Editor’s story
-
ସରକାରୀ ଉଦାସୀନତାରୁ ଓଡ଼ିଶାରେ ଲୁଣ ଚାଷ ବିପର୍ଯ୍ୟସ୍ତ
ପ୍ରସାଦ ରାଓ ଭୁବନେଶ୍ୱର, ଜୁଲାଇ ୨୬ ଦିନ ଥିଲା ଗଂଜାମ ଜିଲ୍ଲା ଲୁଣ ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଏକ ପ୍ରମୁଖ ଜିଲ୍ଲା ଥିଲା । ବିସ୍ତୃତ ସମୁଦ୍ର ଉପକୂଳରେ ଥିବା ଲୁଣ ଜମିରୁ ... -
ଆଦାନୀଙ୍କୁ ନେଇ ଓଡ଼ିଶାବାସୀଙ୍କ ମନରେ ଅନେକ ପ୍ରଶ୍ନ
ପ୍ରସାଦ ରାଓ ଭାରତୀୟ ଉଦ୍ୟୋଗ ଜଗତରେ ଗୌତମ ଆଦାନୀ ଏକ ପରିଚିତ ନାମ । ଖଣିରୁ ବନ୍ଦର ପର୍ଯ୍ୟନ୍ତ ଯୋଡି ହୋଇଛି ଏହି ନାମ ସହିତ । ବିଶ୍ୱର ଅରବପତି ତଲିକାରେ ସେ ... -
କଂଗ୍ରେସର ଆହ୍ୱାନ ବିଜେଡି ପାଇଁ ଅଗ୍ନିପରୀକ୍ଷା
ପ୍ରସାଦ ରାଓ ଭୁବନେଶ୍ୱର, ଜୁଲାଇ ୨୪ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାରରେ ମହିଳା ସୁରକ୍ଷିତ ନୁହନ୍ତି । ଗଲା କିଛି ଦିନ ହେଲା ରାଜ୍ୟର ବିଭିନ୍ନ ପ୍ରନ୍ତରୁ ମହିଳାଙ୍କ ପ୍ରତି ଯୌନ ... -
ପଂଚାୟତ ମିଶ୍ରଣ ହୋଇ ‘ବୃହତ୍ ବ୍ରହ୍ମପୁର’ ଗଠନ, ସମସ୍ୟା କଣ ସୁଧୁରିବ ?
ପ୍ରସାଦ ରାଓ ଭୁବନେଶ୍ୱର ଗଂଜାମ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ସହର ହେଉଛି ବ୍ରହ୍ମପୁର । ବ୍ରିଟିଶ ଶାସନରେ ମାଡ୍ରାସ ପ୍ରେସିଡେନ୍ସୀ ଅଧିନରେ ଥିବା ସମୟରେ ବ୍ରହ୍ମପୁର ୧୮୬୭ରେ ଦେଶର ପ୍ରଥମ ପୌରପାଳିକାର ମାନ୍ୟତା ... -
ଜୁଲାଇ ୧୭ରେ ‘ଓଡ଼ିଶା ବନ୍ଦ’, ସରକାରଙ୍କ ଅଡୁଆ ବଢୁଛି
ପ୍ରସାଦ ରାଓ ଭୁବନେଶ୍ୱର ଜୁଲାଇ ୧୬ ଗଲା ଏକ ବର୍ଷ ହେଲା ରାଜ୍ୟ ବିଜେପି ସରକାର ବିଭିନ୍ନ କାରଣରୁ ସମାଲୋଚିତ ହୋଇ ଆସଛନ୍ତି । ରାଜ୍ୟରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ସମେତ ଅନ୍ୟାନ୍ୟ ... -
ସାମାଜିକ କର୍ମୀଙ୍କୁ ସରକାର ଏତେ ଡରୁଛନ୍ତି କାହିଁକି ?
ପ୍ରସାଦ ରାଓ ଭୁବନେଶ୍ୱର ଜୁଲାଇ ୧୨ ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଂଚଳରୁ ଆସି ସୁନ୍ଦରଗଡର ବଣାଇରୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲା ପର୍ଯ୍ୟନ୍ତ ଆଦିବାସୀ, ଦଳିତଙ୍କ ଅଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ... -
ଗୁରୁବାର ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି, ଉପଲବ୍ଧିକୁ ନେଇ ସରକାରଙ୍କୁ ବିଜେଡିର କଟାକ୍ଷ..
ପ୍ରସାଦ ରାଓ ଭୁବନେଶ୍ୱର ମେ’୧୧ ଆସନ୍ତା କାଲି (ଜୁନ ୧୨) ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କ ସରକାରର ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଆଜି ଶ୍ରୀଜୀଉଙ୍କ ସ୍ନାନ ପୂର୍ଣ୍ଣମୀ ଅବସରରେ ... -
ଗୁରୁବାର ହେଲା ଗଂଜାମରେ ୧୨ଟି ଶିଲ୍ପର ଶିଳାନ୍ୟାସ, ଚିମିନିରୁ ଧୂଆଁ ଉଠିବ ତ ?
ପ୍ରସାଦ ରାଓ ଭୁବନେଶ୍ୱର ମେ’ ୦୮ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଗଂଜାମ ଜିଲ୍ଲାରେ ୨୮ ହଜାର କୋଟି ଟଙ୍କାର ୧୨ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯାହାକି ଗଂଜାମବାସୀଙ୍କ ମନରେ ... -
ଗଂଜାମ ରାଜନୀତି: କଂଗ୍ରେସ, ବିଜେଡିର କେହି ସଭାପତି ନାହାନ୍ତି, ବିଜେପିର ଥାଇ ମଧ୍ୟ ନଥିବା ଭଳି !
ପ୍ରସାଦ ରାଓ ଭୁବନେଶ୍ୱର ଜୁନ ୦୪ ଗଂଜାମ ଜିଲ୍ଲାର ତିନି ପ୍ରମୁଖ ରାଜନୈତିକ ଦଳ ଏବେ ନେତୃତ୍ୱ ସଂକଟ ଦେଇ ଗତି କରୁଛନ୍ତି । ଜିଲ୍ଲା ବିଜେଡି ଓ କଂଗ୍ରେସର କେହି ସଭାପତି ... -
ଭୁବନେଶ୍ୱର ସମାବେଶରେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡ୍ଡା ଯାହା କହିଲେ…
ପ୍ରସାଦ ରାଓ ଭୁବନେଶ୍ୱର ମେ’ ୩୦ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀରର ପହଲଗାମ ନିକଟରେ ପାକ୍ ପ୍ରୟୋଜିତ ଆତଙ୍କବାଦୀଙ୍କ ଗୁଳିମାଡରେ ୨୫ ଜଣ ଜଣ ଭାରତୀୟ ପର୍ଯ୍ୟଟକଙ୍କ ସମେତ ମୋଟ ୨୬ ଜଣ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS