Breaking News
-
କଟକ ଜିଲ୍ଲା ଆତିଆ ପାତିଆ ଚଂପିଅନସିପ୍, ପୁରୁଷ ବିଭାଗରେ ଡ଼ଏଭି ଓ ମହିଳା ବିଭାଗରେ ନେମାଳ ଚଂପିଅନ୍
କଟକ ୦୮ ଫେବୃୟାରୀ ରବିବାର (୭ ତାରିଖ) ଦିନ କଟକ ଜଗତପୁରସ୍ଥିତ ନିମପୁର ସ୍ପୋର୍ଟସ୍ ଷ୍ଟାଡିୟମରେ କଟକ ଜିଲ୍ଲା ଅତିଆ ପାତିଆ ଆସୋସିଏସନ୍ ପକ୍ଷରୁ ସପ୍ତମ ଆତିଆ ପାତିଆ ଚଂପିଅନସିପ୍ ଅନୁଷ୍ଠିତ ହୋଇଯାଇଛି ... -
ଦେଶରେ ପ୍ରତି ପାଂଚ ଜଣରେ ଜଣେ କେଭିଡ଼ ସଂକ୍ରମଣର ଶିକାର ହୋଇଛନ୍ତି – ଆଇସିଏମଆର୍
ପ୍ରସାଦ ରାଓ ନୂଆଦିଲ୍ଳୀ ୦୫ ଫେବୃୟାରୀ ୨୦୨୦ ଡ଼ିସେମ୍ବର ମଧ୍ୟଭାଗ ସୁଦ୍ଧା ଦେଶର ଏକ ପଂଚମାଂଶ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ କୌଣସି ନା କୌଣସି ସମୟରେ କୋଭିଡ଼-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ... -
ବଜେଟ୍ ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ଉଦ୍ଦିଷ୍ଟ – କହିଲେ ପ୍ରଧାନମନ୍ତ୍ରୀ
ପ୍ରସାଦ ରାଓ ନୂଆଦିଲ୍ଳୀ ୦୪ ଫେବୃୟାରୀ ସୋମବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଉପସ୍ଥାପିତ ୨୦୨୧ ବର୍ଷର ବଜେଟ୍ ଚାଷୀଙ୍କୁ ଆତ୍ମନିର୍ଭର କରିବା ସକାଶେ ଉଦ୍ଦିଷ୍ଟ – ଏକଥା କହିଛନ୍ତି ଦେଶର ... -
କରୋନା ଡ଼ାଏରୀ (୨୬)…ବର୍ଷ ସରିଲା ସିନା ଭୟ କମିନି
ପ୍ରସାଦ ରାଓ ଭୁବନେଶ୍ୱର ୨୭ ଡ଼ିସେମ୍ବର ୨୦୨୦ ବର୍ଷ ସରିବାକୁ ମାତ୍ର ଚାରି ଦିନ ବାକି ରହିଛି । କରୋନା, ପାଠକ, ପ୍ରଦୀପ ଓ ପରୀ ମାମଲା ବିଦାୟୀ ବର୍ଷଟିକୁ ବେଶ୍ ଘଟଣା ... -
ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ
୨୫/ଡ଼ିସେମ୍ବର ମୋଅନୁଭବ.କମ୍ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଡ.ଅସୀତ ତ୍ରିପାଠୀ ଚଳିତ ମାସ ୩୧ ତାରିଖରେ ଅବସର ଗ୍ରହଣ କରୁ ଥିବାରୁ ତାଙ୍କ ସ୍ଥାନରେ ସରକାର କାହାକୁ ମୁଖ୍ୟ ଶାସନ ... -
ସାହିନବାଗ୍ ପରେ ସିଂଘୁ – ବିରୋଧୀ ମତକୁ ଚପାଇ ଦେବାର ସୁଚିନ୍ତିତ ଷଡଯନ୍ତ୍ର ଚାଲିଛି ?
ପ୍ରସାଦ ରାଓ ଭୁବନେଶ୍ୱର ୨୪ ଡ଼ିସେମ୍ବର କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନ ୨୮ ଦିନ ଅତିକ୍ରମ କରିଛି । ଆନ୍ଦୋଳନକାରୀ ଚାଷୀମାନେ ... -
ବ୍ରିଟେନରେ ରବିବାରରୁ ତାଲା ବନ୍ଦ୍ ଘୋଷଣା
ବ୍ରିଟେନରେ କରୋନାର ନୂଆ ରୂପରେ ଫେରିଛି କରୋନା ମହାମାରୀ । ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପୁ ଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇଛି । ବ୍ରିଟେନରେ ରବିବାର ଠାରୁ ପୁଣି ତାଲା ବନ୍ଦ୍ ... -
ରାଜଧାନୀରେ ଜମତରା ଗ୍ୟାଙ୍ଗ ସକ୍ରିୟ ।
ରାଜଧାନୀରେ ଜମତରା ଗ୍ୟାଙ୍ଗ ସକ୍ରିୟ । ଏହି ସାଇବର୍ ଠକ ଗ୍ୟାଙ୍ଗ ପ୍ରତି ସତର୍କ ରହିବାକୁ ଭୁବନେଶ୍ୱର – କଟକ ଦ୍ବୈତ ମହାନଗରୀ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସତର୍କ କରାଇଛନ୍ତି ।ମୁଖ୍ୟତଃ, ... -
‘ଲକ୍ ଡାଉନ୍’ରେ ନାବାଳିକା ଗଣ ଦୁଷ୍କର୍ମ ମାମଲା, ଚାରି ‘ଓଟିଭି’ କର୍ମଚାରୀ ଗିରଫ
ପ୍ରସାଦ ରାଓ ୧୪ ଡ଼ିସେମ୍ବର ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜଧାନୀରେ ‘ତାଲାବନ୍ଦ’ ଲାଗୁ ଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ଇନଫୋସିଟି ଅଂଚଳରେ ଘଟିଥିବା ଏକ ଚାଂଚଲ୍ୟକର ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ... -
କୃଷି ଆଇନ ରଦ୍ଦ ଦାବୀରେ ଅନଶନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ସମର୍ଥନ ଦେଲେ
ପ୍ରସାଦ ରାଓ ୧୪ ଡ଼ିସେମ୍ବର ନୂଆଦିଲ୍ଲୀ: ନୂଆ କୃଷି ଆଇନ ସଂପୂର୍ଣ୍ଣ ରଦ୍ଦ କରାଯିବା ଦାବୀରେ ଦିଲ୍ଲୀ ସୀମାନ୍ତରେ ଚାଲିତିବା ଚାଷୀ ଆନ୍ଦୋଳନ ଉଗ୍ର ରୂପ ଧାରଣା କରିଛି । ପୂର୍ବ ଘୋଷଣା ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS