Editor’s story
-
ବାପା ଠକେଇ ଅଭିଯୁକ୍ତ, ଝିଅ ତଥାକଥିତ ପର୍ଯ୍ୟାବରଣ କର୍ମୀ !
ପ୍ରସାଦ ରାଓ ଭୁବନେଶ୍ୱର ଜୁନ ୦୯ ବାପା ଠକେଇ ଅଭିଯୁକ୍ତ । କିନ୍ତୁ, ଝିଅ ହେଉଛି ତଥାକଥିତ ପର୍ଯ୍ୟାବରଣ କର୍ମୀ । ଖବରଟି ନିଶ୍ଚିତ ଭାବେ ରୋଚକ । କାହାଣୀର ଆରମ୍ଭ ମଣିପୁରରୁ ... -
ଏହା ଥିଲା କଣ ଡ଼ୋମିନିକାରେ ଭାରତର ଏକ ‘ସର୍ଜିକାଲ୍ ଅପରେସନ୍’ ?
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁନ ୦୬ ଦେଶ ଦୁଇ ବର୍ଷ ପାଖାପାଖି ହେଲା କୋଭିଡ଼ ମହାମାରୀ ସହ ସଂଘର୍ଷ କରୁଛି । କୋଭିଡ଼ ପରିଚାଳନା ଓ ଦେଶରେ ଟିକାକରଣକୁ ନେଇ କେନ୍ଦ୍ର ସରକାର ... -
‘ପପୁ’ ରାଜନୀତି..
ପ୍ରସାଦ ରାଓ ଭୁବନେଶ୍ୱର ଜୁନ ୦୩ ‘ପପୁ’… ପୁରୁଣାକାଳୀଆ ନାଁଟିଏ ହେଲେ ମଧ୍ୟ ଅତି ଗେହ୍ଲାଳିଆ । କଲେଜରେ ପାଠ ପଢିବା ସମୟରେ ମୋ ବନ୍ଧୁଙ୍କ ମଧ୍ୟରୁ ଜଣେ ଦୁଇ ଜଣଙ୍କ ଡାକ ... -
ମୋଦୀଙ୍କୁ ତାଙ୍କରି ଭାଷାରେ ଜବାବ ଦେଲେ ମହୁଆ ମୈତ୍ର ?
ପ୍ରସାଦ ରାଓ ଭୁବନେଶ୍ୱର ମେ’ ୨୯ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ସରିବାର ମାସେ ବିତିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ... -
ପ୍ରଧାନମନ୍ତ୍ରୀ ଶୁୁକ୍ରବାର ଓଡ଼ିଶା ଓ ପଶ୍ଚିମ ବଙ୍ଗ ଆସି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବେ
ପ୍ରସାଦ ରାଓ ଭୁବନେଶ୍ୱର ମେ’ ୨୭ ମେ’ ୨୨ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୂଚାପ ଭୀଷଣ ବାତ୍ୟାର ରୂପ ନେଇ ମେ’ ୨୬ ତାରିଖ ଓଡ଼ିଶାର ବାଲେଶ୍ୱରରୁ ୨୦ କିମି ଦକ୍ଷିଣ ... -
‘ଆମ୍ଫାନ୍’ ଭଳି ଭୟଂକର ହେବ କି ‘ୟସ୍’ ?
ପ୍ରସାଦ ରାଓ ଭୁବନେଶ୍ୱର ମେ’ ୨୦ ନିକଟରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ତାଇତେ’ ଭୀଷଣ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହୋଇ କେରଳ, ତାମିଲନାଡ଼, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଓ ଗୁଜରାଟ ... -
ଏବେ ନୂଆ ସ୍ଲୋଗାନ୍ – ‘ବିରୋଧୀ ମୁକ୍ତ ଭାରତ’…
ପ୍ରସାଦ ରାଓ ଭୁବନେଶ୍ୱର ମେ’ ୧୯ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ମୂଳପୋଛ କରି ଦେଶରେ ବିଜେପି ନେତୃତ୍ୱାଧୀନ ସରକାର ପ୍ରତିଷ୍ଠା କରିବା ପରେ ଶାସକ ଦଳର ସ୍ଲୋଗାନ ... -
ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଗିରଫ !
ପ୍ରସାଦ ରାଓ ଭୁବନେଶ୍ୱର ମେ’ ୧୭ ପ୍ରଧାନମନ୍ତ୍ରୀଙ୍କୁ ବା କେନ୍ଦ୍ର ସରକାରଙ୍କ ଭ୍ୟାକ୍ସିନ୍ ନୀତିକୁ ପ୍ରଶ୍ନ କଲେ ଗିରଫ ଭୟ ରହିଛି । ତାହା ଏବେ ପ୍ରମାଣିତ ହୋଇଛି ଦିଲ୍ଲୀରେ । ହିନ୍ଦି ... -
୨୮ ଜିଲ୍ଲାରେ ପଜେଟିଭ୍ ହାର ୧୦ ପ୍ରତିଶତରୁ ଅଧିକ… ‘ତାଲାବନ୍ଦ’ ଅବଧି ବଢିପାରେ
ପ୍ରସାଦ ରାଓ ଭୁବନେଶ୍ୱର ମେ’ ୧୩ ମେ’ ମାସରେ ଓଡ଼ିଶାରେ କରୋନା ସଂକ୍ରମଣ ଯେଭଳି ଭାବେ ବଢିବ ବୋଲି ଆଶଙ୍କା କରାଯାଉଥିଲା ତାହା ଗତ ସପ୍ତାହରେ ଦେଖିବାକୁ ମିଳି ନଥିଲେ ମଧ୍ୟ ରାଜ୍ୟର ... -
ଅକ୍ସିଜେନ୍ ପରେ ଟିକାକୁ ନେଇ ବିବାଦ
ପ୍ରସାଦ ରାଓ ଭୁବନେଶ୍ୱର ମେ’ ୧୨ ଅକ୍ସିଜେନ୍ ପରେ ଟିକା ଏବେ ନୂଆ ବିବାଦର କ୍ଷେତ୍ର ହୋଇଛି । କେନ୍ଦ୍ର ସରକାରଙ୍କ ଟିକା ନୀତିକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟୀକରଣ ମାଗିବା ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS