Editor’s story
-
‘ମୋଦୀ ସାଂଗିଆ’ ମାମଲା, ଗୁଜରାଟ ହାଇକୋର୍ଟରୁ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି
ପ୍ରସାଦ ରାଓ ନୂଆଦିଲ୍ଲୀ/ଜୁଲାଇ ୦୭ ଯାହା ଅନୁମାନ କରାଯାଉଥିଲା ସେଭଳି ହିଁ ହୋଇଛି । ‘ମୋଦୀ ସାଂଗିଆ’କୁ ନେଇ କର୍ଣ୍ଣାଟକର କୋଲାରଠାରେ ୨୦୧୯ରେ ଆୟୋଜିତ ଏକ ନିର୍ବାଚନ ସଭାରେ ଅରୁଚିକର ମନ୍ତବ୍ୟ ଦେଇଥିବା ... -
ମହାରାଷ୍ଟ୍ରରେ ବିଜେପିର କ୍ଷମତା ଖେଳ…
ପ୍ରସାଦ ରାଓ ଜୁଲାଇ ୦୬ ମହାରାଷ୍ଟ୍ରରେ ଏବେ ଯେଉଁ ଖେଳ ଚାଲିଛି ତାହା କ୍ଷମତାକୁ ଜାବୁଡି ରଖିବା ପାଇଁ ବିଜେପିର ଏକ ‘କୁଟନୈତିକ ଖେଳ’ କହିବା ଅତ୍ୟୁକ୍ତି ହେବ ନାହିଁ । ୨୦୧୯ ... -
ମହାରାଷ୍ଟ୍ର ପରେ ବିହାର ପାଳି ?
ପ୍ରସାଦ ରାଓ ଜୁଲାଇ ୦୪ ୨୦୨୪ ଲୋକସଭା ନିର୍ବାଚନକୁ ଆଖିରେ ରଖି ବିଜେପି ଯେଉଁ ରାଜନୈତିକ ଗୋଟି ଚଳାଇବା ଆରମ୍ଭ କରିି ତାହାର ସଦ୍ୟ ଶିକାର ହୋଇଛି ମହାରାଷ୍ଟ୍ରର ଅନ୍ୟତମ ପ୍ରମୁଖ ରାଜନୈତିକ ... -
ମହାରାଷ୍ଟ୍ରରେ ଓଲଟପାଲଟ, ଅଜିତ ପାୱାର ସିନ୍ଧେ ସରକାରରେ ସାମିଲ !
ପ୍ରସାଦ ରାଓ ଜୁଲାଇ ୦୨ ମହାରାଷ୍ଟ୍ର ରାଜନୀତି ପୁଣି ଥରେ କଡ ଲେଉଟାଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ସମସ୍ତ ବିଜେପି ବିରୋଧୀ ରାଜନୈତିକ ଦଳମାନଙ୍କୁ ଗୋଟିଏ ଛାତ ତଳେ ... -
ମୌସୁମୀ ଅଧିବେଶନ ୨୦ରୁ ଆରମ୍ଭ, ୟୁସିସି ଓ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ସଂସଦ ସରଗରମ ହେବା ନିଶ୍ଚିତ
ପ୍ରସାଦ ରାଓ ଜୁଲାଇ ୦୧ ଆସନ୍ତା ୨୦ ତାରିଖରୁ ସଂସଦର ମୌସୁମୀ ଅଧିବଶନ ଆରମ୍ଭ ହେବ । ପୁରୁଣା ସଂସଦ ଭବନରେ ଏହି ଅଧିବେଶନ ଆରମ୍ଭ ହେଲେ ମଧ୍ୟ ଅଧିବେଶନର ମଧ୍ୟଭାଗରେ ନୂତନ ... -
କଳା ପୋଷାକ ଓ କଳା ବେଲୁନକୁ ଓହ୍ଲାଇ ପଡିଲେ ବିରୋଧୀ !
ପ୍ରସାଦ ରାଓ ଭୁବନେଶ୍ୱର/ଜୁନ ୨୯ ରାଜ୍ୟବାସୀ ଶାସକ ଦଳ ନେତାଙ୍କ ବିରୋଧରେ ବିରୋଧୀ ରାଜନୈତିକ ପ୍ରଦର୍ଶନ କରୁଥିବା, କୁଶପୁତ୍ତଳିକା ଦାହ କରୁଥିବା ଦେଖିବାରେ ଅଭ୍ୟସ୍ତ ହୋଇସାରିଛନ୍ତି । ଯେତେବେଳେ ଯେଉଁ ରାଜନୈତିକ ଦଳ ... -
ମୋଦୀଙ୍କୁ ପ୍ରଶ୍ନ କରିଥିବା ସାମ୍ବାଦିକାଙ୍କୁ ଅନଲାଇନ୍ ନିର୍ଯ୍ୟାତନା ଦିଆଯାଉଛି !
ପ୍ରସାଦ ରାଓ ଜୁନ ୨୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ‘ହ୍ୱାଇଟ୍ ହାଉସ’ରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତରେ ଗଣତନ୍ତ୍ରକୁ ନେଇ ପ୍ରଶ୍ନ କରିଥିବା ‘ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ’ ... -
୨୦୨୪, ପ୍ରଧାନମନ୍ତ୍ରୀ ମୋଦୀ ଓ ବିରୋଧୀ ଏକତା…
ପ୍ରସାଦ ରାଓ ଜୁନ ୨୬ ୨୦୨୪ ଯେତିକି ପାଖୋଉଛି ଭାରତୀୟ ରାଜନୀତିରେ କୋଳାହଳ ସେତିକି ବଢୁଥିବା ଦେଖିବାକୁ ମିଳୁଛି । କୋଳାହଳର କାରଣ ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସାଧାରଣ ନିର୍ବାଚନରେ ... -
ବିରୋଧୀଙ୍କ ପାଟନା ବୈଠକ ସରିଲା, ପରବର୍ତ୍ତୀ ବୈଠକ ଜୁଲାଇରେ ସିମଲାରେ
ପ୍ରସାଦ ରାଓ ଜୁନ ୨୩ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆହ୍ୱାନକ୍ରମେ ପାଟନାଠାରେ ଆଜି ୧୬ଟି ବିରୋଧୀ ଦଳର ମିଳିତ ବୈଠକ ଅନୁଷ୍ଠିତ ହୋଇଛି । ଦୀର୍ଘ ଚାରି ଘଂଟା ଧରି ଏହି ... -
ନଡ୍ଡା ଦୋହରାଇଲେ ସେହି ପୁରୁଣା ପ୍ରଶ୍ନ – ‘ଓଡ଼ିଶାରେ କିଏ ସରକାର ଚଳାଉଛି ?’
ପ୍ରସାଦ ରାଓ ଭୁବନେଶ୍ୱର/ଜୁନ ୨୩ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଏକତା ଉଦ୍ୟମରୁ ନିଜକୁ ଦୂରେଇ ରଖି ପରୋକ୍ଷରେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ ପ୍ରତି ବିଜେଡ଼ିର ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS