Editor’s story
-
କେତେ ଦିନ ପାଇଁ ଏ ବ୍ୟବସ୍ଥା ?
ପ୍ରସାଦ ରାଓ ମେ’ ୨୨ ଦେଶରେ ସମସ୍ତ ପ୍ରକାର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ କେନ୍ଦ୍ର ବା ରାଜ୍ୟ ସରକାର କେହି ଶୁଣିବା ଅବସ୍ଥାରେ ନଥିଲେ । ... -
ବିହାରରେ ଜାତି-ଭିତ୍ତିକ ଜନଗଣନା ସପକ୍ଷରେ ନୀତୀଶ କୁମାର !
ପ୍ରସାଦ ରାଓ ମେ’ ୨୩ ଓଡ଼ିଶା ସମତେ ବିଭିନ୍ନ ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଜାତି-ଭିତ୍ତିକ ଜନଗଣନା ପାଇଁ ଦାବି ହୋଇ ଆସୁଥିବା ବେଳେ କେନ୍ଦ୍ର ସରକାର ତାହାକୁ ‘ବିଭାଜନ ସୃଷ୍ଟିକାରୀ’ ... -
ଚିନ୍ତନ ଶିବର ପରେ ମଧ୍ୟ କଂଗ୍ରେସରେ କିଛି ପରିବର୍ତ୍ତନ ଦିଶୁନି !
ପ୍ରସାଦ ରାଓ ମେ’ ୨୦ ରାଜସ୍ଥାନର ଉଦୟପୁରରେ ମେ’ ୧୩ରୁ ୧୫ ଯାଏଁ ଅନୁଷ୍ଠିତ କଂଗ୍ରେସର ‘ନବ ସଂକଳ୍ପ ଚିନ୍ତନ ଶିବିର’ ଏକ ‘ସ୍ୱାଭାବିକ କାର୍ଯ୍ୟକ୍ରମ’ ଥିଲା କି ଦଳର ପୁନରୁଦ୍ଧାର ସକାଶେ ... -
ସୀନା ବୋରା ହତ୍ୟାକାଣ୍ଡ, ସାଢେ ୬ ବର୍ଷ ପରେ ଇନ୍ଦ୍ରାଣୀଙ୍କ ଜାମିନ ମଂଜୁର
ପ୍ରସାଦ ରାଓ ମେ’ ୧୮ ୨୦୧୨ରେ ସାବାଳିକା ଝିଅ ସୀନା ବୋରାଙ୍କୁ ଗଳା ଚିପି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ଦୀର୍ଘ ସାଢେ ୬ ବର୍ଷ ହେଲା ଜେଲରେ ଥିବା ମୁଖ୍ୟ ... -
କଂଗ୍ରେସ ଚିନ୍ତନ ଶିବିର ସରିଲା, ପାର୍ଲାମେଂଟାରୀ ବୋର୍ଡ ପୁନଃ ପ୍ରତିଷ୍ଠା ପ୍ରସ୍ତାବ ଖାରଜ !
ପ୍ରସାଦ ରାଓ ମେ’ ୧୫ ରାଜସ୍ଥାନରେ ଉଦୟପୁରଠାରେ ମେ’ ୧୩ରୁ ଚାଲି ଥିବା କଂଗ୍ରେସର ତିନି ଦିନିଆ ‘ନବ ସଂକଳ୍ପ ଚିନ୍ତନ ଶିବିର’ ଆଜି ଶେଷ ହୋଇଛି । ଶିବିରରେ ‘ଜଣେ ବ୍ୟକ୍ତି, ... -
ମୁଣ୍ଡକା ଅଗ୍ନିକାଣ୍ଡ ହୃଦୟ ବିଦାରକ, ୨୭ ଶବ ଉଦ୍ଧାର ହେଲାଣି, ଦୁଇ ଗିରଫ, ଘର ମାଲିକ ଫେରାର
ପ୍ରସାଦ ରାଓ ମେ’ ୧୪ ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ରେଳ ଷ୍ଟେସନ ନିକଟରେ ଥିବା ଏକ ଚାରି ମହଲା ବିଶିଷ୍ଟ ବ୍ୟବସାୟିକ କଂପ୍ଲେକ୍ସରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଅତ୍ୟନ୍ତ ... -
ଉଦୟପୁରରେ କଂଗ୍ରେସର ତିନି ଦିନିଆ ‘ଚିନ୍ତନ ଶିବିର’ ଆରମ୍ଭ
ପ୍ରସାଦ ରାଓ ମେ’ ୧୩ କଂଗ୍ରେସର ତିନି ଦିନିଆ ‘ଚିନ୍ତନ ଶିବିର’ ରାଜସ୍ଥାନର ଉଦୟପୁରରେ ଶୁକ୍ରବାରରୁ ଆରମ୍ଭ ହୋଇଛି । ଏଆଇସିସି ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ପ୍ରାରମ୍ଭ ଦିବସରେ ଆଜି ସମସ୍ତ ... -
ଓଡ଼ିଶାର ୩ ଆସନ ସମେତ ୫୭ ରାଜ୍ୟସଭା ଆସନ ପାଇଁ ଭୋଟ ଜୁନ ୧୦ରେ
ପ୍ରସାଦ ରାଓ ଭୁବନେଶ୍ୱର ମେ’ ୧୨ ଓଡ଼ିଶାର ତିନି ସାଂସଦଙ୍କ ସମେତ ୧୫ଟି ରାଜ୍ୟର ୫୭ ଜଣ ରାଜ୍ୟସଭା ସାଂସଦ ଆସନ୍ତା ଜୁନରୁ ଅଗଷ୍ଟ ମାସ ମଧ୍ୟରେ ଅବସର ଗ୍ରହଣ କରୁଥିବାରୁ ସେସବୁ ... -
ରାହୁଲଙ୍କ ପାଇଁ ଓଡ଼ିଶା ହେବ ବଡ଼ ଚ୍ୟାଲେଂଜ ?
ପ୍ରସାଦ ରାଓ ଭୁବନେଶ୍ୱର ମେ’ ୧୧ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଓଡ଼ିଶା ହେବାକୁ ଯାଉଛି ବଡ଼ ଚ୍ୟାଲେଂଜ । ୨୨ ବର୍ଷ ହେଲା ଦଳ ଓଡ଼ିଶାରେ କ୍ଷମତାରେ ନାହିଁ । ... -
ଦେଶଦ୍ରୋହ ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମ କୋର୍ଟ
ପ୍ରସାଦ ରାଓ ମେ’ ୧୧ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶରେ କାର୍ଯ୍ୟକ୍ଷମ ଥିବା ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ ଉପରେ ଆଜି ରୋକ୍ ଲାଗାଇଛନ୍ତି ସୁପ୍ରିମ କୋର୍ଟ । ସ୍ୱାଧୀନତା ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS