Editor’s story
-
ନିର୍ବାଚନ କମିସନର୍ ଅଶୋକ ଲାଭାସାଙ୍କ ଇସ୍ତଫା, ଏଡ଼ିବି ଉପ ସଭାପତି ଭାବେ ଯୋଗ ଦେବେ
ନୂଆଦିଲ୍ଲୀ ମୋଅନୁଭବ.କମ୍ ଅଗଷ୍ଟ ୧୮ ଏସୀୟ ଉନ୍ନୟନ ବ୍ୟାଙ୍କ୍ (ଏଡ଼ିବି)ର ଉପ ସଭାପତି ଭାବେ ନିଯୁକ୍ତି ପାଇ ଥିବା ୬୨ ବର୍ଷ ବୟସ୍କ ଅଶୋକ ଲାଭାସା ଆଜି ଦେଶର ନିର୍ବାଚନ କମିସନର୍ ପଦରୁ ... -
ନେତ୍ରାନନ୍ଦଙ୍କ ମୃତ୍ୟୁ ପରେ କବର ଭିତରୁ ବାହାରିଲା ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା !
କୋରାପୁଟ ମୋଅନୁଭବ ମିଡ଼ିଆ ଅଗଷ୍ଟ ୧୭ ୨୦୧୩ ଅକ୍ଟୋବର ମାସରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଟିିକିରିରେ ଘଟି ଥିବା ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ଆଜି ପୁଣି ଥରେ ନିଆଁ ... -
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସଂକଟମୁକ୍ତ ନୁହନ୍ତି; ତେବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ମୋଅନୁଭବ ମିଡ଼ିଆ ନୂଆଦିଲ୍ଲୀ ଅଗଷ୍ଟ ୧୪ ନୂଆଦିଲ୍ଲୀସ୍ଥିତ ସେନା ବାହିନୀର ରିସର୍ଚ୍ଚ ଆଣ୍ଡ୍ ରେଫରାଲ୍ ହସପିଟାଲରେ ୪ ଦିନ ହେଲା ଚିକିତ୍ସାଧୀନ ଥିବା ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ... -
ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣା
ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାର ତଦନ୍ତ କରିବ କିଏ ? ମୁମ୍ବାଇ ପୁଲିସ୍ ନା ସିବିଆଇ ?? ଗୁରୁବାର ସୁପ୍ରିମ କୋର୍ଟ ଏହା ଉପରେ ନିଷ୍ପତ୍ତି ଶୁଣାଇବେ । ଆଜି ସୁପ୍ରିମ ... -
ମିଡ଼ିଆ ଯୁଦ୍ଧ…
ଭୁବନେଶ୍ୱର ୦୮ ଅଗଷ୍ଟ ମିଡ଼ିଆ ଯୁଦ୍ଧ… ଓଡ଼ିଶାରେ ମିଡ଼ିଆ ଯୁଦ୍ଧ କିଛି ନୂଆ ନୁହେଁ । ଏହି ଯୁଦ୍ଧ ସାଧାରଣ ଜନତା ପାଇଁ ନୁହେଁ, ନିଜ ପ୍ରତିପତ୍ତି ପାଇଁ । ରାଜ୍ୟରେ କଂଗ୍ରେସ ... -
ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା
ଭୁବନେଶ୍ୱର ଅଗଷ୍ଟ ୦୬ ଏବେ ଏହା Two States ନୁହେଁ, Three States ହେବାକୁ ଯାଉଛି । ମୂଳ ଲଢେଇ ବିହାର ଓ ମହାରାଷ୍ଟ୍ର ମଧ୍ୟରେ ହୋଇଥିବା ବେଳେ ପଶ୍ଚିମ ବଙ୍ଗ ମଧ୍ୟ ... -
ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା
ଅଗଷ୍ଟ ୦୪ ମୋ ଅନୁଭବ ମିଡ଼ିଆ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା, ସିବିଆଇ ତଦନ୍ତ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁପାରିଶ କଲେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍ରେଙ୍କୁ ଶକ୍ତ ... -
ଅଭିନେତା ସୁଶାନ୍ତ ସିଂହ ରାଜପୁତଂକ ଆତ୍ମହତ୍ୟା ମାମଲା
୦୩ ଅଗଷ୍ଟ: ଭୁବନେଶ୍ୱର ମୁମ୍ବାଇରେ ସଂଗରୋଧରେ ବିହାର ଆଇପିଏସ୍, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ରାଜନୈତିକ ମୋଡ଼ ନେଲାଣି ! ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଂକ ଆତ୍ମହତ୍ୟା ମାମଲା ... -
ରୋଚକ ମୋଡ଼ରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା
Bhubaneswar Dt: August, 02 ରୋଚକ ମୋଡ଼ରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା, କଙ୍ଗନାଙ୍କ ଅଭିଯୋଗ – ତାଙ୍କୁ ଡରାଇବାକୁ ଶୁକ୍ରବାର ରାତିରେ ଗୁଳି ଫୁଟା ଯାଇଛି । ଏବେ ହିମାଚଳ ... -
ପ୍ରବାସୀ ଶ୍ରମିକଙ୍କ ଫେରିବା ଆରମ୍ଭ ହେଲାଣି, ରାଜ୍ୟ ସରକାର ଟିକେ ଆଖି ଖୋଲନ୍ତୁ
ପ୍ରସାଦ ରାଓ ମୋଅନୁଭବ.କମ୍ ଭୁବନେଶ୍ୱର, ଜୁଲାଇ ୨୦ ସମଗ୍ର ଦେଶରେ କରୋନାର ଆତଙ୍କ ଛାଇ ରହି ଥିବା ବେଳେ ସର୍ବସ୍ୱ ହରାଇ ଦୁଃଖ କଷ୍ଟରେ ନିଜ ରାଜ୍ୟ ଓ ଘରକୁ ଫେରି ଥିବା ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS