Blog
-
୨୦୨୪, ପ୍ରଧାନମନ୍ତ୍ରୀ ମୋଦୀ ଓ ବିରୋଧୀ ଏକତା…
ପ୍ରସାଦ ରାଓ ଜୁନ ୨୬ ୨୦୨୪ ଯେତିକି ପାଖୋଉଛି ଭାରତୀୟ ରାଜନୀତିରେ କୋଳାହଳ ସେତିକି ବଢୁଥିବା ଦେଖିବାକୁ ମିଳୁଛି । କୋଳାହଳର କାରଣ ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀଙ୍କୁ ପରାଜିତ ... -
ବିରୋଧୀଙ୍କ ପାଟନା ବୈଠକ ସରିଲା, ପରବର୍ତ୍ତୀ ବୈଠକ ଜୁଲାଇରେ ସିମଲାରେ
ପ୍ରସାଦ ରାଓ ଜୁନ ୨୩ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆହ୍ୱାନକ୍ରମେ ପାଟନାଠାରେ ଆଜି ୧୬ଟି ବିରୋଧୀ ଦଳର ମିଳିତ ବୈଠକ ଅନୁଷ୍ଠିତ ହୋଇଛି । ଦୀର୍ଘ ଚାରି ଘଂଟା ଧରି ଏହି ବୈଠକ ଚାଲିଥିଲା ... -
ନଡ୍ଡା ଦୋହରାଇଲେ ସେହି ପୁରୁଣା ପ୍ରଶ୍ନ – ‘ଓଡ଼ିଶାରେ କିଏ ସରକାର ଚଳାଉଛି ?’
ପ୍ରସାଦ ରାଓ ଭୁବନେଶ୍ୱର/ଜୁନ ୨୩ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଏକତା ଉଦ୍ୟମରୁ ନିଜକୁ ଦୂରେଇ ରଖି ପରୋକ୍ଷରେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ ପ୍ରତି ବିଜେଡ଼ିର ସମର୍ଥନ ଥିବା ... -
ଦେଶରେ ଗ୍ରୀଷ୍ମ ପ୍ରଦାହ ଜାରି, ପ୍ରତିକାର ବ୍ୟବସ୍ଥା ପାଇଁ ଉଚ୍ଚସ୍ତରୀୟ ବୈଠକ
ପ୍ରସାଦ ରାଓ ନୂଆଦିଲ୍ଲୀ/ଜୁନ ୨୦ ଓଡ଼ିଶା ସମେତ ଦେଶର ବହୁ ରାଜ୍ୟରେ ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସ୍ୱାଭାବକ ଗରମ ଓ ଗୁଳୁଗୁଳି ପରିସ୍ଥିତି ଯୋଗୁଁ ୟୁପି, ବିହାରରେ ଗତ କିଛି ଦିନ ... -
ଜୁନ ୨୩ ଉପରେ ସମସ୍ତଙ୍କ ନଜର, ବିରୋଧୀ ଦେଶକୁ ଏକ ଉପଯୁକ୍ତ ବିକଳ୍ପ ଦେଇ ପାରିବ ?
ପ୍ରସାଦ ରାଓ ଜୁନ ୨୦ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତା କରିବା ଉଦ୍ଦେଶ୍ୟରେ ବିରୋଧୀ ରାଜନୈତିକ ଦଳମାନେ ଏକାଠି ହେବା ପ୍ରକ୍ରିୟା ଚାଲୁ ରହିଛି । ଜୁନ ୨୩ ତାରିଖ ଦିନ ବିହାରର ପାଟନାଠାରେ ... -
ଅପରାଜିତାଙ୍କୁ ଉଚିତ ଜବାବ ଦେଇ ପାରିଲେ କି ଶ୍ରୀମୟୀ ?
ପ୍ରସାଦ ରାଓ ଭୁବନେଶ୍ୱର/ଜୁନ ୧୮ ଜଣେ ସରକାରୀ ବାବୁଙ୍କୁ କେନ୍ଦ୍ର କରି ଓଡ଼ିିଶାର ଦୁଇଟି ପ୍ରମୁଖ ରାଜନୈତିକ ଦଳର ନେତ୍ରୀଙ୍କ ମଧ୍ୟରେ କଥା କଟାକଟି ଦୃଶ୍ୟ ରାଜ୍ୟବାସୀଙ୍କୁ ବେଶ ଆମୋଦିତ କରିଛି । ଶନିବାର ଦିନ ... -
ଭାରତୀୟ କ୍ରିକେଟରେ ମଧ୍ୟ ‘ଦଳ’ ଅପେକ୍ଷା ‘ବ୍ୟକ୍ତି’କୁ ଗୁରୁତ୍ୱ ଦିଆଯାଉଛି !
ପ୍ରସାଦ ରାଓ ଜୁନ ୧୬ ରାଜନୀତିରେ କେବଳ ନୁହେଁ, ଭାରତୀୟ କ୍ରିକେଟରେ ମଧ୍ୟ ‘ଦଳ’ ଅପେକ୍ଷା ‘ବ୍ୟକ୍ତି’ଙ୍କୁ ପ୍ରଧାନ୍ୟ ଦିଆଯାଏ । ତେଣୁ, ଦକ୍ଷ ଖେଳାଳୀମାନେ ମଧ୍ୟ ଅନେକ ସମୟରେ ଫିକା ପଡି ଯାଆନ୍ତି । ... -
ଯୌନ ଉତ୍ପୀଡନ ମାମଲା, ତାମିଲନାଡୁର ପୂର୍ବତନ ଡିଜିପିଙ୍କୁ ତିନି ବର୍ଷ ଜେଲ୍
ପ୍ରସାଦ ରାଓ ଚେନ୍ନାଇ/ ଜୁନ ୧୬ ଭିଲ୍ଲୁପୁରମର ଏକ ଅଦାଲତ ଆଜି ତାମିଲନାଡୁର ପୂର୍ବତନ ପୁଲିସ ମହାନିର୍ଦେଶକ (ଡିଜିପି) ରାଜେଶ ଦାସଙ୍କୁ ୨୦୨୧ର ଏକ ଯୌନ ଉତ୍ପୀଡନ ମାମଲାରେ ତିନି ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ... -
ଯୌନ ଉତ୍ପୀଡନ ମାମଲାରେ ପୁଲିସ ଚାର୍ଜସିଟ୍, ‘ପୋକ୍ସୋ’ ଏତଲା ରଦ୍ଦ ହେବ ?
ପ୍ରସାଦ ରାଓ ନୂଆଦିଲ୍ଲୀ/ ଜୁନ ୧୫ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମହିଳା କୁସ୍ତିଯୋଦ୍ଧାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଦିଲ୍ଲୀ ପୁଲିସ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫଆଇ) ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ଶରଣ ... -
ବାହାନଗା ରେଳ ଦୁର୍ଘଟଣା: ତଦନ୍ତ ଅପେକ୍ଷା ରାଜନୀତି ଅଧିକ !
ପ୍ରସାଦ ରାଓ ଭୁବନେଶ୍ୱର/ଜୁନ ୧୧ ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଗତ ସପ୍ତାହରେ (ଜୁନ ୨ ତାରିଖ) ଘଟିଥିବା ଭୟାବହ ରେଳ ଦୁର୍ଘଟଣା ଆଜି ମଧ୍ୟ ଦେଶବାସୀଙ୍କ ମନରେ ତାଜା ହୋଇ ରହିଛି । ଏହି ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS