Breaking News
-
ଲଣ୍ଡନ ବକ୍ତବ୍ୟ ପାଇଁ ରାହୁଲ କ୍ଷମା ମାଗିବା ଆବଶ୍ୟକ କି ?
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୧୪ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଦୁଇ ଦିନ ହେଲା ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ରାହୁଲ ନିକଟରେ ଲଣ୍ଡନ ଗସ୍ତରେ ଥିବା ସମୟରେ ... -
ସମଲିଙ୍ଗୀ ବିବାହ ଗ୍ରହଣୀୟ ନୁହେଁ – କେନ୍ଦ୍ର ସରକାର
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୧୨ ଭାରତୀୟ ପରିବାର ବ୍ୟବସ୍ଥାରେ ସମଲିଙ୍ଗୀ ବିବାହ ସହାବସ୍ଥାନକ୍ଷମ ନୁହେଁ ବୋଲି କେନ୍ଦ୍ର ସରକାର ଆଜି ସୁପ୍ରିମ କୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି । ... -
ବଲିଉଡ଼ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ସ୍ୱାଭାବିକ ନା ନୁହେଁ ?
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୧୨ ବଲିଉଡର ଲୋକପ୍ରିୟ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ରହସ୍ୟମୟ ହେଲାଣି । ଗତ ୯ ତାରିଖ ରାତିରେ ଦିଲ୍ଲୀର ଏକ ଫାର୍ମ ହାଉସରେ ତାଙ୍କ ମୃତ୍ୟୁ ... -
ବିଜେପି ଫୋକସ୍ ରେ କର୍ଣ୍ଣାଟକ, ଦୁଇ ମାସରେ ପ୍ରଧାନମନ୍ତ୍ରୀ ଛଅ ଥର ଗଲେଣି
ପ୍ରସାଦ ରାଓ ବେଂଗାଲୁରୁ, ମାର୍ଚ୍ଚ ୧୨ ଚଳିତ ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପିର ନିଦ ହଜି ଯାଇଛି । ରାଜ୍ୟରେ ବିଜେପି ସରକାର ରହିଛି । ତେବେ, ମୁଖ୍ୟମନ୍ତ୍ରୀ ... -
ସିବିଆଇ, ଇଡି, ଆଇଟି ଛାଟ ମଧ୍ୟ ବିରୋଧୀଙ୍କୁ ଏକାଠି କରିପାରୁନି ?
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୧୧ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମାହୋଲ ପ୍ରସ୍ତୁତ ଚାଲିଛି । କେନ୍ଦ୍ର ସରକାର ସିବିଆଇ, ଇଡି ଓ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ବ୍ୟବହାର କରି ... -
ସିସୋଦିଆଙ୍କ ଅଡୁଆ ବଢୁଛି, ଜାମିନ ଆବେଦନର ଶୁଣାଣୀ ୨୧ରେ
ପ୍ରସାଦ ରାଓ ନୂଆଦିଲ୍ଲୀ, ମାର୍ଚ୍ଚ ୧୦ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ପରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଏବେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ବଢାଇଛି । ସିସୋଦିଆ ... -
ତଦନ୍ତରେ ଅଗ୍ରଗତି ନାହିଁ, ବିଧାନସଭା ଅଚଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ
ପ୍ରସାଦ ରାଓ ଭୁବନେଶ୍ୱର ମାର୍ଚ୍ଚ ୧୦/୨୩ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାର ୪୦ ଦିନ ବିତି ଗଲାଣି । କିନ୍ତୁ, ହତ୍ୟା ପଛରେ କିଏ ଏପର୍ଯ୍ୟନ୍ତ ଓଡ଼ିଶା କ୍ରାଇମ୍ ବ୍ରାଂଚ ... -
ଇଡିରେ ହାଜର ହେବାକୁ ଦିଲ୍ଲୀରେ ବିଆରଏସ୍ ବିଧାୟିକା କେ.କବିତା
ପ୍ରସାଦ ରାଓ ମାର୍ଚ୍ଚ ୦୯/୨୩ ମାର୍ଚ୍ଚ ୧୧ ତାରିଖ ଦିନ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟରେ) ହାଜର ହେବାକୁ ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିଧାୟିକା କନ୍ୟା କେ.କବିତା ସଂପ୍ରତ୍ତି ଦିଲ୍ଲୀରେ ଅଛନ୍ତି । ... -
ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଦୁର୍ନୀତିର ପଙ୍କ ପର୍ଯ୍ୟନ୍ତ !
ପ୍ରସାଦ ରାଓ ମାର୍ଚ୍ଚ ୦୮/୨୩ ରାଜନୀତିରୁ ଦୁର୍ନୀତି ମୂଳୋତ୍ପାଟନ ପାଇଁ ଗାନ୍ଧୀବାଦୀ ଆନ୍ନା ହଜାରେଙ୍କ ଆନ୍ଦୋଲନରୁ ଜନ୍ମ ନେଇଥିବା ‘ଆମ୍ ଆଦମୀ ପାର୍ଟି’ ଆଜି ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ମୁକୁଳିବାର ... -
ପ୍ରଧାନମନ୍ତ୍ରୀଙ୍କୁ ଆଠ ବିରୋଧୀ ଦଳର ଚିଠି, ୨୦୧୪ରୁ ବିରୋଧୀ ନେତା ଟାର୍ଗେଟ ହେଉଛନ୍ତି
ପ୍ରସାଦ ରାଓ ମାର୍ଚ୍ଚ ୦୫/୨୩ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିବା ଘଟଣାକୁ ନେଇ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS