Editor’s story
-
୨୦୨୪ ଗ୍ରୀଷ୍ମରେ ବିଶ୍ୱ ତାପାୟନ ସ୍ୱାଭାବିକରୁ ଅଧିକ ରହିବ, ଓଡ଼ିଶା, ଗୁଜରାଟରେ ମାର୍ଚ୍ଚରେ ୪୦ ଡିଗ୍ରୀ ତାତି ସମ୍ଭାବନା ?
ପ୍ରସାଦ ରାଓ ଜାନୁୟାରୀ ୨୧ ଚଳିତ ବର୍ଷ ଗ୍ରୀଷ୍ମରେ ତାତି ଅସହ୍ୟ ହୋଇପାରେ । ଏଭଳି ସମ୍ଭାବନା ପ୍ରକାଶ କରିଛନ୍ତି ପରିବେଶ ବିଜ୍ଞାନୀ ତଥା ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) ପରିବେଶ ମନିଟରିଂ ... -
ସରକାରୀ ବାସଭବନରୁ ବେଦଖଲ ହେଲେ ମହୁଆ ମୈତ୍ର
ପ୍ରସାଦ ରାଓ ଜାନୁୟାରୀ ୧୯ ଲୋକସଭାରେ ‘ଆଦାନୀ ଗୃପ୍’ ବିରୋଧରେ ପ୍ରଶ୍ନ ପଚାରିବା ପାଇଁ ଦର୍ଶନ ହୀରାନନ୍ଦାନି ନାମକ ଜଣେ ବ୍ୟବସାୟୀଙ୍କଠାରୁ ନଗଦ ଓ ମୂଲ୍ୟବାନ ସାମଗ୍ରୀ ଆକାରରେ ଏକାଧିକ କୋଟି ଟଙ୍କା ... -
ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହ ସ୍ଥାପିତ
ପ୍ରସାଦ ରାଓ ଜାନୁୟାରୀ ୧୯ ସୋମବାର (୨୨ ତାରିଖ) ଅଯୋଧ୍ୟାର ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବା କାର୍ଯ୍ୟକ୍ରମ ଥିବା ବେଳେ ଗୁରୁବାର ଦିନ ମନ୍ଦିର ଗର୍ଭଗୃହରେ ... -
ଗୁଜରାଟ ‘ମିଛ ଏନକାଉଂଟର’ ପୁରୁଣା ପେଡି ଖୋଲିବାକୁ ଯାଉଛି !
ପ୍ରସାଦ ରାଓ ଜାନୁୟାରୀ ୧୮ ଗୁଜରାଟରେ ୨୦୦୨ରୁ ୨୦୦୬ ମଧ୍ୟରେ ହୋଇଥିବା ମିଥ୍ୟା ଏନକାଂଟର ସବୁର ତଦନ୍ତ କରାଯିବା ପାଇଁ ୨୦୦୭ରେ ବରିଷ୍ଠ ସାମ୍ବାଦିକ ବି.ଜି.ଭର୍ଗିଜ, ଗୀତିକାର ଜାଭେଦ ଅକ୍ତାର ଓ ଅଭିନେତ୍ରୀ ... -
ଭାଇକୁ ହରାଇବା ପାଇଁ ଭଉଣୀ ‘ଅସ୍ତ୍ର’ ! ଶର୍ମିଲା ହେଲେ ଆନ୍ଧ୍ର କଂଗ୍ରେସ ମୁଖ୍ୟ
ପ୍ରସାଦ ରାଓ ଜାନୁୟାରୀ ୧୬ ରାଜନୀତିରେ ସବୁ କିଛି ସମ୍ଭବ । ଏହା ପ୍ରତିପାଦିତ କରିବାକୁ ଯାଇ କଂଗ୍ରେସ ଆଜି ୱାଇ.ଏସ.ଶର୍ମିଲାଙ୍କୁ ଆନ୍ଧ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଯୁକ୍ତି କରିଛି । ... -
ଅଶ୍ୱିନୀ ବାଲେଶ୍ୱର ନୁହେଁ, କଟକରୁ ପ୍ରାର୍ଥୀ ହୋଇପାରନ୍ତି !
ପ୍ରସାଦ ରାଓ ଜାନୁୟାରୀ ୧୫ ୨୦୨୪ ଲୋକସଭା ନିର୍ବାଚନରେ ସେ ଓଡ଼ିଶାର ବାଲେଶ୍ୱର ଆସନରୁ ପ୍ରାର୍ଥୀ ହେଉ ନାହାନ୍ତି ବୋଲି କେନ୍ଦ୍ର ରେଳବାଇ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ବାଲେଶ୍ୱରରେ ... -
ଅଯୋଧ୍ୟା ରାମ ମନ୍ଦିର, ରାଜନୀତି ଓ ଚାରି ଶଙ୍କରାଚାର୍ଯ୍ୟ …
ପ୍ରସାଦ ରାଓ ଜାନୁୟାରୀ ୧୪ ସନାତନ ଧର୍ମର ସର୍ବମାନ୍ୟ ଗୁରୁ ହେଉଛନ୍ତି ଚାରି ଶଙ୍କରାଚାର୍ଯ୍ୟ । ସେମାନଙ୍କ ଉପଦେଶ ଓ ଉପସ୍ଥିତି ବିନା ଯେକୌଣସି ଧାର୍ମିକ କାର୍ଯ୍ୟ ଅଧୁରା ବୋଲି ବିଚାର କରାଯାଇଥାଏ ... -
ଖାର୍ଗେ ହେଲେ ବିରୋଧୀ ମେଂଟ ଅଧ୍ୟକ୍ଷ; ମମତା, ଅଖିଳେଶ ବୈଠକରେ ଯୋଗ ଦେଲେନି
ପ୍ରସାଦ ରାଓ ନୂଆଦିଲ୍ଲୀ ଜାନୁୟାରୀ ୧୩ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ମହାସମର ପାଇଁ ପ୍ରସ୍ତୁତ ହେଉଥିବା ବିରୋଧୀ ମେଂଟ ‘ଇଣ୍ଡିଆ’ର ନେତୃତ୍ୱ ନେବେ ଏଆଇସିସି ସଭାପତି ମଲ୍ଲିକାଜ୍ଜୁନ ଖାର୍ଗେ । ... -
ଧର୍ମ ସଂକଟରେ ଶିବସେନା ଉଦ୍ଧବ ଗୋଷ୍ଠୀ ବିଧାୟକ !
ପ୍ରସାଦ ରାଓ ଜାନୁୟାରୀ ୧୨/୨୦୨୪ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରୱେକର ବୁଧବାର ଦିନ ଶିବସେନା ବିବାଦ ଉପରେ ନିଜର ରାୟ ଶୁଣାଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀକୁ ‘ପ୍ରକୃତ ଶିବସେନା’ ବୋଲି ... -
ତେଜୁଛି ରାମଙ୍କୁ ନେଇ ରାଜନୀତି !
ପ୍ରସାଦ ରାଓ ଜାନୁୟାରୀ ୧୧/୨୦୨୪ ଗତ ବର୍ଷ ନୂଆଦିଲ୍ଲୀରେ ନୂତନ ସଂସଦ ଭବନ ଉଦ୍ଘାଟନ ସମୟରେ ଯେଭଳି ରାଜନୈତିକ ହଟ୍ଟଚମଟ ସୃଷ୍ଟି ହୋଇଥିଲା ଠିକ୍ ସେହିଭଳି ହଟ୍ଟଚମଟ ଆସନ୍ତା ୨୨ ତାରିଖ ଅଯୋଧ୍ୟାରେ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS