NEWS ROUND UP
-
ପାୱାରଙ୍କ କଟାକ୍ଷ, ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ମୁହାଁମୁହିଁ
ପ୍ରସାଦ ରାଓ ସେପ୍ଟେମ୍ବର ୧୪ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଧରାଶାୟୀ କରିବା ପାଇଁ ବିରୋଧୀ ଦଳମାନେ ଏକ ବିକଳ୍ପ ମେଂଟ ଗଠନ ଦିଗରେ ଅଗ୍ରସର ହେଉଥିବା ବେଳେ ବିରୋଧୀ ନେତାଙ୍କ ମଧ୍ୟରେ ... -
ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ଦେହାନ୍ତ
ପ୍ରସାଦ ରାଓ ସେପ୍ଟେମ୍ବର ୧୩ ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସିର ଅନ୍ତଃରୀଣ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ବିଶ୍ୱସ୍ତ ଭାବେ ପରିଚିତ ଓସ୍କାର ଫର୍ଣ୍ଣାଣ୍ଡିଜଙ୍କ ଆଜି ୮୦ ବର୍ଷରେ ଦେହାନ୍ତ ହୋଇଛି ... -
କେରଳରେ ‘ନିପା’ ଭାଇରସ୍, ୧୨ ବର୍ଷର ବାଳକର ମୃତ୍ୟୁ
ପ୍ରସାଦ ରାଓ ସେପ୍ଟେମ୍ବର ୦୫ କେରଳରେ କରୋନା ସଂକ୍ରମଣ ବଢୁ ଥିବା ଚିନ୍ତାର କାରଣ ଥିବା ବେଳେ ଏବେ ବାହୁଡ଼ିଙ୍କ ଦ୍ୱାରା ବ୍ୟାପୁଥିବା ‘ନିପା’ ଭାଇରସ୍ (ଏନଆଇଭି)ରେ କୋଝିକୋଡ଼େ ଜିଲ୍ଲାରେ ଜଣେ ୧୨ ... -
ଇତିହାସ ରଚିଲା ସୁପ୍ରିମ କୋର୍ଟ: ଗୋଟିଏ ଦିନରେ ୯ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ
ପ୍ରସାଦ ରାଓ ଅଗଷ୍ଟ ୩୧ ଆଜି ଇତିହାସ ରଚିଛି ସୁପ୍ରିମ କୋର୍ଟ । ଗୋଟିଏ ଦିନରେ ଏକା ସମୟରେ ନଅ ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ... -
ହରିୟାନାରେ ତାଲିବାନୀ ଶାସନ ?
ପ୍ରସାଦ ରାଓ ଅଗଷ୍ଟ ୨୯ ହରିୟାନାର କର୍ଣ୍ଣଲଠାରେ ଗତାକାଲି ପ୍ରତିବାଦକାରୀ ଚାଷୀଙ୍କ ଉପରେ ପୁଲିସର ଲାଠିମାଡ଼ ଘଟଣାକୁ ତାଲିବାନୀ ଶାସନ ସହ ତୁଳନା କରିଛନ୍ତି କୃଷକ ନେତା ରାକେଶ ଟିକାୟତ । କର୍ଣ୍ଣଲରେ ... -
ଆଜିଠାରୁ ଖୋଲିଲା ସମସ୍ତ ମନ୍ଦିର ଓ ଧର୍ମପୀଠ
ଭୁବନେଶ୍ୱର ଅଗଷ୍ଟ ୨୩ କୋଭିଡ଼ କଟକଣା ମଧ୍ୟରେ ଆଜିଠାରୁ ଖୋଲିଛି ସମସ୍ତ ମନ୍ଦିର ଓ ଧର୍ମପୀଠ ଖୋଲିଛି । ପୁରୀ ଶୀଜଗନ୍ନାଥ ମନ୍ଦିର ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଆଜିଠାରୁ ଖୋଲିଥିବା ବେଳେ ... -
ତାଲିବାନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଗୁରୁବାର
ପ୍ରସାଦ ରାଓ ଭୁବନେଶ୍ୱର ଅଗଷ୍ଟ ୨୩ ଆଫଗାନିସ୍ଥାନର ସାଂପ୍ରତିକ ପରିସ୍ଥିତି ଏବଂ ତାଲିବାନୀ ପ୍ରସଙ୍ଗରେ ଆଲୋଚନା ପାଇଁ ଗୁରୁବାର ଦିନ ସଂସଦରେ ସର୍ବଦଳୀୟ ବୈଠକ ଡାକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୈଦେଶିକ ... -
ତାଲିବାନୀଙ୍କ ଉତ୍ପାତ, ଦୁଇଟି ଭାରତୀୟ କନ୍ସୁଲେଟରେ ଚଢାଉ, ଲୁଟପାଟ
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୨୦ ଆଫଗାନିସ୍ଥାନର ତାଲିବାନୀ ଚରମପନ୍ଥୀ ଗୋଷ୍ଠୀ ରବିବାର କାବୁଲ ଦଖଲ କରିବା ପରେ ଦେଶରେ ସରକାର ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖି ଥିବା ବେଳେ ବିଶ୍ୱ ... -
ମୁଲ୍ଲା ବରାଦର ହେବେ ଆଫଗାନ୍ ରାଷ୍ଟ୍ରପତି !
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୧୮ ରବିବାର ଦିନ ତାଲିବାନୀ ଚରମପନ୍ଥୀ ଗୋଷ୍ଠୀ ଆଫଗାନିସ୍ଥାନର ରାଜଧାନୀ କାବୁଲକୁ ଦଖଲ କରି ନେବା ପରେ ଦେଶରେ ନୂଆ ତାଲିବାନୀ ସରକାର ପ୍ରତିଷ୍ଠା ପାଇଁ ଉଦ୍ୟମ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS