Latest News
-
ମେଡିକାଲ ଶିକ୍ଷା କ୍ଷେତ୍ରରେ ଏନଆରଆଇ କୋଟା କେବଳ ଏକ ‘ଠକାମୀ’ !
ପ୍ରସାଦ ରାଓ ସେପ୍ଟେମ୍ବର ୨୪/୨୦୨୪ ମେଡିକାଲ କଲେଜ ଆଡମିଶନରେ ଏନଆରଆଇ କୋଟା ନାମରେ ଯାହା ଚାଲିଛି ତାହା କେବଳ ଏକ ‘ଠକାମୀ’ ଛଡା ଆଉ କିଛି ନୁହଁ ବୋଲି ସୁପ୍ରିମ କୋର୍ଟ ଆଜି ... -
ସପ୍ତାହକ ପରେ ମଧ୍ୟ ସେନା-ପୁଲିସ ବିବାଦ ଥମୁନି !
ପ୍ରସାଦ ରାଓ ଭୁବନେଶ୍ୱର ସେପ୍ଟେମ୍ବର ୨୩/୨୦୨୪ ସେପ୍ଟେମ୍ବର ୧୫ ତାରିଖ (ରବିବାର) ରାତିରେ ଭୁବନେଶ୍ୱର ଭରତପୁର ଥାନାରେ ଭାରତୀୟ ସେନାର ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ନିର୍ଯ୍ୟାତନା ଦେଇଥିବା ଅଭିଯୋଗର ... -
ଦିଲ୍ଲୀକା ଲଡୁ ନୁହେଁ ତିରୁପତିକା ଲଡୁ…
ପ୍ରସାଦ ରାଓ ସେପ୍ଟେମ୍ବର ୨୨/୨୦୨୪ ‘ଦିଲ୍ଲୀକା ଲଡୁ ଯୋ ଖାୟା ପସ୍ତାୟା, ଯୋ ନହିଁ ଖାୟା ଓ’ଭି ପସ୍ତାୟା’- ପ୍ରାୟତଃ ସମସ୍ତେ ଏହି ଡାଇଲଗ୍ ଶୁଣିଥିବେ । ତେବେ, ଦିଲ୍ଲୀକା ଲଡୁ ନୁହେଁ, ... -
ସପ୍ତାହାନ୍ତ ବିଚାର: ରାଜ୍ୟରେ ଆଇନ ତା’ ବାଟରେ ଯାଉଛି !
ପ୍ରସାଦ ରାଓ ସେପ୍ଟେମ୍ବର ୨୧/୨୦୨୪ ଓଡ଼ିଶାରେ ବିଜେଡ଼ି ସରକାର ଥିବା ବେଳେ କୌଣସି ଆପରାଧୀକ ଘଟଣା ଘଟିଲେ ସରକାର ଗୋଟିଏ କଥା କହୁଥିଲେ – ‘ଆଇନ ତା’ ବାଟରେ ଚାଲିଛି’ । ବିଜେପି ... -
ମୋହନଙ୍କ ସରକାରରେ ମହିଳା କେତେ ସୁରକ୍ଷିତ ?
ପ୍ରସାଦ ରାଓ ସେପ୍ଟେମ୍ବର ୨୦/୨୦୨୪ ରବିବାର ବିଳମ୍ବିତ ରାତ୍ରୀରେ ରାଜଧାନୀରେ ଯାହା ଘଟିଲା ତାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପାଇଁ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଛି । ସେନା ବାହିନୀର ... -
ଜମ୍ମୁ-କଶ୍ମୀରରେ ମଧ୍ୟ ଏଲଜି ସର୍ବଶକ୍ତିମାନ !
ପ୍ରସାଦ ରାଓ ସେପ୍ଟେମ୍ବର ୧୮/୨୦୨୪ କେନ୍ଦ୍ର ଶାସିତ ଜାମ୍ମୁ-କଶ୍ମୀରରେ ଆଜିଠାରୁ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ତିନି ପର୍ଯ୍ୟାୟରେ ହେଉଥିବା ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଅନୁଷ୍ଠିତ ହୋଇଥିବା ... -
କେଜରୀୱାଲଙ୍କ ଇସ୍ତଫା ଓ ଆତିଶୀ ମୁଖ୍ୟମନ୍ତ୍ରୀ, ‘ଆପ୍’ର ଅଡୁଆ କମିବ କି ?
ପ୍ରସାଦ ରାଓ ସେପ୍ଟେମ୍ବର ୧୭/୨୦୨୪ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ରବିବାର କରିଥିବା ଘୋଷଣା ଅନୁଯାୟୀ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସନ୍ଧ୍ୟାରେ ସେ ଦିଲ୍ଲୀ ଉପ ରାଜ୍ୟପାଳ ଭିନିତ ... -
କାହାର ବିଜୟ ସମ୍ଭାବନା ଅଧିକ -‘ମଣ୍ଡଳବାଦୀ’ ନା ‘କମଣ୍ଡଳବାଦୀ’ ?
ପ୍ରସାଦ ରାଓ ସେପ୍ଟେମ୍ବର ୧୩/୨୦୨୪ ସେପ୍ଟେମ୍ବର ୧୮ରୁ ଜମ୍ମୁ-କଶ୍ମୀରରେ ତିନି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଅକ୍ଟୋବର ୦୧ ତାରିଖରେ ସରିବ । ଅକ୍ଟୋବର ୦୫ ତାରିଖରେ ହରିୟାଣା ବିଧାନସଭା ... -
ଆମେରିକାରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ଭାରତ ବିରୋଧୀ ?
ପ୍ରସାଦ ରାଓ ସେପ୍ଟେମ୍ବର ୧୦/୨୦୨୪ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେବେ ବି ବିଦେଶ ଗସ୍ତରେ ଯାଇଛନ୍ତି ଏବଂ ବିଦେଶ ମାଟିରେ ଥାଇ ବିଭିନ୍ନ ବିତର୍କରେ ଭାଗ ନେବା ଅବସରରେ ସାଂପ୍ରତିକ ରାଜନୈତିକ ... -
ଡାକ୍ତରଙ୍କୁ ସୁପ୍ରିମ କୋର୍ଟଙ୍କ ଚେତାବନୀ: କାର୍ଯ୍ୟକ୍ଷେତ୍ରକୁ ଫେର, ନହେଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ
ପ୍ରସାଦ ରାଓ ସେପ୍ଟେମ୍ବର ୦୯/୨୦୨୪ କୋଲକାତାର ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଅଗଷ୍ଟ ୦୯ ତାରିଖରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରତିବାଦ ଆନ୍ଦୋଳନ ଜାରି ରଖିଥିବା ଡାକ୍ତରମାନେ ଆସନ୍ତା ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS