Blog
-
ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶରଦ ପାୱାର, କିଏ ହେବ ନୂଆ ଅଧ୍ୟକ୍ଷ ?
ପ୍ରସାଦ ରାଓ ମେ’ ୦୨ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଶରଦ ପାୱାର ଆଜି ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ଘୋଷଣା ମହାରାଷ୍ଟ୍ର ରାଜନୀତିରେ ଭୂକଂପ ସୃଷ୍ଟି କରିଛି ... -
ଧାରଣା ସ୍ଥଳକୁ ବିଦ୍ୟୁତ, ଖାଦ୍ୟ ଓ ଜଳ ଯୋଗାଣ ବନ୍ଦ !
ପ୍ରସାଦ ରାଓ ଏପ୍ରିଲ ୨୯ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପର କିଛି ଘଂଟା ମଧ୍ୟରେ ଦିଲ୍ଲୀ ପୁଲିସ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ଅଭିଯୋଗ ଆଧାରରେ ଡବ୍ଲୁଏଫଆଇ (ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ)ର ପୂର୍ବତନ ସଭାପତି ତଥା ... -
ପିଟି ଉଷାଙ୍କ ବୟାନ ଖେଳକୁ ବିଗାଡି ଦେଲା ?
ପ୍ରସାଦ ରାଓ ଏପ୍ରିଲ ୨୮ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ନିର୍ବାଚନ ସମାବେଶ ଓ ରୋଡ୍ ସୋ’ରେ ବ୍ୟସ୍ତ ଥିବା ସମୟରେ ରାଜଧାନୀ ଦିଲ୍ଲୀରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କୁସ୍ତିଯୋଦ୍ଧାମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଳୁଏଫଆଇ) ... -
ଆନନ୍ଦ ମୋହନଙ୍କ ମୁକ୍ତିକୁ ନେଇ ରାଜନୀତି ଘନଉଛି
ପ୍ରସାଦ ରାଓ ଏପ୍ରିଲ ୨୭ ୧୯୯୪ ଡିସେମ୍ବର ୫ ତାରିଖ ଦିନ ବିହାର ଗୋପାଳଗଂଜର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ କାର୍ ରୁ ଘୋଷାଡି ଆଣି ହତ୍ୟା କରିବା ଘଟଣାରେ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ୨୦୦୭ରୁ ... -
ଦିଲ୍ଲୀରେ ଆପ୍-ବିଜେପି ଓ କର୍ଣ୍ଣାଟକରେ କଂଗ୍ରେସ-ବିଜେପି !
ପ୍ରସାଦ ରାଓ ଏପ୍ରିଲ ୨୬ ଦିଲ୍ଲୀରେ ଆପ୍-ବିଜେପି ଖୁମ୍ପୁରାଖୁମ୍ପୁରି ହେବା କିଛି ନୂଆ କଥା ନୁହେଁ । କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ହେବା ଦିନରୁ ଏହା ଚାଲି ଆସିଛି । ତେବେ, ଦିଲ୍ଲୀ ମୁନସିପାଲ ... -
କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲା ସୁପ୍ରିମ କୋର୍ଟରେ, ଶୁକ୍ରବାର ଶୁଣାଣୀ
ପ୍ରସାଦ ରାଓ ଏପ୍ରିଲ ୨୫ ଜଣେ ନାବାଳିକା ସମେତ ସାତ ଜଣ କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ଦିଆଯାଇଥିବା ମାମଲା ଏବେ ସୁପ୍ରିମ କୋର୍ଟରେ ପହଂଚିଛି । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କୁସ୍ତଯୋଦ୍ଧାମାନେ ସୁପ୍ରିମ କୋର୍ଟରେ ସୋମବାର ଯେଉଁ ... -
ମହାରାଷ୍ଟ୍ରରେ ପାୱାରଙ୍କ ମହାନାଟକ !
ପ୍ରସାଦ ରାଓ ଏପ୍ରିଲ ୨୪ ଦେଶର ପ୍ରମୁଖ ରାଜନେତା ତଥା ଏନସିପି ମୁଖ୍ୟ ଶରଦ ପାୱାରା କିଛି ଦିନ ହେଲା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି । ଆମେରିକା ଭିତ୍ତିକ ଘରୋଇ ଅଡିଟ ସଂସ୍ଥା ହିଣ୍ଡେନବର୍ଗର ... -
ପାଟନା ହାଇକୋର୍ଟରୁ ରାହୁଲଙ୍କୁ ମିଳିଲା ଆଶ୍ୱସ୍ତି
ପ୍ରସାଦ ରାଓ ଏପ୍ରିଲ ୨୪ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ପାଟନା ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ‘ମୋଦୀ ସାଂଗିଆ’କୁ ନେଇ ରାହୁଲ ୨୦୧୯ ସାଧାରଣ ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ନିର୍ବାଚନ ସଭାରେ ... -
ମୋଗାରୁ ଅମ୍ରିତପାଲ ସିଂହ ଗିରଫ
ପ୍ରସାଦ ରାଓ ଏପ୍ରିଲ ୨୩ ଗଲା କିଛି ବର୍ଷ ହେଲା ପଂଜାବରେ ଉଗ୍ରବାଦର ପ୍ରଚାର କରିବା ସହ ଖାଲିସ୍ତାନ ରାଷ୍ଟ୍ର ଗଠନ ଦାବି ସପକ୍ଷରେ ସଶସ୍ତ୍ର ସଂଘର୍ଷ ପାଇଁ ପ୍ରସ୍ତୁତି ଚଳାଇ ଥିବା ଉଗ୍ରବାଦୀ ଧର୍ମପ୍ରଚାରକ ... -
ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ, ଗୋପାଳପୁର ବିଧାୟକଙ୍କ ଅଡୁଆ ବଢିଲା
ପ୍ରସାଦ ରାଓ ଭୁବନେଶ୍ୱର ଏପ୍ରିଲ ୨୨ ଗଂଜାମ ଜିଲ୍ଲା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢିବାରେ ଲାଗିଛି । ଜାଲିଆତି ଭଳି ଗୁରୁତର ଅଭିଯୋଗରେ ଛନ୍ଦି ହୋଇ କୋର୍ଟ କଚେରୀକୁ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS