NEWS ROUND UP
-
‘ଦି ୱାୟାର’ରେ ପ୍ରକାଶିତ ‘ପେଗାସସ୍’ ରିପୋର୍ଟ’ ଉଦ୍ଦେଶ୍ୟମୂଳକ : ଆଇଟି ମନ୍ତ୍ରୀ
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୧୯ ଇସ୍ରାଏଲର କୌଣସି ଏକ ସଂସ୍ଥା ୩୦୦ରୁ ଅଧିକ ଭାରତୀୟଙ୍କ ଫୋନ ନମ୍ବର ହ୍ୟାକ୍ କରିଛି ଏବଂ ହ୍ୟାକ୍ ହୋଇଥିବା ନମ୍ବର ମଧ୍ୟରେ କେନ୍ଦ୍ର ସରକାରଙ୍କ ଦୁଇ ... -
‘ଦେଶଦ୍ରୋହ’ ଆଇନ ହେଉଛି ଏକ ‘ଉପନିବେଶବାଦୀ’ ଆଇନ, ପୁଲିସ ତାହାର ଅପବ୍ୟବହାର କରୁଛି- ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ ଜୁଲାଇ ୧୫ ଆଇପିସିର ୧୨୪ ଏ ଧାରା ବା ଦେଶଦ୍ରୋହ ଆଇନ ହେଉଛି ଏକ ‘ଉପନିବେଶବାଦୀ’ ଆଇନ । ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଦମନ କରିବା ସକାଶେ ପୁଲିସ ଏହି ... -
ଜାରି ହେଲା ଜୁଲାଇ ଗାଇଡ଼ଲାଇନ : ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆଂଶିକ ‘ତାଲାବନ୍ଦ’
ପ୍ରସାଦ ରାଓ ଜୁଲାଇ ୧୫ ଞ୍ଚ ‘କାଟାଗୋରୀ-ଏ’୨୦ ଜିଲ୍ଲାରେ ରାତି ୮ଟା ଯାଏଁ ଦୋକାନ, ବଜାର ଖୋଲିବ ଞ୍ଚ ‘କାଟାଗୋରୀ-ବି’ ୧୦ ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ, ବଜାର ଖୋଲିବ ଞ୍ଚ ... -
ସ୍ମୃତି, ଅଶ୍ୱିନୀ, ଜ୍ୟୋତିରାଦିତ୍ୟ ଓ ଭୂପିନ୍ଦର ଯାଦବଙ୍କୁ ମିଳିଲା ନୂଆ ଦାୟିତ୍ୱ
ପ୍ରସାଦ ରାଓ ଜୁଲାଇ ୧୩ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଥିବା ଶ୍ରୀମତୀ ସ୍ମୃତି ଇରାନୀ, ଭୂପିନ୍ଦର ଯାଦବ, ଜ୍ୟୋତିରାଦିତ୍ୟ ... -
ତିନି ଠାକୁର ମା’ ଗୁଣ୍ଡିଚାଙ୍କ ମନ୍ଦିରରେ ପହଂଚିଲେ
ପୁରୀ ଜୁଲାଇ ୧୨ ପୁରୀ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆଜି ଶୃଂଖଳିତ ଭାବେ ସମାପିତ ହୋଇଛି । ସକାଳେ ସହଳ ସହଳ ତିନି ଠାକୁରଙ୍କ ପହଣ୍ଡି ଓ ଅନ୍ୟ ସମସ୍ତ ଔପଚାରିକତା ... -
ଅଶ୍ୱିନୀଙ୍କୁ ରବି ଶଙ୍କର ପ୍ରସାଦଙ୍କ ପ୍ରଶଂସା
ନୂଆଦିଲ୍ଲୀ ଜୁଲାଇ ୧୨ ଦେଶର ସୂଚନା ଓ ପ୍ରଯୁକ୍ତ (ଆଇଟି) ବିଭାଗ ମନ୍ତ୍ରୀ ଭାବେ ନୂଆରେ ଦାୟିତ୍ୱ ନେଇ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ବିଦାୟୀ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରବିବାର ... -
ୟୁପି, ରାଜସ୍ଥାନରେ ବଜ୍ରପାତରେ ୬୦ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ ଜୁଲାଇ ୧୨ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ରବିବାର ଦିନ ପ୍ରବଳ ବର୍ଷା ଓ ବଜ୍ରପାତରେ ୬୦ ଜଣଙ୍କ ମୃତ୍ୟୁ ଘଟିିଛି । ମୃତକଙ୍କ ମଧ୍ୟରୁ ୧୨ ଜଣ ରାଜସ୍ଥାନ ଜୟପୁରର ... -
ୟୁପିରେ ‘ଦୁଇ ସନ୍ତାନ ନୀତି’ ଚିଠା ଆଇନ, ସଂଖ୍ୟାଲଘୁ ସଂପ୍ରଦାୟ ବିବ୍ରତ
ପ୍ରସାଦ ରାଓ ଜୁଲାଇ ୧୦ ରବିବାର ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍ତର ପ୍ରଦେଶ ସରକାର ଏକ ନୂଆ ଜନସଂଖ୍ୟା ନୀତି କାର୍ଯ୍ୟକାରୀ କରିବାକୁ ଚିଠା ଆଇନ ପ୍ରସ୍ତୁତ କରିଥିବା ସୂଚନା ମିଳିଛି ... -
୭୭ ଜଣିଆ ମୋଦୀ ରଥ…
ପ୍ରସାଦ ରାଓ ଜୁଲାଇ ୦୯ ବୁଧବାର କେନ୍ଦ୍ର ମନ୍ତ୍ରୀ ପରିଷଦରେ ଅଦଳ ବଦଳ ପରେ ନୂଆ, ପୂରୁଣା ମିଶି ମୋଟ ୭୭ ଜଣ ମନ୍ତ୍ରୀ ଏଥିରେ ସ୍ଥାନ ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ... -
ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ଜୁଲାଇ ୦୩ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତିରଥ ସିଂହ ରାୱତ ଗତକାଲି ରାତିରେ ଇସ୍ତଫା ଦେବା ପରେ ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସି ପୁଷ୍କର ସିଂହ ଧାମୀଙ୍କୁ ନୂଆ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS