ପ୍ରସାଦ ରାଓ ମେ’ ୧୬ ଗୁଜରାଟର ୬୮ ଜଣ ତଳିଆ ବିଚାର ବିଭାଗୀୟ ଅଧିକାରୀଙ୍କ ପଦୋନ୍ନତିରେ ଅନୁୟମିତତା ହୋଇଥିବା ଅଭିଯୋଗକୁ ବିଚାର କରି ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏମ.ଆର.ଶାହା (ଗତକାଲି ଅବସର ... -
ସିଦ୍ଧରାମାୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?
ପ୍ରସାଦ ରାଓ ମେ’ ୧୫ ଏଆଇସିସି କାହା ମୁଣ୍ଡରେ ସୁନା କଳସ ଢାଳିବ, କିଏ ହେବ କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ ? ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ନା କେପିସିସି ସଭାପତି ଡି.କେ.ଶିବ ... -
କର୍ଣ୍ଣାଟକାରେ କଂଗ୍ରେସର ବିପୁଳ ବିଜୟ, ମୁଖ୍ୟମନ୍ତ୍ରୀ କିଏ ହେବ – ସିଦ୍ଧରାମାୟା ନା ଶିବ କୁମାର ?
ପ୍ରସାଦ ରାଓ ୧୩ ମେ’ ମେ’ ୧୦ ତାରିଖରେ ସରିଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ବିଜେପି ପରାଜୟ ସ୍ୱୀକାର ... -
ଶୁକ୍ରବାର ରାତି, ଆଶା ଓ ଆଶଙ୍କାର ରାତି…
ପ୍ରସାଦ ରାଓ ୧୨ ମେ’ ରାତି ପାହିଲେ କର୍ଣ୍ଣାଟକା ବିଧାନସଭା ପାଇଁ ହୋଇଥିବା ଭୋଟର ଗଣତି ଓ ଫଳାଫଳ ପ୍ରକାଶ ପାଇବା ଆରମ୍ଭ ହେବ । ନିର୍ବାଚନରେ କିଏ ବିଜୟୀ ହେଲେ ଓ ... -
ସୁପ୍ରିମ କୋର୍ଟରେ ଦିଲ୍ଲୀ ସରକାରଙ୍କ ବିଜୟ
ପ୍ରସାଦ ରାଓ ୧୧ ମେ’ ଦିଲ୍ଲୀର ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦିଲ୍ଲୀ ଉପ ରାଜ୍ୟପାଳ (ଏଲଜି) ଓ ରାଜ୍ୟର ନିର୍ବାଚିତ ସରକାର ମଧ୍ୟରେ ଦୀର୍ଘ ଦିନ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS