Author: Chief Editor
-
ନେତାଙ୍କ ରାଜକୀୟ ଠାଣି ବିଜେଡ଼ିର ବିପର୍ଯ୍ୟୟର କାରଣ ଥିଲା ?
ପ୍ରସାଦ ରାଓ ଭୁବନେଶ୍ୱର, ଜୁନ ୨୯ ଓଡ଼ିଶା ବିଧାନସଭା ନିର୍ବାଚନ ସରି ପାଖାପାଖି ଏକ ମାସ ହେଲାଣି, ନିର୍ବାଚନ ବିପର୍ଯ୍ୟୟକୁ ନେଇ ବିଜେଡ଼ିର ମାନସ ମଂଥନ ସରୁନାହିଁ । ରାଜ୍ୟରେ ୨୪ ବର୍ଷ ... -
ରାଷ୍ଟ୍ରପତିଙ୍କ ଅଭିଭାଷଣରେ ବି ଇନ୍ଦିରାଙ୍କ ଏମର୍ଜେନ୍ସୀ !
ପ୍ରସାଦ ରାଓ ନୂଆଦିଲ୍ଲୀ, ଜୁନ ୨୭ ଅଷ୍ଟାଦଶ ସଂସଦ ଅଧିବେଶନ ପ୍ରାରମ୍ଭରୁ ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ଏମର୍ଜେନ୍ସୀକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କଂଗ୍ରେସ ଓ ତାହାର ... -
ରାହୁଲ ବିରୋଧୀ ଦଳ ନେତା, ବିରଳା ବାଚସ୍ପତି – ସଂସଦ ଠିକଠାକ୍ ଚାଲିବ ତ ?
ପ୍ରସାଦ ରାଓ ନୂଆଦିଲ୍ଲୀ, ଜୁନ ୨୬ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ‘ଅପରିପକ୍ୱ’ ନେତା ଭାବେ ସମଗ୍ର ଦେଶରେ ସମାଲୋଚିତ ହୋଇଆସୁଥିଲେ । କେନ୍ଦ୍ରରେ କ୍ଷମତାରେ ... -
ହାଇକୋର୍ଟରୁ ଆଶ୍ୱସ୍ତି ମିଳିଲାନି, ଜେଲରେ ରହିବେ କେଜରୀୱାଲ
ପ୍ରସାଦ ରାଓ ନୂଆଦିଲ୍ଲୀ, ଜୁନ ୨୫ ଦିଲ୍ଲୀ ସରକାରଙ୍କ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଆଜି ହାଇକୋର୍ଟରୁ ଆଶ୍ୱସ୍ତି ମିଳିଲା ନାହିଁ । ... -
ସଂସଦ ଅଧିବେଶନ ଆରମ୍ଭ: ‘ଏମର୍ଜେନ୍ସି’ ପ୍ରସଙ୍ଗରେ କଂଗ୍ରେସକୁ ଘେରିଲେ ମୋଦୀ
ପ୍ରସାଦ ରାଓ ନୂଆଦିଲ୍ଲୀ, ଜୁନ ୨୪ ନିର୍ବାଚନ ସରି ଦେଶରେ ନୂଆ ସରକାର ଗଠନ ହେବା ପରେ ସମ୍ବିଧାନ ଓ ଗଣତନ୍ତ୍ରକୁ ନେଇ ଶାସକ ଓ ବିରୋଧୀ ମେଂଟ ମଧ୍ୟରେ ଆକ୍ଷେପ, ପ୍ରତ୍ୟକ୍ଷେପର ... -
ସପ୍ତାହାନ୍ତ ରାଜନୀତି – ‘ଜିରୋ ଟଲରାନ୍ସ’ରୁ ‘ଜିରୋ ପିସି’ !
ପ୍ରସାଦ ରାଓ ଭୁବନେଶ୍ୱର, ଜୁନ ୨୩ ସରକାର ବଦଳିଲେ ସ୍ଲୋଗାନ ବଦଳେ । ୨୪ ବର୍ଷର ବିଜେଡ଼ି ଶାସନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ପ୍ରତି ‘ଜିରୋ ଟଲରାନ୍ସ’ ବା ‘ଶୂନ୍ୟ ... -
ପେପରଲିକ୍ ଘଟଣାରେ ପ୍ରଧାନମନ୍ତ୍ରୀ ନିରବ କାହିଁକି ?
ପ୍ରସାଦ ରାଓ ନୂଆଦିଲ୍ଲୀ, ଜୁନ ୨୨ ଚଳିତ ମାସରେ ଦେଶରେ ମୋଦୀ.୦୩ ସରକାର ଦାୟିତ୍ୱ ନେଉ ନେଉ ଜନଆକ୍ରୋଶର ସମ୍ମୁଖୀନ ହୋଇଛି । ମେ’ ୦୫ ତାରିଖରେ ଅନୁଷ୍ଠିତ ଏନଟିଏର ଏନଇଇଟି-ୟୁଜି ପରୀକ୍ଷା ... -
କେଜରୀୱାଲଙ୍କୁ ଜାମିନ, ଅସ୍ଥାୟୀ ଭାବେ ବାତିଲ – ହିନସ୍ତାରେ ମୁଖ୍ୟମନ୍ତ୍ରୀ !
ପ୍ରସାଦ ରାଓ ନୂଆଦିଲ୍ଲୀ, ଜୁନ ୨୧ ଦିଲ୍ଲୀ ଅବକାରୀ ନୀତିର କାର୍ଯ୍ୟକାରିତାରେ ଦୁର୍ନୀତି ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ... -
ରତ୍ନଭଣ୍ଡାର ରାଜନୀତି – ଆଇନ ମନ୍ତ୍ରୀ କ୍ଷୁବ୍ଧ କାହିଁକି ?
ପ୍ରସାଦ ରାଓ ଭୁବନେଶ୍ୱର, ଜୁନ ୨୦ ସଦ୍ୟ ସମାପ୍ତ ଓଡ଼ିଶା ବିଧାନସଭା ନିର୍ବାଚନରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ଥିଲା । ଏହି ପ୍ରସଙ୍ଗ ଉଠାଇ ବିଜେପି ... -
ମୋଦୀ ବନାମ ବିରୋଧୀ – ଏଥର ସହମତିରେ ସଂସଦ ଚାଲିବ ତ !
ପ୍ରସାଦ ରାଓ ନୂଆଦିଲ୍ଲୀ, ଜୁନ ୧୯ ୨୦୨୪ ଲୋକସଭା ନିର୍ବାଚନ ପରେ ସଂସଦର ପ୍ରଥମ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ କାରଣରୁ ଏହି ଅଧିବେଶନ ଉପରେ ସମଗ୍ର ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS