Breaking News
-
ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ମଧ୍ୟରେ ଉଦ୍ଧବ, ଅଜିତ ଓ ନାନା ପଟୋଲେ !
ପ୍ରସାଦ ରାଓ ନଭେମ୍ବର ୨୨ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା କାଲି ପ୍ରକାଶ ପାଇବ । ବିଭିନ୍ନ ଏକଜିଟ୍ ପୋଲ୍ ସଂସ୍ଥାର ପୂର୍ବାନୁମାନ କେତେଦୂର ବାସ୍ତବ ହେଉଛି, ତାହା କାଲି ଅପରାହ୍ନ ... -
ଝାଡଖଣ୍ଡ ନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିବ ?
ପ୍ରସାଦ ରାଓ ନଭେମ୍ବର ୨୧ ଝାଡଖଣ୍ଡ ବିଧାନସଭାର ମୋଟ ୮୧ ଆସନ ପାଇଁ ଗତକାଲି ମତଦାନ ସରିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୩ ବିଧାନସଭା ଆସନ ପାଇଁ ନଭେମ୍ବର ୧୩ ତାରିଖରେ ... -
ମହାରାଷ୍ଟ୍ର ଜନମତ କାହା ପକ୍ଷରେ ଯିବ ?
ପ୍ରସାଦ ରାଓ ଭୁବନେଶ୍ୱର/୧୯ ନଭେମ୍ବର ମହାରାଷ୍ଟ୍ରର ୨୮୮ ଓ ଝାଡଖଣ୍ଡର ୩୮ (୮୧ରୁ) ବିଧାନସଭା ଆସନ ପାଇଁ ଆସନ୍ତା କାଲି (ବୁଧବାର) ମତଦାନ ହେବାକୁ ଯାଉଛି । ମହାରାଷ୍ଟ୍ରର ସମସ୍ତ ବିଧାନସଭା ଆସନ ... -
ବିଜେପିରେ ମିଶିଲେ ଗେହେଲୋଟ, ଦିଲ୍ଲୀରେ ଯୋଡ, ତୋଡ ରାଜନୀତି ଆରମ୍ଭ !
ପ୍ରସାଦ ରାଓ ନୂଆଦିଲ୍ଲୀ/ ୧୮ ନଭେମ୍ବର ଗତକାଲି ଯାହା ଅନୁମାନ କରାଯାଉଥିଲା ତାହା ଆଜି ସତ୍ୟସିଦ୍ଧ ହୋଇଛି । ‘ଆମ୍ ଆଦମୀ ପାର୍ଟି’ର ପ୍ରାଥମିକ ସଦସ୍ୟତା ଓ ମନ୍ତ୍ରୀ ପଦରୁ ଗତକାଲି ଇସ୍ତଫା ... -
‘ଆପ୍’ରୁ କୈଳାଶ ଗେହେଲୋଟଙ୍କ ଇସ୍ତଫା, ଦଳକୁ ଶକ୍ତ ଝଟକା
ପ୍ରସାଦ ରାଓ ନୂଆଦିଲ୍ଲୀ/ ୧୭ ନଭେମ୍ବର ଆସନ୍ତା ଫେବୃୟାରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ‘ଆମ୍ ଆଦମୀ ପାର୍ଟି’କୁ ଆଜି ଶକ୍ତ ଧକ୍କା ଲାଗିଛି । ଦଳର ବରିଷ୍ଠ ନେତା ... -
୨୦୨୪ ମହାରାଷ୍ଟ୍ର ମହାଯୁଦ୍ଧ : ଧର୍ମଯୁଦ୍ଧ, ରଜାକରରୁ ରିଲ୍ ପର୍ଯ୍ୟନ୍ତ…
ପ୍ରସାଦ ରାଓ ୧୪ ନଭେମ୍ବର ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦିନକୁ ଦିନ ରୋଚକ ହେବାରେ ଲାଗିଛି । ବିଜେପି ନେତାମାନେ କଂଗ୍ରେସ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ ... -
ବୁଲଡୋଜର ନ୍ୟାୟକୁ ନେଇ କଡା ଆଭିମୁଖ୍ୟ, ସୁପ୍ରିମ କୋର୍ଟ ଜାରି କଲେ ନିୟମାବଳୀ
ପ୍ରସାଦ ରାଓ ନୂଆଦିଲ୍ଲୀ/୧୩ ନଭେମ୍ବର ଦେଶର ବିଭିନ୍ନ ରାଜ୍ୟରେ ଅପରାଧୀଙ୍କୁ ଶିକ୍ଷା ଦେବା ନାମରେ ଯେଉଁ ‘ବୁଲଡୋଜର ନ୍ୟାୟ’ ଚାଲିଛି ତାହା ଉପରେ ସୁପ୍ରିମ କୋର୍ଟ କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ... -
ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଆଦିବାସୀ; ତଥାପି ଆଦିବାସୀଙ୍କ ଭାଗ୍ୟ ବଦଳୁନି ?
ପ୍ରସାଦ ରାଓ ଭୁବନେଶ୍ୱର,୧୧/ନଭେମ୍ବର ଦେଶର ରାଷ୍ଟ୍ରପତି ହେଉଛନ୍ତି ଜଣେ ଆଦିବାସୀ ମହିଳା (ଓଡ଼ିଶାର) । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଜଣେ ଆଦିବାସୀ ନେତା । ରାଜ୍ୟ ମନ୍ତ୍ରୀ ପରିଷଦରେ ... -
ହିନ୍ଦୁତ୍ୱବାଦୀଙ୍କ ନୂଆ ଆହ୍ୱାନ ‘ସଜାଗ ରହୋ…’
ପ୍ରସାଦ ରାଓ ୦୯/ନଭେମ୍ବର ଚଳିତ ମାସରେ ହେବାକୁ ଥିବା ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ଓ ଲୋକସଭା ଉପ ନିର୍ବାଚନରେ ହିନ୍ଦୁ ଭୋଟକୁ ବିଭାଜିତ ହେବାରୁ ... -
ଜମ୍ମୁ-କଶ୍ମୀରରେ ୩୭୦ ଧାରା ପୁନର୍ବାହାଲ ପ୍ରଶ୍ନ ଉଠୁ ନାହିଁ : ସ୍ମୃତି ଇରାନୀ
ପ୍ରସାଦ ରାଓ ନୂଆଦିଲ୍ଲୀ/୦୭/ନଭେମ୍ବର ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବା ସମ୍ବିଧାନର ୩୭୦ ଓ ୩୫-ଏ ଧାରା ପୁନର୍ବାହାଲ ହେବା ପ୍ରଶ୍ନ ଉଠୁ ନାହିଁ ବୋଲି ଆଜି ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS