Editor’s story
-
ଓଡ଼ିଶା ରାଜନୀତି: ମାର ମାର ଭଣ୍ଡାରିଆକୁ ମାର…!
ପ୍ରସାଦ ରାଓ ଭୁବନେଶ୍ୱର/ଜୁନ ୦୭ ୨୦୨୪ ବିଧାନସଭା ନିର୍ବାଚନ ଫଳାଫଳ ଆସି ତିନି ଦିନ ବିତିଲାଣି, କିନ୍ତୁ ରାଜ୍ୟରେ ଯେଭଳି ଉତ୍ସାହ ଓ ଉତ୍ସବର ମାହୋଲ ଦେଖିବାକୁ ମିଳିବା କଥା, ତାହା ଦେଖିବାକୁ ... -
ରାହୁଲ ହେବେ ଲୋକସଭାରେ ବିରୋଧୀ ଦଳ ନେତା !
ପ୍ରସାଦ ରାଓ ନୂଆଦିଲ୍ଲୀ/ଜୁନ ୦୬ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଦେଶର ରାଜନୈତିକ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି । ବିଜେପି ନେତୃତ୍ୱାଧୀନ ଶାସକ ମେଂଟ ଏନଡିଏ ୫୪୩ରୁ ୨୯୩ ... -
ଉଭୟ ଓଡ଼ିଶା ଓ ଜାତୀୟ ରାଜନୀତିରେ ଅହଂକାରୀଙ୍କୁ ଶକ୍ତ ଝଟକା
ପ୍ରସାଦ ରାଓ ନୂଆଦିଲ୍ଲୀ/ଜୁନ ୦୪ କ୍ଷମତା ଚିରସ୍ଥାୟୀ ନୁହେଁ । ଦିନେ ନା ଦିନେ ତାହା ଗୋଟିଏ ହାତରୁ ଅନ୍ୟ ହାତକୁ ଯିବ । ଏହି ଚିରନ୍ତନ ସତ୍ୟକୁ ନକାରି ଆସୁଥିବା ରାଜନେତାଙ୍କୁ ... -
୨୦୨୪ରେ ରେକର୍ଡ : ୬୪ କୋଟି ମତଦାତା ମତଦାନ କରିଛନ୍ତି
ପ୍ରସାଦ ରାଓ ନୂଆଦିଲ୍ଲୀ/ଜୁନ ୦୩ ୨୦୨୪ ସାଧାରଣ ନିର୍ବାଚନରେ ଦେଶର ୬୪.୨ କୋଟି ମତଦାତା ମତଦାନ କରିଛନ୍ତି । ସେଥିରେ ମହିଳାଙ୍କ ସଂଖ୍ୟା ହେଉଛି ୩୧.୨ କୋଟି । ମତଦାନରେ ଭାରତ ବିଶ୍ୱ ... -
ମିଠା ଆଗରୁ ଚିନି ଖୁଆଖୁଇ ହେଲେଣି ବିଜେପି ସମର୍ଥକ !
ପ୍ରସାଦ ରାଓ ଭୁବନେଶ୍ୱର/ଜୁନ ୦୨ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ଆସିବାକୁ ଗୋଟିଏ ଦିନ ବାକି ଅଛି, ଶନିବାର ସନ୍ଧ୍ୟାରୁ ବିଭିନ୍ନ ଟିଭି ଚ୍ୟାନେଲରେ ‘ଏକ୍ଜିଟ୍ ପୋଲ୍’ର ପ୍ରସାରଣ ଆରମ୍ଭ ହୋଇଯାଇଛି । ... -
ମତଦାନ ସରିଲା, କାହାର ହେବ ସରକାର ?
ପ୍ରସାଦ ରାଓ ନୂଆଦିଲ୍ଲୀ/ଜୁନ ୦୧ ଦେଶରେ ୧୮ତମ ଲୋକସଭା ପାଇଁ ମତଦାନ ଆଜି ଶେଷ ହୋଇଛି । ସାତ ପର୍ଯ୍ୟାୟ ବିଶିଷ୍ଟ ଏହି ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଆଜି ସାତଟି ... -
ଶେଷ ପର୍ଯ୍ୟାୟ ଭୋଟରେ ମନମୋହନଙ୍କ ଚିଠି !
ପ୍ରସାଦ ରାଓ ନୂଆଦିଲ୍ଲୀ/ମଇ ୩୦ ୨୦୨୪ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଶନିବାର (ଜୁନ ୦୧ ତାରିଖ) ହେବାକୁ ଯାଉଛି । ଆଜି ନିର୍ବାଚନ ପ୍ରଚାରର ଶେଷ ଦିନ ଥିବା ବେଳେ ... -
ଜୁନ ୦୨ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲକୁ ଫେରିବେ
ପ୍ରସାଦ ରାଓ ମଇ ୨୮ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ ସୁପ୍ରିମ କୋର୍ଟରୁ ମେ’ ୧୦ ତାରିଖରେ ମିଳିଥିବା ୨୧ ଦିନିଆ ଅନ୍ତରୀଣ ଜାମିନକୁ ଆଉ ସାତ ... -
ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ, ବିଜେପିର ଶେଷ ପ୍ରହାର..
ପ୍ରସାଦ ରାଓ ଭୁବନେଶ୍ୱର/ମଇ ୨୮ ଲୁହା ଗରମ ଥିବା ସମୟରେ କମାର ତାହାକୁ ଇଚ୍ଛା ମୁତାବକ ରୂପ ଦେବା ପାଇଁ ଶେଷ ପ୍ରହାର କରିଥାଏ । ଆଜି ଓଡ଼ିଶା ରାଜନୀତି ସେଭଳି ଏକ ... -
ବିଭବ କୁମାରଙ୍କ ଜାମିନ ଆବେଦନ ଖାରଜ, ସ୍ୱାତୀ ମାଲିୱାଲ ମାମଲା ଦିନକୁ ଦିନ ରୋଚକ ହେଉଛି
ପ୍ରସାଦ ରାଓ ନୂଆଦିଲ୍ଲୀ/ମଇ ୨୭ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସରକାରୀ ବାସଭବନରେ ମେ’ ୧୩ ତାରିଖ ଦିନ ଘଟିଥିବା ସ୍ୱାତୀ ମିଲିୱାଲ-ବିଭବ କୁମାର ହାତାହାତି ଘଟଣା ଦିନକୁ ଦିନ ରୋଚକ ହେବାରେ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS