Editor’s story
-
କୋଭିଡ଼ର ତୃତୀୟ ଲହରରେ ହସ୍ପିଟାଲାଇଜେସନ୍ ହାର ବଢିବ ?
ପ୍ରସାଦ ରାଓ ନୂଆଦିଲ୍ଲୀ ଜାନୁୟାରୀ ୧୦ ଦେଶରେ କୋଭିଡ଼ର ତୃତୀୟ ଲହରରେ ହସ୍ପିଟାଲାଇଜେସନ୍ ହାର ବର୍ତ୍ତମାନ ୫ରୁ ୧୦ ପ୍ରତିଶତ ଥିବା ଦେଖିବାକୁ ମିଳୁଛି । ତେବେ, ଏଥିରେ ଦୃତ ପରିବର୍ତ୍ତନ ହେଉଥିବା ... -
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତୃଟି ପ୍ରସଙ୍ଗ – ମୋଦୀ ବନାମ ବିରୋଧୀ… !
ପ୍ରସାଦ ରାଓ ଜାନୁୟାରୀ ୦୯ ବୁଧବାର (୫ତାରିଖ) ପଂଜାବର ଭାଟିଣ୍ଡା ନିକଟରେ ଯାହା ଘଟି ଗଲା ତାହା ଦେଶରେ ଚାଲି ଥିବା ‘ଘୃଣା ରାଜନୀତି’କୁ ଅଧିକ ଉଜାଗର କରିଛି । ଘଟଣା ଘଟିବା ... -
ପ୍ରଧାନମନ୍ତ୍ରୀଙ୍କୁ ଆଇଆଇଏମ୍ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ନିବେଦନ – ଘୃଣା ବେପାରୀଙ୍କ ବିରୋଧରେ ମୁହଁ ଖୋଲନ୍ତୁ…
ପ୍ରସାଦ ରାଓ ନୂଆଦିଲ୍ଲୀ ଜାନୁୟାରୀ ୦୮ କିଛି ହିନ୍ଦୁତ୍ୱବାଦୀ ନେତାଙ୍କ ଉତ୍ତେଜକ ଭାଷଣ ଓ ଜାତିଆଣ ହିଂସା ସୃଷ୍ଟି ଉଦ୍ୟମ ଦେଶର ଏକତା ଓ ଅଖଣ୍ଡତା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁ ... -
ପ୍ରଧାନମନ୍ତ୍ରୀ ସୁରକ୍ଷା ମାମଲା, ସୋମବାର ଯାଏଁ ତଦନ୍ତ ସ୍ଥଗିତ ରଖିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ
ପ୍ରସାଦ ରାଓ ନୂଆଦିଲ୍ଲୀ ଜାନୁୟାରୀ ୦୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଧବାର ପଂଜାବ ଗସ୍ତ ସମୟରେ ସୁରକ୍ଷା ତୃଟିକୁ ନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓ ପଂଜାବ ସରକାରଙ୍କ ଆଡୁ ଅଲଗା ... -
ସୁରକ୍ଷା ତୃଟି ନା ଆଉ କିଛି ?
ପ୍ରସାଦ ରାଓ ଜାନୁୟାରୀ ୦୬ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଧବାରର (୫ ତାରିଖ) ପଂଜାବ ଗସ୍ତ ସମୟରେ ଭଟିଣ୍ଡା-ଫିରୋଜପୁର ରାସ୍ତାରେ ଘଟି ଥିବା ଅଭବନୀୟ ଘଟଣା ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ... -
ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ, ବିଜେପି ଚେତିଲେ !
ପ୍ରସାଦ ରାଓ ଜାନୁୟାରୀ ୦୫ ଫେବୃୟାରୀ ଶେଷ ଆଡକୁ ୟୁପି ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଶାସକ ବିଜେପି ସମେତ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ସଂପୃକ୍ତ ରାଜ୍ୟଗୁଡିକରେ ... -
ଦେଶର ଛଅ ହଜାର ଏନଜିଓଙ୍କ ଏଫସିଆରଏ ଲାଇସେନ୍ସ ରଦ୍ଦ !
ପ୍ରସାଦ ରାଓ ଜାନୁୟାରୀ ୦୧ ନୂତନ ବର୍ଷର ପ୍ରାରମ୍ଭ ଦିବସରେ ଆଜି ଦେଶର ପାଖାପାଖି ଛଅ ହଜାର ଏନଜିଓଙ୍କ ଏଫସିଆରଏ ଲାଇସେନ୍ସ ବାତିଲ ହୋଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏହି ... -
ୟୁପି ବିଧାନସଭା ନିର୍ବାଚନ ଘୁଂଚିବନି !
ପ୍ରସାଦ ରାଓ ଡ଼ିସେମ୍ବର ୩୦ କୋଭିଡ଼ର ନୂଆ ପ୍ରଜାତି ‘ଓମିକ୍ରନ୍’ ଦେଶରେ ଦୃତ ଗତିରେ ବ୍ୟାପୁଛି । ୨୦୨୨ ଫେବୃୟାରୀ ମଧ୍ୟଭାଗ ସୁଦ୍ଧା ଏହା ଶୀର୍ଷ ଛୁଇଁବ ବୋଲି ସ୍ୱସ୍ଥ୍ୟ ବିଶେଷଜ୍ଞମାନେ ଆକଳନ ... -
ଜିଏସଟି ଚଢାଉକୁ ନେଇ ୟୁପି ରାଜନୀତି ସରଗରମ
ଡ଼ିସେମ୍ବର ୨୯ ଦୁହେଁ ହେଉଛନ୍ତି ଅତର ବ୍ୟବସାୟୀ । ଦୁହିଁଙ୍କ ନାମର ପ୍ରଥମ ଅକ୍ଷର ‘ପି’ରୁ ଆରମ୍ଭ ଏବଂ ସାଂଗିଆ ରହିଛି ‘ଜୈନ’ । ଜଣେ ହେଉଛନ୍ତି, ପିୟୁଷ ଜୈନ ଓ ଅନ୍ୟ ... -
ଚଣ୍ଡିଗଡ଼ ପୌର ପରିଷଦ ଦଖଲ କଲା ‘ଆମ୍ ଆଦମୀ ପାର୍ଟି’
ଚଣ୍ଡିଗଡ଼ ଡ଼ିସେମ୍ବର ୨୭ ୨୦୨୨ ପ୍ରାରମ୍ଭରେ ପଂଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତାହା ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ପଂଜାବ, ହରିୟାନା ରାଜଧାନୀ ଚଣ୍ଡିଗଡ଼ର ପୌର ନିର୍ବାଚନରେ ‘ଆମ୍ ଆଦମୀ ପାର୍ଟି’ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS