Editor’s story
-
ମହାରାଷ୍ଟ୍ର ମହାୟୁତିରେ ସବୁ କିଛି ଠିକଠାକ୍ ନାହିଁ ?
ପ୍ରସାଦ ରାଓ ନଭେମ୍ବର ୨୯ ‘ମହାରାଷ୍ଟ୍ର ‘ମହାୟୁତି’ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ମତାନ୍ତର ନାହିଁ । ମେଂଟ ଅଂଶୀଦାର ଥିବା ତିନି ରାଜନୈତିକ ଦଳ ନେତା ଆମେ ଏକାଠି ବସି ସବୁ ... -
ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ
ପ୍ରସାଦ ରାଓ ନଭେମ୍ବର ୨୮ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଧାନୀ ରାଂଚିରେ ଅନୁଷ୍ଠିତ ଉତ୍ସବରେ ଝାଡଖଣ୍ଡ ... -
ସିନ୍ଧେଙ୍କ ସମର୍ପଣ ପରେ କଥା ଆଗେଇଲା
ପ୍ରସାଦ ରାଓ ନଭେମ୍ବର ୨୮ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ‘ସମର୍ପଣ’ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ମହାୟୁତିରେ ୨୩ ତାରିଖରୁ ଚାଲିଥିବା ଛକାପଂଝାର ପରିସମାପ୍ତି ଘଟିଛି । ମୁଖ୍ୟମନ୍ତ୍ରୀ ପଦ ... -
ଚାରି ଦିନ ବିତିଲାଣି, ମୁଖ୍ୟମନ୍ତ୍ରୀ ଚୟନ ହୋଇପାରୁନି ?
ପ୍ରସାଦ ରାଓ ନଭେମ୍ବର ୨୭ ଆଜି ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍ପେନ୍ସ ଜାରି ରହିଛି । ବିଜେପି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ... -
ଏସବିଆଇ କର୍ମଚାରୀଙ୍କ ସତର୍କତାରୁ ବରିଷ୍ଠ ନାଗରିକ ୧୩ ଲକ୍ଷ ଠକେଇରୁ ବର୍ତ୍ତିଲେ !
ପ୍ରସାଦ ରାଓ ନଭେମ୍ବର ୨୬ ‘ଡିଜିଟାଲ ଆରେଷ୍ଟ’ ଆଜି ଦିନରେ ସବୁଠାରୁ ବଡ ସାଇବର ଠକେଇ ହୋଇଛି । ପ୍ରତିଦିନ ବରିଷ୍ଠ ନାଗରିକମାନେ ଠକଙ୍କ ହାବୁଡରେ ପଡୁଛନ୍ତି ଏବଂ ଡିଜିଟାଲ ଠକମାନେ ‘ଡିଜିଟାଲ ... -
ସିନ୍ଧେଙ୍କ ମୋହଭଂଗ ହୋଇନିି, ତଥାପି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ
ପ୍ରସାଦ ରାଓ ନଭେମ୍ବର ୨୬ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା-ଏନସିପି ମେଂଟ ବା ମହାୟୁତି ଅଧିକ ସଂଖ୍ୟା, ଶକ୍ତି ଓ ଉତ୍ସାହର ସହ କ୍ଷମତାକୁ ଫେରିଛି । ଏହି ମେଂଟକୁ ମିଳିଥିବା ... -
ମୁଖ୍ୟମନ୍ତ୍ରୀ ଦୌଡରେ ଫଡନାଭିସ, ସିନ୍ଧେ – ଅଜିତ ପାୱାରଙ୍କ ପସନ୍ଦ ଫଡନାଭିସ୍ ?
ପ୍ରସାଦ ରାଓ ନଭେମ୍ବର ୨୫ ମହାରାଷ୍ଟ୍ରରେ ମହାୟୁତିର ବିପୁଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଛକାପଂଝା ଚାଲିଛି । ୨୮୮ ସଭ୍ୟ ବିଶିଷ୍ଟ ବିଧାନସଭାରେ ମହାୟୁତି ବିଧାୟକଙ୍କ ସଂଖ୍ୟା ୨୩୨ ... -
ଜାତୀୟ ରାଜନୀତିରେ କଂଗ୍ରେସର ଗୁରୁତ୍ୱ କମିଛି !
ପ୍ରସାଦ ରାଓ ନଭେମ୍ବର ୨୪ ଜାତୀୟ ରାଜନୀତିରେ କଂଗ୍ରେସ ଏକପ୍ରକାର ଗୁରୁତ୍ୱହୀନ ସ୍ଥିତିକୁ ଚାଲି ଆସିଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେଉଛି । ପୂର୍ବରୁ ସେପ୍ଟେମ୍ବର-ଅକ୍ଟୋବରରେ ଅନୁଷ୍ଠିତ ହରିୟାଣା ବିଧାନସଭା ... -
ମହାରାଷ୍ଟ୍ରରେ ‘ମହାୟୁତି’ ଓ ଝାଡଖଣ୍ଡରେ ‘ଇଣ୍ଡି’ ମେଂଟ
ପ୍ରସାଦ ରାଓ ନଭେମ୍ବର ୨୩ ଆଜି ଭୋଟ ଗଣତି ସହ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆସି ଯାଇଛି । ମହାରାଷ୍ଟ୍ରରେ ବିଜେପି-ଶିବସେନା-ଏନସିପି ମେଂଟ ବା ‘ମହାୟୁତି’ ପୂର୍ଣ୍ଣ ବହୁମତରେ ... -
ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ମଧ୍ୟରେ ଉଦ୍ଧବ, ଅଜିତ ଓ ନାନା ପଟୋଲେ !
ପ୍ରସାଦ ରାଓ ନଭେମ୍ବର ୨୨ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା କାଲି ପ୍ରକାଶ ପାଇବ । ବିଭିନ୍ନ ଏକଜିଟ୍ ପୋଲ୍ ସଂସ୍ଥାର ପୂର୍ବାନୁମାନ କେତେଦୂର ବାସ୍ତବ ହେଉଛି, ତାହା କାଲି ଅପରାହ୍ନ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS