Editor’s story
-
ଜମ୍ମୁ-କଶ୍ମୀରରେ ମଧ୍ୟ ଏଲଜି ସର୍ବଶକ୍ତିମାନ !
ପ୍ରସାଦ ରାଓ ସେପ୍ଟେମ୍ବର ୧୮/୨୦୨୪ କେନ୍ଦ୍ର ଶାସିତ ଜାମ୍ମୁ-କଶ୍ମୀରରେ ଆଜିଠାରୁ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ତିନି ପର୍ଯ୍ୟାୟରେ ହେଉଥିବା ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଅନୁଷ୍ଠିତ ହୋଇଥିବା ... -
କେଜରୀୱାଲଙ୍କ ଇସ୍ତଫା ଓ ଆତିଶୀ ମୁଖ୍ୟମନ୍ତ୍ରୀ, ‘ଆପ୍’ର ଅଡୁଆ କମିବ କି ?
ପ୍ରସାଦ ରାଓ ସେପ୍ଟେମ୍ବର ୧୭/୨୦୨୪ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ରବିବାର କରିଥିବା ଘୋଷଣା ଅନୁଯାୟୀ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସନ୍ଧ୍ୟାରେ ସେ ଦିଲ୍ଲୀ ଉପ ରାଜ୍ୟପାଳ ଭିନିତ ... -
କାହାର ବିଜୟ ସମ୍ଭାବନା ଅଧିକ -‘ମଣ୍ଡଳବାଦୀ’ ନା ‘କମଣ୍ଡଳବାଦୀ’ ?
ପ୍ରସାଦ ରାଓ ସେପ୍ଟେମ୍ବର ୧୩/୨୦୨୪ ସେପ୍ଟେମ୍ବର ୧୮ରୁ ଜମ୍ମୁ-କଶ୍ମୀରରେ ତିନି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଅକ୍ଟୋବର ୦୧ ତାରିଖରେ ସରିବ । ଅକ୍ଟୋବର ୦୫ ତାରିଖରେ ହରିୟାଣା ବିଧାନସଭା ... -
ଆମେରିକାରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ଭାରତ ବିରୋଧୀ ?
ପ୍ରସାଦ ରାଓ ସେପ୍ଟେମ୍ବର ୧୦/୨୦୨୪ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେବେ ବି ବିଦେଶ ଗସ୍ତରେ ଯାଇଛନ୍ତି ଏବଂ ବିଦେଶ ମାଟିରେ ଥାଇ ବିଭିନ୍ନ ବିତର୍କରେ ଭାଗ ନେବା ଅବସରରେ ସାଂପ୍ରତିକ ରାଜନୈତିକ ... -
ଡାକ୍ତରଙ୍କୁ ସୁପ୍ରିମ କୋର୍ଟଙ୍କ ଚେତାବନୀ: କାର୍ଯ୍ୟକ୍ଷେତ୍ରକୁ ଫେର, ନହେଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ
ପ୍ରସାଦ ରାଓ ସେପ୍ଟେମ୍ବର ୦୯/୨୦୨୪ କୋଲକାତାର ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଅଗଷ୍ଟ ୦୯ ତାରିଖରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରତିବାଦ ଆନ୍ଦୋଳନ ଜାରି ରଖିଥିବା ଡାକ୍ତରମାନେ ଆସନ୍ତା ... -
ସପ୍ତାହାନ୍ତ ବିଚାର: ଏବେ, ହରିୟାଣାରେ ମୁହାଁମୁହିଁ ଭିନେଶ ଓ ବ୍ରିଜ ଭୂଷଣ !
ପ୍ରସାଦ ରାଓ ସେପ୍ଟେମ୍ବର ୦୮/୨୦୨୪ ଭାରତୀୟ କୁସ୍ତି ଜଗତରେ ଦୁଇଟି ପରିଚିତ ନାମ ହେଉଛନ୍ତି ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହ ଓ ମହିଳା କୁସ୍ତିଯୋଦ୍ଧା ... -
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ – ମୂଳ ବାସିନ୍ଦାଙ୍କ ଅସ୍ମିତାର ଲଢେଇ !
ପ୍ରସାଦ ରାଓ ସେପ୍ଟେମ୍ବର, ୦୫/୨୦୨୪ ଚଳିତ ମାସରେ ଜମ୍ମୁ-କଶ୍ମୀରରେ ତିନି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀର ‘ରାଜ୍ୟପାହ୍ୟା’ ହରାଇ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବା ... -
ମୋହନ ସରକାରରେ ସବୁ ଠିକଠାକ୍ ଚାଲିଛି ତ ?
ପ୍ରସାଦ ରାଓ ସେପ୍ଟେମ୍ବର, ୦୪/୨୦୨୪ ଏଥିରେ କିଛି ସନ୍ଦେହ ନାହିଁ ଯେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଶାସନକୁ ଆସିଛି । କେଉଁଝର ଜିଲ୍ଲାରୁ ବିଧାନସଭାକୁ ଆସିଥିବା ବିଧାୟକ ମୋହନ ଚରଣ ... -
ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ: ବେଂଗଲ ବିଧାନସଭାରେ ବିଲ୍ ପାରିତ
ପ୍ରସାଦ ରାଓ ସେପ୍ଟେମ୍ବର, ୦୩/୨୦୨୪ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାକୁ ଆଜି ପଶ୍ଚିମ ବଂଗ ବିଧାନସଭାରେ ଏକ ବିଲ୍ ଗୃହୀତ କରାଯାଇଛି । ଦୁଷ୍କର୍ମ ପରେ ... -
‘ବୁଲଡୋଜର ନ୍ୟାୟ’ ଆଇନସମ୍ମତ ନୁହେଁ – ସୁପ୍ରିମ କୋର୍ଟ
ପ୍ରସାଦ ରାଓ ସେପ୍ଟେମ୍ବର, ୦୨/୨୦୨୪ ଦେଶରେ ବୃଦ୍ଧି ପାଉଥିବା ‘ବୁଲଡୋଜର ନ୍ୟାୟ’କୁ ନେଇ ଆଜି ସୁପ୍ରିମ କୋର୍ଟ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଜଣେ ବ୍ୟକ୍ତି କୌଣସି ଆପରାଧରେ ସଂପୃକ୍ତ ଅଛି ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS