Editor’s story
-
ଶରଦ ପାୱାରଙ୍କ ସାକ୍ଷାତକାର, ପ୍ରଧାନମନ୍ତ୍ରୀ ଓ କଂଗ୍ରେସ…
ପ୍ରସାଦ ରାଓ ଏପ୍ରିଲ ୦୯ ବିରୋଧୀ ଦଳମାନେ ଦୁର୍ନୀତିଗ୍ରସ୍ତ । ବେକ ପର୍ଯ୍ୟନ୍ତ ଦୁର୍ନୀତିରେ ବୁଡି ରହିଛନ୍ତି । ତେଣୁ, ସିବିଆଇ, ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଙ୍କ ଚଢାଉକୁ ଭୟ କରୁଛନ୍ତି । ... -
କୋଟିଆ ବିବାଦର ସମାଧାନ କେବେ ?
ପ୍ରସାଦ ରାଓ ଏପ୍ରିଲ ୦୭ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର ଏଜେନ୍ସୀ ଅଂଚଳ କୋଟିଆ ଗ୍ରାମପୁଂଜକୁ ନେଇ ଆନ୍ଧ୍ର-ଓଡ଼ିଶା ବିବାଦ ଜଟିଳ ହେବାରେ ଲାଗିଛି । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ... -
ସେସନ୍ସ କୋର୍ଟରେ ରାହୁଲ ଆବେଦନ କଲେ, ଏପ୍ରିଲ ୧୩ରେ ଶୁଣାଣୀ
ପ୍ରସାଦ ରାଓ ଏପ୍ରିଲ ୦୩ ସୁରଟର ଏକ ନିମ୍ନ ଅଦାଲତରେ ଏକ ଆପରାଧୀକ ମାନହାନୀ ମାମଲାରେ ଦଣ୍ଡିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଣ୍ଡାଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି ପାଇଁ ... -
ରାହୁଲ-କେଜରୀୱାଲ ଉଭୟେ ଏକା ଡଙ୍ଗାର ଯାତ୍ରୀ !
ପ୍ରସାଦ ରାଓ ଏପ୍ରିଲ ୦୨ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଦାନୀ-ହିଣ୍ଡେନବର୍ଗ ବିବାଦୀୟ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରୁଥିବା ବେଳେ ‘ଆମ୍ ଆଦମୀ ପାର୍ଟି’ ମୁଖ୍ୟ ଅରବିନ୍ଦ କେଜରୀୱାଲ ପ୍ରଧାନମନ୍ତ୍ରୀଙ୍କ ... -
୨୦୨୩ରେ କର୍ଣ୍ଣାଟକରେ କଂଗ୍ରେସ ସରକାର ?
ପ୍ରସାଦ ରାଓ ମାର୍ଚ୍ଚ ୩୦ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଗତକାଲି ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରୁ କରୁ ଆସନ୍ତା ନିର୍ବାଚନରେ କେଉଁ ଦଳର ବିଜୟ ସମ୍ଭାବନା ଅଧିକ ରହିଛି, ... -
‘ଆପ୍’ର ଜାତୀୟ ଦଳ ମାନ୍ୟତା ସମୀକ୍ଷାରେ, ମେ’ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ
ପ୍ରସାଦ ରାଓ ମାର୍ଚ୍ଚ ୨୯ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ (ଆପ୍)ର ଜାତୀୟ ଦଳ ମାନ୍ୟତା ପ୍ରସଙ୍ଗ ସମୀକ୍ଷାରେ ରହିଛି ବୋଲି ଭାରତୀୟ ନିର୍ବାଚନ ଆୟୁକ୍ତର ସିଇସି ରାଜୀବ ... -
କଂଗ୍ରେସ ଆଉ ‘ସାବରକର’ ପ୍ରସଙ୍ଗ ଉଠାଇବ ନାହିଁ
ପ୍ରସାଦ ରାଓ ମାର୍ଚ୍ଚ ୨୮ ‘ସେ ସାବରକର ନୁହନ୍ତି, ଗାନ୍ଧୀ’- କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ଏହି ଟିପ୍ପଣୀ ବିରୋଧୀ ଏକତା ପ୍ରତି ବିପଦ ସୃଷ୍ଟି କରିଥିଲା ... -
ଖାଲିସ୍ତାନୀ ଉଗ୍ରବାଦୀ ଅମ୍ରିତପାଲ ସିଂହ ନେପାଳ ପଳାଇଛି ?
ପ୍ରସାଦ ରାଓ ମାର୍ଚ୍ଚ ୨୮ ପଂଜାବ ପୁଲିସର ‘ମୋଷ୍ଟ୍ ୱାଂଟେଡ’ ତାଲିକାରେ ଥିବା ଖାଲିସ୍ତାନୀ ଉଗ୍ରବାଦର ପ୍ରଚାରକ ଅମ୍ରିତପାଲ ସିଂହ ବେଶ ବଦଳାଇ ଦିଲ୍ଲୀ ରାଜରାସ୍ତାରେ ବୁଲୁଥିବାର ଏକ ସିସିଟିଭି ଫୁଟେଜ୍ ପୁଲିସହାତରେ ... -
ବିରୋଧୀଙ୍କ ପରବର୍ତ୍ତୀ ରଣନୀତି କଣ ?
ପ୍ରସାଦ ରାଓ ମାର୍ଚ୍ଚ ୨୭ କଂଗ୍ରେସ ନେତା ରହୁଲ ଗାନ୍ଧୀଙ୍କୁ ସୁରଟର ଏକ ଅଦାଲତ ‘ମୋଦୀ ସାଂଗିଆ’ ମାନହାନୀ ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଲୋକସଭା ସଚିବାଳୟ ତାଙ୍କ ... -
ଆଇନ ଶୃଙ୍ଖଳା ଓ ୫-ଟି ମୁଖ୍ୟ ପ୍ରସଙ୍ଗ
ପ୍ରସାଦ ରାଓ ଭୁବନେଶ୍ୱର, ମାର୍ଚ୍ଚ ୨୩ ଚଳିତ ବିଧାନସଭାର ବଜେଟ ଅଧିବେଶନରେ ବିରୋଧୀ ଦୁଇଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଥିବା ଦେଖିବାକୁ ମିଳୁଛି । ଦୁଇଟି ଯାକ ପ୍ରସଙ୍ଗ ସ୍ପର୍ଶକାତର । ପ୍ରଥମଟି ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS