Breaking News
-
ଅରବିନ୍ଦଙ୍କୁ ବିଜେଡ଼ିର ନିର୍ବାଚନୀ ଥୋପ !
ଭୁୂବନେଶ୍ୱର,ଜୁଲାଇ ୧୧(ମୋଅନୁଭବ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ବିଜେଡି ସଂଗଠନକୁ ମଜବୁତ କରିବା ଲାଗି ଅସନ୍ତୁଷ୍ଟ ନେତାଙ୍କୁ ନିର୍ବାଚନୀ ଥୋପ ଦେବା ଆରମ୍ଭ କରିଦେଇଛି । ଆଜି ଏହି ଘଟଣା ... -
ଥାଇଲ୍ୟାଣ୍ଡରେ ଆନନ୍ଦର ଲହରୀ, ଥ୍ୟାମ ଲୁଇଙ୍ଗ ଗୁମ୍ଫାରୁ ଉଦ୍ଧାର ହେଲେ କୋଚ୍ ଙ୍କ ସମେତ ସମସ୍ତ ୧୨ ବାଳକ
ବ୍ୟାଂକକ, ଜୁଲାଇ ୧୧: ଥାଇଲ୍ୟାଣ୍ଡର ଥ୍ୟାମ ଲୁଇଙ୍ଗ ଗୁମ୍ଫାରେ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଫସି ରହି ଥିବା ୧୬ ବର୍ଷରୁ କମ୍ ଥାଇ ଫୁଟବଲ ଦଳର କୋଚଂଙ୍କ ସମେତ ସମସ୍ତ ... -
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ, ଜୁଲାଇ ୧୦: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ନିଜକୁ ‘ଭଗବାନ’ ନା ‘ସୁପର ଗଭର୍ଣ୍ଣମେଂଟ’ ଭାବୁଛି? ମନ୍ତ୍ରଣାଳୟ ଭାବୁଛି କି ଏଠାରେ ବିଚାରପତିମାନେ ‘ବେକାର’ ବସିଛନ୍ତି ମନ୍ତ୍ରଣାଳୟର ଅନୁଗ୍ରହ ପାଇବା ପାଇଁ ?? ... -
ନୋଇଡ଼ାରେ ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ବିଶ୍ୱର ସର୍ବବୃହତ ସେଲଫୋନ୍ କାରଖାନା
ନୂଆଦିଲ୍ଲୀ, ଜୁଲାଇ ୧୦: ସୋମବାର ଦିନ ସହର ଉପକଂଠ ନୋଇଡ଼ାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ବିଶ୍ୱର ସର୍ବବୃହତ ସେଲଫୋନ୍ କାରଖାନା । ଦକ୍ଷିଣ କୋରିଆର ‘ସାମସଙ୍ଗ୍’ କଂପାନୀର ଏହି ... -
ଥ୍ୟାମ ଲୁଇଙ୍ଗ ଗୁମ୍ପାରୁ ଉଦ୍ଧାର ହେଲେଣି ୮ ବାଳକ, କୋଚଙ୍କ ସହ ବାକି ଚାରି ବାଳକ ଉଦ୍ଧାର ଅପେକ୍ଷାରେ
ବ୍ୟାଂକକ, ଜୁଲାଇ ୧୦: ଥାଇଲ୍ୟାଣ୍ଡର ଥ୍ୟାମ ଲୁଇଙ୍ଗ ଗୁମ୍ଫାରେ ଫସି ରହି ଥିବା ୧୬ ବର୍ଷରୁ କମ ଫୁଟବଲ ଦଳର ୧୨ ଜଣ ଖେଳାଳୀ ଓ ସେମାନଙ୍କ କୋଚଂକୁ ଉଦ୍ଧାର କରିବା ସକାଶେ ... -
ରାଜନୀତି ଚାଲିଛି, ଧାନର ଏମଏସପିକୁ ନେଇ ଚାଷି ଖୁସି ନା ଦୁଃଖୀ ଜାଣିବାକୁ କାହାରି ଆଗ୍ରହ ନାହିଁ
ପ୍ରସାଦ ରାଓ – ଭୁବନେଶ୍ୱର, ଜୁଲାଇ ୦୫ : କେନ୍ଦ୍ର ସରକାର ବୁଧବାର ଦିନ ୧୪ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଧାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ... -
ସିଧାସଳଖ ନୁହେଁ, ୟୁପିଏସସି ମାଧ୍ୟମରେ ପୁଲିସ ଡ଼ିଜି ନିଯୁକ୍ତ କରିବାକୁ ରାଜ୍ୟମାନଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ
ନୂଆଦିଲ୍ଲୀ, ଜୁଲାଇ ୦୪ : ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସରକାରମାନେ ଆଉ ନିଜ ଇଚ୍ଛା ମୁତାବକ କୌଣସି ପୁଲିସ ଅଫିସରଙ୍କୁ ଡ଼ିଜିପି (ପୁଲିସ ମହାନିର୍ଦେଶକ) ଭାବେ ନିଯୁକ୍ତି ଦେଇ ପାରିବେ ... -
ମୁକ୍ତିକାନ୍ତ ଓ ଦ୍ୱିତୀୟ ବ୍ରହ୍ମଣୀ ସେତୁକୁ ନେଇ ରାଉରକେଲା ରାଜନୀତି ଉଷ୍ଣ
ଭୁବନେଶ୍ୱର,୦୩ ଜୁଲାଇ(ସ୍ୱତନ୍ତ୍ର ରିପୋର୍ଟ): ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ନିର୍ବାଚନ ମଂଡଳୀ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଇସ୍ପାତ ଜେନେରାଲ ହସ୍ପିଟଲକୁ ମେଡିକାଲ କଲେଜରେ ପରିଣତ କରାଯିବା ଦାବିକୁ ନେଇ ... -
ଗୋଟିଏ ପରିବାରର ୧୧ ସଦସ୍ୟଙ୍କୁ ହତ୍ୟା !
ନୂଆଦିଲ୍ଲୀ, ଜୁଲାଇ ୦୨: ଉତ୍ତର ଦିଲ୍ଲୀର ବୁରାରୀ ଅଂଚଳରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି । ସେମାନେ ଆତ୍ମହତ୍ୟ କରିଥିବା କୁହାଯାଉଥିଲେ ମଧ୍ୟ ପୁଲିସର ଫୋରେନ୍ସିକ ତଦନ୍ତ ... -
ରାଜଧାନୀ ବାସିନ୍ଦାଙ୍କ ନିକଟରେ ଉଭୟ ବିଜେଡ଼ି ଓ ବିଜେପି ଉତ୍ତରଦାୟୀ
– ପ୍ରସାଦ ରାଓ – ଭୁବନେଶ୍ୱର : ମାତ୍ର ୧୬ ମିମି ବର୍ଷାରେ ରାଜଧାନୀ ଭୁବନେଶ୍ୱର ଜଳାର୍ଣ୍ଣବ ହୋଇ ସହରବାସୀଙ୍କୁ ହନ୍ତସନ୍ତ କରିବା କିଛି ନୂଆ କଥା ନୁହେଁ । ସହରର କଳେବର ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS