Blog
-
କଂଗ୍ରେସ ମୁଖପାତ୍ର ପୱନ ଖେରା ଗିରଫ, ସୁପ୍ରିମ କୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ
ପ୍ରସାଦ ରାଓ ନୂଆଦିଲ୍ଲୀ ଫେବୃଆରୀ ୨୩/୨୩ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅସୌଜନ୍ୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଆଜି କଂଗ୍ରେସ ନେତା ତଥା ଦଳର ଜାତୀୟ ମୁଖପାତ୍ର ପୱନ ଖେରାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଏକ ... -
ଦୁଇ ସପ୍ତାହ ପରେ ସୁପ୍ରିମ କୋର୍ଟ ଠାକରେଙ୍କ ଆବେଦନର ଶୁଣାଣୀ କରିବେ
ପ୍ରସାଦ ରାଓ ନୂଆଦିଲ୍ଲୀ ଫେବୃଆରୀ ୨୨/୨୩ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ହେଉଛି ବାସ୍ତବ ‘ଶିବସେନା’ କହି ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଦଳ ଓ ତାହାର ନିର୍ବାଚନ ଚିହ୍ନ ‘ଧନୁ-ତୀର’କୁ ସିନ୍ଧେ ଗୋଷ୍ଠୀ ... -
‘ଆପ୍’ର ଶେଲି ଓବରଏ ଦିଲ୍ଲୀ ମେୟର ନିର୍ବାଚିତ
ପ୍ରସାଦ ରାଓ ନୂଆଦିଲ୍ଲୀ ଫେବୃଆରୀ ୨୨/୨୩ ଆଜି ହୋଇଥିବା ଦିଲ୍ଲୀ ମୁନିସିପାଲ କର୍ପୋରେସନ (ଏମସିଡି) ମେୟର ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍)ର ଶେଲି ଓବରଏ ନିର୍ବାଚିତ ହୋଇଛନ୍ତି । ବିଜେପିର ରେଖା ଗୁପ୍ତାଙ୍କୁ ସେ ... -
ବାଇଡେନଙ୍କ କିଭ୍ ଗସ୍ତକୁ ନେଇ ପୁଟିନଙ୍କ ପ୍ରତିକ୍ରିୟା, ଉଚିତ ସମୟରେ ଜବାବ ଦେବାକୁ ଚେତାବନୀ
ଫେବୃଆରୀ ୨୧/୨୩ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲି ଥିବା ଲଢେଇ ଇତିମଧ୍ୟରେ ବର୍ଷ ପୂର୍ତ୍ତି କରିଛି । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗତକାଲି ଅଚାନକ ୟୁକ୍ରେନ୍ ରାଜଧାନୀ କିଭ୍ ରେ ... -
ବିଧାନସଭା ଆରମ୍ଭ, ବିରୋଧୀ ନେତାଙ୍କ ଅଭିଯୋଗ ନବ ଦାସଙ୍କ ହତ୍ୟା ‘ସରକାରୀ ପ୍ରୟୋଜିତ’
ପ୍ରସାଦ ରାଓ ଭୁବନେଶ୍ୱର ଫେବୃଆରୀ ୨୧/୨୩ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜାନୁଆରୀ ୨୯ ତାରିଖ ଦିନ ... -
ସିନ୍ଧେଙ୍କୁ ଶିବସେନା, ନିର୍ବାଚନ ଅୟୁକ୍ତଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠିଲାଣି
ପ୍ରସାଦ ରାଓ ଫେବୃଆରୀ ୨୦/୨୩ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ (ଇସିଆଇ) ଗୋଟିଏ ନିଷ୍ପତ୍ତି ଗତ ଶୁକ୍ରବାର ଦିନ ମହାରାଷ୍ଟ୍ରର ହିନ୍ଦୁତ୍ୱବାଦୀ ଦଳ ‘ଶିବସେନା’ର ଭାଗ୍ୟ ବଦଳାଇ ଦେଇଛି । ବାଲା ସାହେବ ଠାକରେ ଦ୍ୱାରା ପ୍ରତିଷ୍ଠିତ ... -
ଓଡ଼ିଶା: ବର୍ଷ ବର୍ଷ ଧରି ବାବୁଙ୍କ ହାତରେ କ୍ଷମତାର ଡୋର !
ପ୍ରସାଦ ରାଓ ଫେବୃଆରୀ ୧୮/୨୩ ଓଡ଼ିଶାରେ କିଏ ସରକାର ଚଳାଉଛି ? ନିର୍ବାଚିତ ପ୍ରତିନିଧି ନା ବାବୁମାନେ ? ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଏହି ପ୍ରଶ୍ନ ଉଠାଇ ଥିଲେ । ବିଭିନ୍ନ ସମୟରେ ... -
ଦିଲ୍ଲୀ, ମୁମ୍ବାଇ ବିବିସି କାର୍ଯ୍ୟାଳୟରେ ଆଇଟି ଯାଂଚ୍ !
ପ୍ରସାଦ ରାଓ ଫେବୃଆରୀ ୧୪/୨୩ ୨୦୦୨ ଗୁଜରାଟ ଦଂଗାକୁ ନେଇ ଦୁଇ ପର୍ଯ୍ୟାୟ ବିଶିଷ୍ଟ ଡକୁମେଂଟାରୀ ଫିଲ୍ମ ପ୍ରସ୍ତୁତ କରି ବିବାଦରେ ଥିବା ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ଆଜି ... -
ବିବିସିକୁ ନିଷିଦ୍ଧ କରିବା ଆବେଦନ ସୁପ୍ରିମ କୋର୍ଟରେ ଖାରଜ
ପ୍ରସାଦ ରାଓ ଫେବୃଆରୀ ୧୦/୨୩ ୨୦୦୨ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବିସି (ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନନ୍) ଡକୁମେଂଟାରୀ ‘ଇଣ୍ଡିଆ:ଦି ମୋଦୀ କ୍ୱଶ୍ଚିନ’ ଦେଶ ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱ ଦରବାରରେ ନିନ୍ଦିତ ... -
ସିବିଆଇ ତଦନ୍ତ ଅବେଦନ ହାଇକୋର୍ଟରେ ଖାରଜ
ପ୍ରସାଦ ରାଓ ଫେବୃଆରୀ ୦୯/୨୩ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟରେ ହୋଇଥିବା ଆବେଦନ ଆଜି ଖାରଜ ହୋଇଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ...

















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS