Editor’s story
-
ଉପ ରାଷ୍ଟ୍ରପତି ଭୋଟ ସରିଲା, ଧନକର ନିର୍ବାଚିତ ହେବା ନିଶ୍ଚିତ
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୦୬ ଗତ ଜୁଲାଇରେ ଅନୁଷ୍ଠିତ ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପରି ଆଜି ହେଉଥିବା ଦେଶର ଉପ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଏକାପାଖିଆ ହେଉଥିବା ଅତି ସ୍ପଷ୍ଟ ... -
‘ମାଗଣା’ ବଂଟା ପ୍ରତିଶ୍ରୁତି – ଶାସକ ଓ ବିରୋଧୀ
ପ୍ରସାଦ ରାଓ ଅଗଷ୍ଟ ୦୪ ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଜନତାକୁ ‘ମାଗଣା’ରେ ସବୁ କିଛି ଦେବାର ପ୍ରତିଶ୍ରୁତି ଦେଇ ମନ ଜିଣିବାର ପ୍ରୟାସ କରିଥା’ନ୍ତି । ତାହା ବାସ୍ତବିକ ହେଉ ବା ... -
‘ହେରାଲ୍ଡ ହାଉସ୍’ରେ ଇଡ଼ି ଚଢାଉ, କଂଗ୍ରେସ କ୍ଷୁବ୍ଧ
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୦୨ ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ନିକଟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ମାରାଥନ ଜେରା ... -
‘ଚିଟ୍ ଫଣ୍ଡ୍’ ମହାଦୁର୍ନୀତିର ତଦନ୍ତରେ ଶିଥିଳତା ପାଇଁ ଦାୟି କିଏ ? ବିଜେଡ଼ି ନା ବିଜେପି ??
ପ୍ରସାଦ ରାଓ ଭୁବନେଶ୍ୱର ଅଗଷ୍ଟ ୦୧ କେନ୍ଦ୍ରରେ ଶାସନରେ ଥିବା ବିଜେପି ଓଡ଼ିଶା ସରକାରଙ୍କ ମୁଣ୍ଡରେ ‘ଚିଟ ଫଣ୍ଡ୍’ ମହାଦୁର୍ନୀତିର ଖଣ୍ଡା ଝୁଲାଇ ରଖିଛି ଏବଂ ବିଭିନ୍ନ ସମୟରେ ସରକାରଙ୍କୁ ଡରାଇବା ପାଇଁ ... -
ନିଜ ଗୋଡରେ କୁରାଢୀ ମାରୁଛି କଂଗ୍ରେସ ?
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୩୦ ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରି କଂଗ୍ରେସ ଦଳର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ ନିଜେ ଅଡୁଆରେ ପଡିବା ସହ ଦଳକୁ ଅଡୁଆରେ ... -
ଚେନ୍ନାଇରୁ ଫେରିଲେ ବାବୁସାନ୍: କାହା ସାଥ୍ ଦେବେ ? ପତ୍ନୀ ବା ବାନ୍ଧବୀ ??
ପ୍ରସାଦ ରାଓ ଭୁବନେଶ୍ୱର ଜୁଲାଇ ୨୭ ଚେନ୍ନାଇରୁ ଆଜି ଭୁବନେଶ୍ୱର ଫେରିଛନ୍ତି ଓଲିଉଡ୍ ଅଭିନେତା ତନ୍ମୟ ମହାନ୍ତି ଓରଫ ବାବୁସାନ୍ । ବିମାନ ବନ୍ଦରରେ ଉପସ୍ଥିତ ଥିବା କିଛି ନିଜ ଲୋକ ତାଙ୍କୁ ... -
୧୯ ରାଜ୍ୟସଭା ସାଂସଦ ନିଲମ୍ବିତ
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୨୬ ସପ୍ତାହେ ହେଲା ସଂସଦରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଚାଲିଛି । ଫଳରେ, ଅଚଳବାସ୍ଥା ସୃଷ୍ଟି ହୋଇଛି । ସୋମବାର ଦିନ ଲୋକସଭାରେ ବିଶୃଙ୍ଖଳା ... -
୨୦୨୪ ମଧ୍ୟ ବିଜେପିର ?
ପ୍ରସାଦ ରାଓ ଭୁବନେଶ୍ୱର ଜୁଲାଇ ୨୩ ୨୦୨୨ ଜୁଲାଇରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନ ମାଧ୍ୟମରେ ବିଜେପି ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାହାର ରଣନୀତି ଘୋଷଣା କରି ସାରିଥିବା ରାଜନୈତିକ ମହଲରେ ଆଲୋଚନା ... -
ସୋନିଆଙ୍କୁ ଇଡ଼ିର ତିନି ଘଂଟା ଜେରା
ପ୍ରସାଦ ରାଓ ଜୁଲାଇ ୨୧ ‘ନ୍ୟାସନାଲ ହେରାଲ୍ଡ’ ସମ୍ବାଦପତ୍ର ସହ ସଂପୃକ୍ତ ଏକ ଅର୍ଥ ଲେଣଦେଣ (ମନିଲଂଡରିଂ) ମାମଲାରେ ଆଜି ଇଡ଼ି (ପ୍ରବର୍ତ୍ତନ ନିର୍ଦେଶାଳୟ) କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦୀର୍ଘ ... -
‘ଆପ୍’ କ୍ଷମତା ଆସିଲେ ଗୁଜରାଟରେ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଜୁଳି !
ପ୍ରସାଦ ରାଓ ଜୁଲାଇ ୨୧ ପଂଜାବ ଭଳି ଗୁଜରାଟରେ ‘ଆପ୍’ ବିପୁଳ ସଂଖ୍ୟାରେ ଜନମତ ପାଇ କ୍ଷମତାକୁ ଆସିଲେ ରାଜ୍ୟର ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS