Author: Chief Editor
-
ପରବର୍ତ୍ତୀ ଆଦେଶ ଯାଏଁ ସ୍କୁଲ, ହସ୍ପିଟାଲ, ଥାନାରେ ନାଗରିକ ସ୍ୱେଚ୍ଛାସେବୀ ନିଯୁକ୍ତି ମନା
ପ୍ରସାଦ ରାଓ ଅକ୍ଟୋବର ୧୫ କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍ମର୍ମ ଓ ହତ୍ୟା କରାଯିବା ଘଟଣାର ତଦନ୍ତ କରୁଥିବା ସିବିଆଇ ଦୁଷ୍କର୍ମ ଓ ହତ୍ୟାରେ ଏକମାତ୍ର ... -
ବାବା ସିଦ୍ଦିକିଙ୍କ ପୁଅ ଜେସାନ ମଧ୍ୟ ବିଷ୍ଣୋଇ ଗ୍ୟାଂଗର ହିଟ୍ ଲିଷ୍ଟରେ ?
ପ୍ରସାଦ ରାଓ ଅକ୍ଟୋବର ୧୪ ଶନିବାର ରାତି ସାଢେ ୯ଟାରେ ମହାରାଷ୍ଟ୍ରର ଦବଙ୍ଗ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କଲେ ତିନି ଦୁର୍ବୁତ୍ତ । ହତ୍ୟାକାରୀଙ୍କ ମଧ୍ୟରୁ ଦୁଇ ଜଣ ଧରାପଡି ହାଜତରେ ... -
ଜେକେଏନସିର ତୃତୀୟ ପୀଢି ନେତା ହେଉଛନ୍ତି ଓମାର ଅବଦୁଲ୍ଲା
ପ୍ରସାଦ ରାଓ ଅକ୍ଟୋବର ୧୩ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଓମାର ଅବଦୁଲ୍ଲା ହେଉଛନ୍ତି ଜେକେଏନସିର ତୃତୀୟ ପୀଢିର ନେତା । ଓମାରଙ୍କ ପିତା ଡକ୍ଟର ଫାରୁକ ଅବଦୁଲ୍ଲା ଓ ଜେଜେବାପା ଶେଖ ... -
ଦଶହରାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା କଲେ ଦୁର୍ବୁତ୍ତ !
ପ୍ରସାଦ ରାଓ ଅକ୍ଟୋବର ୧୩ ଶନିବର ରାତି ପ୍ରାୟ ସାଢେ ୦୯ଟା ସମୟରେ ମୁମ୍ବାଇର ବାନ୍ଦ୍ରାରେ ଗୁଳି ଫୁଟିଛି । ଗୁଳି ମାଡରେ ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ତଥା ଏନସିପି (ଅଜିତ ପାୱାରା ... -
ରେଳ ଯାତ୍ରା ଆଉ ସୁରକ୍ଷିତ ରହି ନାହିଁ !
ପ୍ରସାଦ ରାଓ ଅକ୍ଟୋବର ୧୨ ‘ବସ୍ ଯାତ୍ରା ବିପଦପୂର୍ଣ୍ଣ, ରେଳ ଯାତ୍ରା ନିରାପଦ’ – ଏଭଳି ଏକ ଧାରଣା ଜନସାଧାରଣରେ ବର୍ଷ ବର୍ଷ ଧରି ରହି ଆସିଥିଲା । ଗଲା ଦୁଇ, ତିନି ... -
ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନ୍ଫରେନ୍ସକୁ ‘ଆପ୍’ର ସମର୍ଥନ
ପ୍ରସାଦ ରାଓ ଅକ୍ଟୋବର ୧୧ ଜମ୍ମୁ-କଶ୍ମୀରରେ ସରକାର କରିବାକୁ ଯାଉଥିବା ନ୍ୟାସନାଲ କନ୍ଫରେନ୍ସ (ଏନସି) ପ୍ରତି ଆମ୍ ଆଦମୀ ପାର୍ଟି (ଆପ୍) ସମର୍ଥନ ଘୋଷଣା କରିଛି । ଗତ ବିଧାନସଭା ନିର୍ବାଚନରେ ରାଜ୍ୟର ... -
ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ
ପ୍ରସାଦ ରାଓ ଅକ୍ଟୋବର ୧୧ ବିଶିଷ୍ଟ ଶିଳ୍ପପତି ଦିବଂଗତ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟା ଆଜି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ସାର ... -
କଂଗ୍ରେସ ପାଇଁ ଆତ୍ମଚିନ୍ତନ ସମୟ ଆସିଛି !
ପ୍ରସାଦ ରାଓ ଭୁବନେଶ୍ୱର ଅକ୍ଟୋବର ୦୯ ହରିୟାଣା ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ପାଇଁ ଆତ୍ମଚିନ୍ତନ ସମୟ ଆସିଛି । ଦଳ ବିରୋଧୀ ‘ଇଣ୍ଡି’ ମେଂଟ ସହଯୋଗୀଙ୍କୁ ସାଥିରେ ନନେଇ ଏକାକୀ ... -
ଓମାର ଅବଦୁଲ୍ଲା ହେବେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ
ପ୍ରସାଦ ରାଓ ଅକ୍ଟୋବର ୦୮ ଦଶ ବର୍ଷ ପରେ ଜମ୍ମୁ-କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନରେ ଜମ୍ମୁ-କଶ୍ମୀର ନ୍ୟାସନାଲ କନ୍ଫରେନ୍ସ (ଜେକେଏନସି)-କଂଗ୍ରେସ ମେଂଟ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛନ୍ତି । ରାଜ୍ୟର ୯୦ ... -
ନିର୍ବାଚନ ଫଳାଫଳ କାଲି, ହରିୟାଣାରେ କଂଗ୍ରେସ, ଜମ୍ମୁ-କଶ୍ମୀରରେ କିଏ ?
ପ୍ରସାଦ ରାଓ ଅକ୍ଟୋବର ୦୭ ସେପ୍ଟେମ୍ବର-ଅକ୍ଟୋବରରେ ଅନୁଷ୍ଠିତ କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀର ଓ ହରିୟାନା ବିଧାନସଭାର ନିର୍ବାଚନ ଫଳାଫଳ ଆସନ୍ତା କାଲି ପ୍ରକାଶ ପାଇବାକୁ ଯାଉଛି । ନିର୍ବାଚନ ଫଳାଫଳ ଦୁଇଟି ରାଜ୍ୟର ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS