NEWS ROUND UP
-
ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ମିଳିବ ନାହିଁ ?
ନୂଆଦିଲ୍ଲୀ ଡ଼ିସେମ୍ବର ୦୧ ଅଗଷ୍ଟ ମାସରେ ଅନୁଷ୍ଠିତ ମୌସୁମୀ ଅଧିବେଶନରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ଗଲା ମଙ୍ଗଳବାର ଦିନ ୧୨ ଜର ରାଜ୍ୟସଭା ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯିବା ଘଟଣାକୁ ... -
କେନ୍ଦ୍ର ସରକାର ଆନ୍ତର୍ଜାତିକ ବିମାନ ସେବା ନିଷ୍ପତ୍ତିର ପୁନଃ ସମୀକ୍ଷା କରିବେ !
ପ୍ରସାଦ ରାଓ ନଭେମ୍ବର ୨୭ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଡ଼ିସେମ୍ବର ୧୫ ତାରିଖରୁ ଆନ୍ତର୍ଜାତିକ ବିମାନ ସେବାକୁ କୋଭିଡ଼ ପୂର୍ବ ସ୍ଥିତିକୁ ଫେରାଇ ଆଣି ସ୍ୱାଭାବିକ କରିବାକୁ ... -
ଦୁଇ ଡୋଜ୍ ଟିକା ନେଇ ମଧ୍ୟ ୬୬ ଛାତ୍ରଛାତ୍ରୀ କୋଭିଡ଼ ଆକ୍ରାନ୍ତ
ପ୍ରସାଦ ରାଓ ନଭେମ୍ବର ୨୫ କର୍ଣ୍ଣାଟକର ଧରୱାଡରେ ଥିବା ଏସଡ଼ଏମ କଲେଜ ଅଫ୍ ମେଡ଼ିକାଲ ସାଇନ୍ସର ୬୬ ଛାତ୍ରଛାତ୍ରୀ ସଂପୂର୍ଣ୍ଣ ଟିକାକରଣ ହେବା ପରେ ମଧ୍ୟ କୋଭିଡ଼ ଆକ୍ରାନ୍ତ ହୋଇଥିବା ଆଜି ସରକାର ... -
‘ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୧’: ‘ଇନ୍ଦୋର’କୁ ସ୍ୱଚ୍ଛ ସହର ଓ ‘ଛତିଶଗଡ଼’କୁ ସ୍ୱଚ୍ଛ ରାଜ୍ୟ ପୁରସ୍କାର
ପ୍ରସାଦ ରାଓ ନୂଆଦିଲ୍ଲୀ ନଭେମ୍ବର ୨୦ କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସର୍ବାଧିକ ସ୍ୱଚ୍ଛତା ସଂପନ୍ନ ସହରକୁ ଚିହ୍ନଟ କରିବା ସକାଶେ ସଦ୍ୟ ହୋଇଥିବା ସର୍ଭେର ... -
ଜମ୍ମୁ-କଶ୍ମୀର କଂଗ୍ରେସରେ ବିଦ୍ରୋହ ! ୨୦ ବରିଷ୍ଠ ନେତାଙ୍କ ଇସ୍ତଫା
ଶ୍ରୀନଗର ନଭେମ୍ବର ୧୭ କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ-କଶ୍ମୀରରେ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ଦାବିରେ ଅନ୍ୟୁନ ୨୦ ଜଣ ପୁରୁଖା ନେତା ନିଜ ଦଳୀୟ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡିଛି । ଏହି ... -
ଜମ୍ମୁ-କଶ୍ମୀର: ଆତଙ୍କବାଦ-ବିରୋଧୀ ଅପରେସନରେ ଦୁଇ ବ୍ୟବସାୟୀଙ୍କ ମୃତ୍ୟୁ
ଶ୍ରୀନଗର ନଭେମ୍ବର ୧୬ ଶ୍ରୀନଗରରେ ଗତକାଲି ସନ୍ଧ୍ୟାରେ ସୁରକ୍ଷା ବଳଙ୍କ ଆତଙ୍କବାଦ-ବିରୋଧୀ ଅପରେସନରେ ଦୁଇ ଆତଙ୍କବାଦୀଙ୍କ ସମେତ ଦୁଇ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟବସାୟୀ ଦ୍ୱୟ ‘ଆତଙ୍କବାଦୀ ସମର୍ଥକ’ ବୋଲି ... -
ବିଜେପିର ବଡ଼ ପ୍ରଦର୍ଶନ, ପୂର୍ବାଂଚଳ ଏକ୍ସପ୍ରେସୱେ ଉଦ୍ଘାଟିତ
ସୁଲତାନପୁର ନଭେମ୍ବର ୧୬ ୨୦୨୨ ଫେବୃୟାରୀ/ମାର୍ଚ୍ଚରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଶାସକ ବିଜେପି ଆଜି ସୁଲତାନପୁର ଜିଲ୍ଲାର କରୱାଲ ଖେରିରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ତିନି ... -
ତ୍ରିପୁରାରେ ଗିରଫ ଦୁଇ ସାମ୍ବାଦିକାଙ୍କୁ ଜାମିନ ମିଳିଲା
ଅଗରତାଲା ନଭେମ୍ବର ୧୫ ରବିବାର ଦିନ ତ୍ରିପୁରା ପୁଲିସ ଗିରଫ କରିଥିବା ଦିଲ୍ଲୀର ଦୁଇ ସାମ୍ବାଦିକାଙ୍କୁ ଅଦାଲତରୁ ଜାମିନ ମିଳିଛି । ତ୍ରିପୁରାରେ ଘଟିଥିବା ଏକ ସାଂପ୍ରଦାୟିକ ହିଂସା ଘଟଣାର ରିପୋର୍ଟିଂ ପାଇଁ ... -
ସିବିଆଇ ଓ ଇଡ଼ି ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷକୁ ବଢାଇଲେ କେନ୍ଦ୍ର ସରକାର
ପ୍ରସାଦ ରାଓ ନୂଆଦିଲ୍ଲୀ ନଭେମ୍ବର ୧୪ କେନ୍ଦ୍ର ସରକାର ଦୁଇଟି ଅଧ୍ୟାଦେଶ ମାଧ୍ୟମରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷକୁ ବୃଦ୍ଧି କରିଛନ୍ତି । ସଂପ୍ରତି ଦୁଇ ... -
ଗାଲୁଆଙ୍କ ବାର ବାଟି ଚାଷ !
ପ୍ରସାଦ ରାଓ ନୂଆଦିଲ୍ଲୀ ନଭେମ୍ବର ୧୩ ୧୯୪୭ରେ ଭାରତକୁ ସ୍ୱାଧୀନତା ଭିକରେ ମିଳିଛି । ବାସ୍ତବ ସ୍ୱାଧୀନତା ୨୦୧୪ରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମିଳିଛି । ବଲିଉଡ୍ ଅଭିନେତ୍ରୀ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS