Editor’s story
-
‘ପାଣ୍ଡିଆନ’ ପ୍ରସଙ୍ଗ ପଛକୁ ଗଲା, ‘ଡାଲି’କୁ ନେଇ ବିଧାନସଭା ଅଚଳ !
ପ୍ରସାଦ ରାଓ ଭୁବନେଶ୍ୱର/ସେପ୍ଟେମ୍ବର ୩୦ ଓଡ଼ିଶା ବିଧାନସଭାରେ ‘ପାଣ୍ଡିଆନ’ ପ୍ରସଙ୍ଗ ପରେ ଏବେ ‘ଡାଲି’ ରାଜନୀତି ସରକାରଙ୍କୁ ଅଡୁଆରେ ପକାଇଛି । ରାଜ୍ୟରେ ବିଧାନସଭା ନିର୍ବାଚନ ପାଖଉ ଥିବାରୁ ବିଜେପି ସରକାର ବିରୋଧରେ ... -
ବଦଳୁଛି ବିଜେପିର ନିର୍ବାଚନ ରଣନୀତି ?
ପ୍ରସାଦ ରାଓ ଭୁବନେଶ୍ୱର/ସେପ୍ଟେମ୍ବର ୨୮ ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ୨୦୨୪ ନିର୍ବାଚନରେ ବିଜେଡ଼ିକୁ ପରାଜିତ କରି କ୍ଷମତାକୁ ଆସିବ ବୋଲି ଦାବି କରୁଥିବା ବେଳେ ଦଳର ମୁଖ୍ୟମନ୍ତ୍ରୀ ମୁହଁ ... -
ବାଘକୁ ଫାଗର ‘ଭୟ’ !
ପ୍ରସାଦ ରାଓ ଭୁବନେଶ୍ୱର/ସେପ୍ଟେମ୍ବର ୨୭ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଧାନସଭାକୁ ଯାଇ ‘ପାଣ୍ଡିଆନ ପ୍ରସଙ୍ଗ’ରେ ନିଜ ଆଡୁ ବିବୃତି ରଖିବା ପରେ ବିରୋଧୀ ତାହାର ସମାଲୋଚନା କରୁଥିଲେ ... -
କଂଗ୍ରେସକୁ ମୋଦୀଙ୍କ ‘ଅର୍ବାନ ନକ୍ସଲ’ ଆକ୍ଷେପ, ଏମଏଚଏକୁ ଜବାବ ମାଗିଲା ଟିଏମସି
ପ୍ରସାଦ ରାଓ ସେପ୍ଟେମ୍ବର ୨୬ ଗତକାଲି ମଧ୍ୟପ୍ରଦେଶର ଭୋପାଳଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ‘କାର୍ଯ୍ୟକର୍ତ୍ତା ମହାକୁମ୍ଭ’କୁ ସମ୍ବୋଧିତ କରି କଂଗ୍ରେସକୁ ‘କଳଙ୍କିଲଗା ଲୁହା’ ଏବଂ ଦଳ ନେତାଙ୍କ ଦ୍ୱାରା ନୁହେଁ, ବାହାରୁ ... -
ମହିଳା ଆରକ୍ଷଣ ବିଲ୍ ଏବେ ବିଜେପିର ମୁଖ୍ୟ ଆୟୁଧ !
ପ୍ରସାଦ ରାଓ ସେପ୍ଟେମ୍ବର ୨୫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସଂସଦର ଗତ ସ୍ୱତନ୍ତ୍ର ଅଧିବେଶନରେ ମହିଳା ଆରକ୍ଷଣ ବିଲ୍ ପାରିତ କରାଇଛନ୍ତି । ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳଙ୍କ ସମର୍ଥନରେ ... -
ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ – ତାଙ୍କରି ନିର୍ଦେଶରେ ସିଏମଓ ଜିଲ୍ଲା ଗସ୍ତ କରିଛନ୍ତି, ଅଭିଯୋଗ ଶୁଣାଣୀ ଓ ସମାଧାନ କରିଛନ୍ତି
ପ୍ରସାଦ ରାଓ ଭୁବନେଶ୍ୱର/ସେପ୍ଟେମ୍ବର ୨୫ କିଛି ଦିନ ହେଲା ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ତୋଫାନୀ ହେଲକପଟର୍ ଗସ୍ତକୁ ବିରୋଧୀ କଡା ସମାଲୋଚନା କରୁଥିଲେ । ପାଣ୍ଡିଆନ ‘ଛାୟା ମୁଖ୍ୟମନ୍ତ୍ରୀ’ ସାଜି ହେଲିକପଟରରେ ଜିଲ୍ଲାୱାରୀ ... -
ସମସ୍ତଙ୍କ ଗୋଟିଏ ପ୍ରଶ୍ନ – ଆଗକୁ କଣ ହେବ ?
ପ୍ରସାଦ ରାଓ ଭୁବନେଶ୍ୱର ସେପ୍ଟେମ୍ବର ୨୪ ଏବେ ସବୁଠି ଗୋଟିଏ ପ୍ରଶ୍ନ ହେଉଛି, ଆଗକୁ କଣ ହେବ ? ବିଜେଡ଼ିରୁ ବହିଷ୍କୃତ ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ବିରୋଧରେ ଓଡ଼ିଶା ପୁଲିସ ... -
ମହିଳା ଖୁସି, କିନ୍ତୁ ଅପେକ୍ଷା କରିବାକୁ ପଡିବ ୨୦୨୯ ପର୍ଯ୍ୟନ୍ତ !
ପ୍ରସାଦ ରାଓ ନୂଆଦିଲ୍ଲୀ/ସେପ୍ଟେମ୍ବର ୨୧ କେନ୍ଦ୍ର ସରକାର ସଂସଦର ଏକ ପାଂଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକି ଗତକାଲି ଲୋକସଭାରେ ଉପସ୍ଥାପନ କରିଥିବା ‘ନାରୀ ଶକ୍ତି ବନ୍ଦନା ଅଧିନିୟମ,୨୦୨୩’ ଗତକାଲି ବହୁମତରେ ପାରିତ ... -
କିଏ କାହା ମୁହଁରେ କଳା ବୋଳୁଛି ? ସୌମ୍ୟ ନା ପାଣ୍ଡିଆନ ??
ପ୍ରସାଦ ରାଓ ଭୁବନେଶ୍ୱର ସେପ୍ଟେମ୍ବର ୧୯ ଅଭିଯୋଗ ହେଉଛି ଋଣ ଜାଲିଆତି । ଇଷ୍ଟର୍ଣ୍ଣ ମିିଡ଼ିଆ ଗୃପ୍ ଅଧ୍ୟକ୍ଷ, ‘ସମ୍ବାଦ’ ସଂପାଦକ ତଥା ଶାସକ ବିଜେଡ଼ି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ (ଖଣ୍ଡପଡା) ... -
ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବଳୟ ବ୍ୟବସ୍ଥାର ରହସ୍ୟ କଣ ?
ପ୍ରସାଦ ରାଓ ଭୁବନେଶ୍ୱର/ସେପ୍ଟେମ୍ବର ୧୮ ସମଗ୍ର ଦେଶ ଜାଣେ ଓଡ଼ିଶା ହେଉଛି ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ରାଜ୍ୟରେ ଏପର୍ଯ୍ୟନ୍ତ ଆଂତକବାଦ ବା ଉଗ୍ରବାଦର ଛାଇ ପଡି ନାହିଁ । କାଁ ଭାଁ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS