Editor’s story
-
ଓଡ଼ିଶାରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ପ୍ରସାଦ ରାଓ ଭୁବନେଶ୍ୱର, ମାର୍ଚ୍ଚ ୨୧ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆଜି ଏଠାରେ ପହଂଚିଛନ୍ତି । ଆଜି ରାତିରେ ସେ ପୁରୀ ନିର୍ମାଣ ସଦନରେ ... -
ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢୁଛି ?
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୨୦ ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢୁଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଗତ ୨୪ ଘଂଟା ମଧ୍ୟରେ ... -
ଶାସକ ଦଳର ଚକ୍ରବ୍ୟୁହରେ ବିରୋଧୀ ନେତା !
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୧୮ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଲଣ୍ଡନ ଗସ୍ତ ଅବସରରେ କେମ୍ବିଜ ବିଶ୍ୱବିଦ୍ୟାଳୟରେ ଭାରତରେ ଗଣତନ୍ତ୍ରର ହନନ ଚାଲି ଥିବା ନେଇ ରଖିଥିବା ବକ୍ତବ୍ୟ ଉପରେ ... -
ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗକୁ ନେଇ ସିଜେଆଇଙ୍କ ଟିପ୍ପଣୀ ସମୟୋପଯୋଗୀ !
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୧୬ ୨୦୨୨ ଜୁନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମେଂଟ ସରକାରର ପତନରେ ତତ୍କାଳୀନ ରାଜ୍ୟପାଳଙ୍କ ଭୂମିକା ଅପରିଣାମଦର୍ଶୀ ଥିଲା, ଏକଥା ଗତକାଲି ସୁପ୍ରିମ କୋର୍ଟ ... -
ବିଧାୟକଙ୍କ ଆଗୁଆ ଜାମିନ ବାତିଲ ପାଇଁ କର୍ଣ୍ଣାଟକ ଲୋକାୟୁକ୍ତ ଗଲେ ସୁପ୍ରିମ କୋର୍ଟ
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୧୫ କର୍ଣ୍ଣାଟକରେ ଚାକିରୀଆ ପୁଅକୁ ମାଧ୍ୟମ କରି ଲାଂଚ ଗ୍ରହଣ କରୁଥିବା ଅଭିଯୋଗରେ ଲୋକାୟୁକ୍ତ ପୁଲିସ ହାତରେ ଧରା ପଡିଥିବା ବିଜେପି ବିଧାୟକ ମାଦାଲା ବିରୁପାକ୍ଷାପ୍ପା ଗିରଫକୁ ... -
ଲଣ୍ଡନ ବକ୍ତବ୍ୟ ପାଇଁ ରାହୁଲ କ୍ଷମା ମାଗିବା ଆବଶ୍ୟକ କି ?
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୧୪ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଦୁଇ ଦିନ ହେଲା ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ରାହୁଲ ନିକଟରେ ଲଣ୍ଡନ ଗସ୍ତରେ ଥିବା ସମୟରେ ... -
ସିବିଆଇ, ଇଡି, ଆଇଟି ଛାଟ ମଧ୍ୟ ବିରୋଧୀଙ୍କୁ ଏକାଠି କରିପାରୁନି ?
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୧୧ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମାହୋଲ ପ୍ରସ୍ତୁତ ଚାଲିଛି । କେନ୍ଦ୍ର ସରକାର ସିବିଆଇ, ଇଡି ଓ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ବ୍ୟବହାର କରି ... -
ସିସୋଦିଆଙ୍କ ଅଡୁଆ ବଢୁଛି, ଜାମିନ ଆବେଦନର ଶୁଣାଣୀ ୨୧ରେ
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୧୦ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ପରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଏବେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ବଢାଇଛି । ସିସୋଦିଆ ... -
ତଦନ୍ତରେ ଅଗ୍ରଗତି ନାହିଁ, ବିଧାନସଭା ଅଚଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ
ପ୍ରସାଦ ରାଓ ଭୁବନେଶ୍ୱର ମାର୍ଚ୍ଚ ୧୦/୨୩ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାର ୪୦ ଦିନ ବିତି ଗଲାଣି । କିନ୍ତୁ, ହତ୍ୟା ପଛରେ କିଏ ଏପର୍ଯ୍ୟନ୍ତ ଓଡ଼ିଶା କ୍ରାଇମ୍ ବ୍ରାଂଚ ... -
ଇଡିରେ ହାଜର ହେବାକୁ ଦିଲ୍ଲୀରେ ବିଆରଏସ୍ ବିଧାୟିକା କେ.କବିତା
ପ୍ରସାଦ ରାଓ ମାର୍ଚ୍ଚ ୦୯/୨୩ ମାର୍ଚ୍ଚ ୧୧ ତାରିଖ ଦିନ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟରେ) ହାଜର ହେବାକୁ ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିଧାୟିକା କନ୍ୟା କେ.କବିତା ସଂପ୍ରତ୍ତି ଦିଲ୍ଲୀରେ ଅଛନ୍ତି । ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS