Editor’s story
-
‘ରାଣୀ’ କେବେ କଣ ‘ମନ୍ତ୍ରୀ’ ହୁଅନ୍ତି !
ପ୍ରସାଦ ରାଓ ଭୁବନେଶ୍ୱର ଫେବୃୟାରୀ ୧୦ ଜଣେ ରାଣୀ କେବେ କଣ ମନ୍ତ୍ରୀ ହୁଅନ୍ତି ! – ଏହା ଥିଲା ଗଂଜାମ ଜିଲ୍ଲା ଖଲ୍ଲିକୋଟ ଓ କବିସୂର୍ଯ୍ୟ ନଗରର ପୂର୍ବତନ ବିଧାୟିକା ତଥା ... -
ମୋଦୀଙ୍କ ‘ଭାରତ ରତ୍ନ’ ବର୍ଷା: କର୍ପୁରୀ, ଆଡଭାନୀ ପରେ ପିଭି, ଚରଣ ଓ ସ୍ୱାମୀନାଥନ
ପ୍ରସାଦ ରାଓ ନୂଆଦିଲ୍ଲୀ/ଫେବୃୟାରୀ ୦୯ ୨୦୨୪ ସାଧାରଣ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ‘ଭାରତ ରତ୍ନ’ର ବର୍ଷା ଚାଲିଛି । ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ... -
ଶରଦ ପାୱାର ନୂଆ ଦଳ କରିବେ ?
ପ୍ରସାଦ ରାଓ ନୂଆଦିଲ୍ଲୀ/ଫେବୃୟାରୀ ୦୭ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ କର୍ତ୍ତୃତ୍ୱରେ ଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଗୋଷ୍ଠୀ ହିଁ ହେଉଛି ‘ପ୍ରକୃତ’ ଏନସିପି ବୋଲି ଭାରତୀୟ ନିର୍ବାଚନ ଆୟୋଗ ... -
୧୭ରେ ଦିଲ୍ଲୀ କୋର୍ଟରେ ହାଜର ହେବେ ମୁଖ୍ୟମନ୍ତ୍ରୀ କେଜରୀୱାଲ !
ପ୍ରସାଦ ରାଓ ନୂଆଦିଲ୍ଲୀ/ଫେବୃୟାରୀ ୦୭ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଏକ ଆବେଦନକୁ ବିଚାରକୁ ନେଇ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଆଜି ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ... -
ମେୟର ନିର୍ବାଚନ – ସୁପ୍ରିମ କୋର୍ଟରେ ବିଜେପି ମୁଖା ଖୋଲି ଗଲା ?
ପ୍ରସାଦ ରାଓ ଫେବୃୟାରୀ ୦୬ ଗତ ମାସ ଶେଷ ଆଡକୁ ହୋଇଥିବା ଚଣ୍ଡିଗଡ଼ ମହାନଗର ନିଗମ ମେୟର ନିର୍ବାଚନରେ ଯେ ଜାଲିଆତି ହୋଇଛି, ତାହା ଗତକାଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ... -
ଆସ୍ଥା ଭୋଟରେ ଚଂପାଇଙ୍କ ବିଜୟ, ବିଧାନସଭାରୁ ବିଜେପିକୁ ଟାର୍ଗେଟ କଲେ ହେମନ୍ତ ସୋରେନ
ପ୍ରସାଦ ରାଓ ରାଂଚି/ଫେବୃୟାରୀ ୦୫ ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚଂପାଇ ସୋରେନ ରାଜ୍ୟ ବିଧାନସଭାରେ ନିଜ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ, ଜାନୁୟାରୀ ୩୧ ତାରିଖରେ ... -
ମିତ୍ରତାର ଅନନ୍ୟ ଉଦାହରଣ…
ପ୍ରସାଦ ରାଓ ଫେବୃୟାରୀ ୦୪/୨୪ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (୩ତାରିଖ) ଦିନ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାଂପସ୍ ଉଦ୍ଘାଟନ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ମିତ୍ର’ ... -
ଆଡଭାନୀଙ୍କୁ ‘ଭାରତ ରତ୍ନ’ ମୋଦୀଙ୍କ ଗୁରୁ ଦକ୍ଷିଣା !
ପ୍ରସାଦ ରାଓ ନୂଆଦିଲ୍ଲୀ/ଫେବୃୟାରୀ ୦୩/୨୪ ୨୦୧୪ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ବିଜେପିରେ ଏକପ୍ରକାର କୋଣଠେସା ହୋଇ ରହିଥିବା ବର୍ଷିଆନ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ... -
ରାଜ୍ୟସଭାରେ ଝାଡଖଣ୍ଡ ତାତି : ରାଜ୍ୟପାଳଙ୍କୁ ବିରୋଧ, ବିରୋଧୀ ସାଂସଦଙ୍କ କକ୍ଷତ୍ୟାଗ
ପ୍ରସାଦ ରାଓ ଫେବୃୟାରୀ ୦୨/୨୪ ରାଜ୍ୟସଭାରେ ଆଜି ଝାଡଖଣ୍ଡ ତାତି ଦେଖିବାକୁ ମିଳିଛି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟପାଳ ତୁରନ୍ତ ଜଣେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ ନକରି ବା ଜଣେ ... -
ନିମନ୍ତ୍ରଣ ଅପେକ୍ଷାରେ ଚଂପେଇ, ବିବାଦରେ ଝାଡଖଣ୍ଡ ରାଜ୍ୟପାଳ !
ପ୍ରସାଦ ରାଓ ଫେବୃୟାରୀ ୦୧/୨୪ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଅଣ-ବିଜେପି ଶାସିତ ରାଜ୍ୟର ରାଜ୍ୟପାଳମାନେ କେନ୍ଦ୍ର ସରକାରଙ୍କ ହାତବାରିସି ସାଜି ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ଶିଂଗ ଲଢେଇରେ ମାତିବା କିଛି ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS