Latest News
-
କୋଭିଡ଼ ନେଗେଟିଭ୍ ସାର୍ଟିଫିକେଟ୍ ନ ଥିବାରୁ ଓଡ଼ିଶା ଫେରିଲାନି ଯୁବକଙ୍କ ଶବ !
ପ୍ରସାଦ ରାଓ ଜୁନ ୨୫ ବେଙ୍ଗାଲୁରୁରୁ ଏପରି ଏକ ଦୁଃଖଦ ଖବର ଆସିଛି । ଓଡ଼ିଶା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡ଼ ଗ୍ରାମର ଜଣେ ଯୁବକ ସଂଜିତ ସାହୁ ବେଙ୍ଗାଲୁରୁରେ କାରଖାନା ... -
ରାଜନୀତିରେ ରାଜନୀତି !
ପ୍ରସାଦ ରାଓ ଜୁନ ୨୪ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକ ବିକଳ୍ପ ବିରୋଧୀ ରାଜନୈତିକ ମେଂଟ ଗଠନ ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ଉଦ୍ୟମ ଆରମ୍ଭ କରିଥିବା କିଛି ଦିନ ... -
ଦ୍ୱାଦଶ ବୋର୍ଡ କ୍ଲାସ୍ ରୁମ୍ ପରୀକ୍ଷା କରାଇବାକୁ ଚାହୁଁଛି ଆନ୍ଧ୍ର, ସୁପ୍ରିମ କୋର୍ଟ କ୍ଷୁବ୍ଧ
ପ୍ରସାଦ ରାଓ ଜୁନ ୨୪ କରୋନା ମହାମାରୀର ଦ୍ୱିତୀୟ ଲହରରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃ୍େଟିରେ ରଖି ସିବିଏସଇ, ଆଇସିଏସଇର ଦ୍ୱାଦଶ ବୋର୍ଡ ପରୀକ୍ଷା ସମେତ ବିଭିନ୍ନ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ... -
ଚାପରେ ସାମାଜିକ ଗଣମାଧ୍ୟମ…
ପ୍ରସାଦ ରାଓ ଜୁନ ୨୩ ଦେଶରେ ସାମାଜିକ ଗଣମାଧ୍ୟମର ଅନୁପ୍ରବେଶ ପୂର୍ବରୁ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରଭାବଶାଳୀ ରହିଛି ଏବଂ ଜନମତକୁ ପ୍ରଭାବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ... -
ଜମ୍ମୁ-କଶ୍ମୀର: ଜୁନ ୨୪ ଆଲୋଚନା ଉପରେ ସମସ୍ତଙ୍କ ନଜର
ପ୍ରସାଦ ରାଓ ଜୁନ ୨୧ ୨୦୧୯ ଅଗଷ୍ଟ ୧୫ ତାରିଖ । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ରାଜ୍ୟକୁ ମିଳୁ ଥିବା ସମସ୍ତ ସ୍ୱତନ୍ତ୍ର ସୁବିଧା ସୁଯୋଗକୁ ରଦ୍ଦ ... -
ଖବର ଭିତରେ ଖବର… ମହିଳା ବିଚାରପତିଙ୍କୁ ଜନ୍ମ ଦିନ ଶୁଭେଚ୍ଛା ଜଣାଇ ଓକିଲ ହରଡଘଣାରେ !
ପ୍ରସାଦ ରାଓ ଜୁନ୍ ୧୯ ଘଟଣାଟି ଘଟିଛି ମଧ୍ୟ ପ୍ରଦେଶରେ । ବିଜୟ ସିଂହ ଯାଦବ ନାମକ ଜଣେ ଓକିଲ ରତଲାମ ଜିଲ୍ଲା କୋର୍ଟର ଜଣେ ମହିଳା ବିଚାରପତିଙ୍କୁ ଜାନୁୟାରୀ ମାସରେ ଜନ୍ମଦିନ ... -
ଦିଲ୍ଲୀ ଦଂଗା ମାମଲା: ଅଭିଯୁକ୍ତଙ୍କୁ ଜାମିନ ମିଳିଛି ସତ, ମୁଣ୍ଡରେ ଖଣ୍ଡା ଝୁଲି ରହିଛି !
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁନ୍ ୧୮ କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଗତ ବର୍ଷ ମେ’ ମାସରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ବଳରେ ଗିରଫ ... -
ସମଗ୍ର ଦେଶ ପାଇଁ ଏକକ ପିୟୁସି ସାର୍ଟିଫିକେଟ
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁନ୍ ୧୭ କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ଏକକ ପିୟୁସି ସାଟିଫିକେଟ୍ କାର୍ଯ୍ୟକାରୀ କରିବାକୁ ଗତ ୧୪ ତାରିଖ ଦିନ ବିଜ୍ଞପ୍ତି ଜାରି କରିଛନ୍ତି । ସରକାରଙ୍କ ... -
ରାମଦେବଙ୍କ ବିରୋଧରେ ଛତିଶଗଡ଼ରେ ମାମଲା
ରାୟପୁର ଜୁନ୍ ୧୭ ‘ଏଲୋପାଥି’ ଚିକିତ୍ସା ପଦ୍ଧତିକୁ ନେଇ ଅପପ୍ରଚାର ଚଳାଇ ଥିବା ଅଭିଯୋଗରେ ଯୋଗ ଗୁରୁ ରାମଦେବ ଓରଫ ରାମକୃଷ୍ଣ ଯାଦବଙ୍କ ବିରୋଧରେ ଛତିଶଗଡ଼ରେ ମାମଲା ରୁଜୁ ହୋଇଛି । ବାବା ... -
ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ୍
ନୂଆଦିଲ୍ଲୀ ଜୁନ୍ ୧୭ ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ସିବିଏସଇ ବୋର୍ଡ କତ୍ତୃପକ୍ଷ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS