Author: Chief Editor
-
ଜାତୀୟ ନାଟକ ମହୋତ୍ସବ: ଦ୍ୱିତୀୟ ସଂଧ୍ୟାରେ ନାଟକ ‘ଗୀତ ଗୋବିନ୍ଦ’ ଏବଂ ତୃତୀୟ ଦିବସରେ କ୍ଷୁଦ୍ର ନାଟକ ‘ମୋ ଗାଁ ସୁନ୍ଦର’ ଓ ‘ଚାରୁଲତା’ ପ୍ରଦର୍ଶିତ
ରାଉରକେଲା (ମୋ ଅନୁଭବ ): ସ୍ଥାନୀୟ ସିଭକ ସେଂଟର ପ୍ରେକ୍ଷାଳୟରେ ଆରମ୍ଭ ହୋଇଥିବା ଜାତୀୟ ନାଟକ ମହୋସôବର ଦ୍ୱିତୀୟ ଦିବସରେ କିଂଶୁକ୍ ବନେ୍ଦାପଧ୍ୟାୟଙ୍କ ରଚିତ ଓ ନିଦେ୍ର୍ଦଶିତ ନାଟକ ‘ଗୀତ ଗୋବିନ୍ଦ’ ପ୍ରଦର୍ଶିତ ... -
ଚିତାଭଷ୍ମରୁ ଶଙ୍ଖ ଧ୍ୱନୀ…
ଭୁବନେଶ୍ୱର, ମାର୍ଚ୍ଚ ୨୯ (ପ୍ରସାଦ ରାଓ): ଶୁଣିବାକୁ ନିଶ୍ଚିତ ଭାବେ ଅସହଜ ଲାଗୁ ଥିବ । ଚିତାଭଷ୍ମ ସହ ଶଙ୍ଖ ଧ୍ୱନୀର ସଂପର୍କ କଣ? ଭଷ୍ମ ତ ମିଳେ ଶ୍ମଶାନରେ । ଆଉ ... -
ଓଜେଏସ୍ ଅନୁପମା ବେହେରା ହତ୍ୟାକାଣ୍ଡ, ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ
କଟକ, ମାର୍ଚ୍ଚ ୨୯ (ମୋ ଅନୁଭବ): ୨୦୧୩ ମାର୍ଚ୍ଚ ୧୫ ତାରିଖରେ ବାଲେଶ୍ୱର ସହରରେ ଘଟି ଥିବା ବହୁ ଚର୍ଚ୍ଚିତ ଅନୁପମା ବେହେରା (ଓଜେଏସ୍) ହତ୍ୟାକାଣ୍ଡର ରାୟ ବୁଧବାର ପ୍ରକାଶ ପାଇଛି । ... -
ସିବିଏସଇ ପ୍ରଶ୍ନପତ୍ର ଲିକ୍: ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ଓ ଦଶମ ଶ୍ରେଣୀର ଗଣିତ ପରୀକ୍ଷା ପୁଣି ଥରେ ହେବ
ନୂଆଦିଲ୍ଲୀ ମାର୍ଚ୍ଚ ୨୯ (ମୋ ଅନୁଭବ): ସିବିଏସଇ ବୋର୍ଡ ପରୀକ୍ଷାରେ ଦଶମ ଶ୍ରେଣୀର ଗଣିତ ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା କୋମଳମତି ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କ ... -
ବିଶ୍ୱ ନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ପ୍ରତିଯୋଗିତା ଉଦ୍ଘାଟିତ
ରାଉରକେଲା (ମୋ ଅନୁଭବ): ରାଉରକେଲା ସିଭିକ୍ ସେଂଟର ଠାରେ ବିଶ୍ୱ ନାଟ୍ୟ ଦିବସ ଅବସରରେ ଚାରି ଦିନ ବ୍ୟାପି ଜାତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ... -
ସାରଳା ସାସ୍କୃତିକ ପରିଷଦ ତରଫରୁ ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା(ମୋ ଅନୁଭବ ): ରାଉରକେଲା ସେକ୍ଟର-୬ ସ୍ଥିତ ସାରଳା ମନ୍ଦିର ପ୍ରଙ୍ଗଣରେ ବାସନ୍ତିକ ପୂଜା ସହ ସାରଳା ସାଂସ୍କୃତିକ ପରିଷଦର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ବରିଷ୍ଠ ... -
ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ମହାଧିବେଶନ, କମ୍ ଦରମାକୁ ମାତ୍ରାଧିକ ଚାପ ଅଭିଯୋଗ
ଭୁବନେଶ୍ୱର (ମୋ ଅନୁଭବ): ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ ଠାରେ ଗ୍ରାମ ରୋଜଗାର ସେବକ ସଂଘର ମହାଧିବେଶନ ଅନୁଷ୍ଠିତ ହୋଇ ଜିଆରଏସ୍ ଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନିନ୍ଦା କରାଯାଇଛି । ... -
ଜେବିଙ୍କ ଅବର୍ତମାନରେ କଂଗ୍ରେସ ନେତାଏ ବାଟବଣା, ନବୀନଙ୍କ କୋଳ ହିଁ ସୁରକ୍ଷିତ !
– ପ୍ରସାଦ ରାଓ – ଭୁବନେଶ୍ୱର, ୨୭ ମାର୍ଚ୍ଚ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ଓଡ଼ିଶାରେ କଂଗ୍ରେସ ବାଟବଣା ହୋଇଛି । ଦଳ ଭିତରେ ଗୁରୁତର ଅନ୍ତଦ୍ୱର୍ନ୍ଦ୍ୱ ରାଜ୍ୟରେ ଥିବା ... -
ସାମାଜିକ ଗଣମାଧ୍ୟମ ଦିଗହରା, ଭୁଲ୍ ତଥ୍ୟର ପ୍ରସାର ଚିନ୍ତାରେ ପକାଉଛି ବୁଦ୍ଧିଜୀବୀଙ୍କୁ
ଆଲେଖ୍ୟ : ଶିବ ପ୍ରସାଦ ଦାସ କିଛି ବର୍ଷ ପୂର୍ବେ ଫେସ୍ବୁକ୍, ହ୍ୱାଟସ୍ ଅପ୍, ଟ୍ୱିଟର, ୟୁଟ୍ୟୁବ୍, ଇ-ଜର୍ଣ୍ଣାଲର ପ୍ରସାର ପରେ ଅନେକ ବିଦ୍ୱାନ ବ୍ୟକ୍ତି ମୁଦ୍ରିତ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମକୁ ... -
ମ୍ୟୁଜିକ ସର୍କଲ ତରଫରୁ ସପ୍ତାହ ବ୍ୟାପି ବସନ୍ତ ସମାରୋହ ଅନୁଷ୍ଠିତ
ରାଉରକେଲା (ମୋ ଅନୁଭବ): ମ୍ୟୁଜିକ ସର୍କଲ ତରଫରୁ ସପ୍ତାହ ବ୍ୟାପି ବସନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଦିବସରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନର କଳାକାର ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS